Tag Archives: IPL 2024

ପଞ୍ଚମ ବିଜୟ ସହ ଦ୍ୱିତୀୟରେ ସନ୍‌ରାଇଜର୍ସ

ନୂଆଦିଲ୍ଲୀ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶନିବାର ଅନୁଷ୍ଠିତ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୬୭ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ୭ ମ୍ୟାଚରୁ ୫ମ ବିଜୟ ସହ ହାଇଦ୍ରାବାଦ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଏକାଧିକ...

ଟି୨୦ ଲିଗ୍ ଇତିହାସରେ ନୂଆ ରେକର୍ଡ କଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୨୦ା୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଟି୨୦ ଲିଗ୍ ଇତିହାସରେ ପାୱାର୍ ପ୍ଲେ ମଧ୍ୟରେ ସର୍ବାଧିକ ସ୍କୋର କରିବାର ରେକର୍ଡ କରିଛି। ହାଇଦ୍ରାବାଦ ପାଇଁ ଓପନ କରିଥିବା ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମା ମାତ୍ର ୬ ଓଭରରେ...

ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର, କୋଚ୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୦।୪: କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ଲାଗି ଖରାପ ଖବର। ଗୋଟିଏ ପଟେ ଥାଲାଙ୍କ ବ୍ୟାଟିଂ ଦେଖି ପ୍ରଶଂସକ ତାଙ୍କୁ ବିଶ୍ୱକପ୍‌ ଟିମ୍‌ରେ ଦେଖିବାକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ସିଏସ୍‌କେ କୋଚ୍‌ ବଡ଼ ବୟାନ ଦେଇଛନ୍ତି। ଏହା...

ରୋମାଞ୍ଚକର ମୁକାବିଲାରେ ପଞ୍ଜାବକୁ ୩ ୱିକେଟରେ ପରାସ୍ତ କଲା ରାଜସ୍ଥାନ

ଚଣ୍ଡୀଗଡ଼,୧୩ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଶନିବାର ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସକୁ ୩ ଉଇକେଟରେ ହରାଇ ପଞ୍ଚମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୮ ଉଇକେଟରେ ୧୪୭ ରନ୍‌ କରିଥିଲା।...

IPL 2024: ଅଷ୍ଟ୍ରେଲିଆ ପାଇଁ ହିରୋ, RCB ପାଇଁ ଜିରୋ! ବେଙ୍ଗାଲୁରୁ ପାଇଁ ବୋଝ ହେଲେଣି କି ଗ୍ଲେନ୍ ମ୍ୟାକ୍ସୱେଲ ?

ନୂଆଦିଲ୍ଲୀ,୭।୪: ଗ୍ଲେନ୍ ମ୍ୟାକ୍ସୱେଲ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ୍ ୨୦୨୪ ରେ ସମ୍ପୂର୍ଣ୍ଣ ଫ୍ଲପ୍ ରହିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ର ବ୍ୟାଟିଂ ଅଲରାଉଣ୍ଡର ବର୍ତ୍ତମାନ ଦଳ ପାଇଁ ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାଁନ୍ତି। ରାଜସ୍ଥାନ ବିପକ୍ଷରେ ଖେଳାଯାଇଥିବା ପଞ୍ଚମ...

୪,୬,୬,୬,୪…ଧୋନୀଙ୍କ ଧୁରନ୍ଧରଙ୍କୁ ଆଣ୍ଠେଇଲେ ଯୁବରାଜଙ୍କ ଶିଷ୍ୟ, ଗୋଟିଏ ଓଭରରେ…

ହାଇଦ୍ରାବାଦ,୬।୪: ଆଇପିଏଲ୍‌ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦର ଅଭିଷେକ ଶର୍ମା ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଜବରଦସ୍ତ ବ୍ୟାଟିଂ କରିଥିଲେ। ଏପ୍ରିଲ ୫ରେ ଅନୁଷ୍ଠିତ ଏହି ମ୍ୟାଚ୍‌ର ଏକ ଓଭରରେ ସେ ୪,୬,୬,୬,୪ ରନ୍‌ କରି ୨୭ ରନ୍‌ ଯୋଡ଼ିଥିଲେ। ଏହି ଓଭର...

ଆଇପିଏଲ୍‌ରେ ରନ୍‌ ବର୍ଷା: ଦିଲ୍ଲୀ ଆଗରେ ପାହାଡ଼ ଭଳି ୨୭୩ ରନ୍‌ ଟାର୍ଗେଟ୍‌ ଛିଡ଼ା କଲା କୋଲକାତା

ବିଶାଖାପାଟଣା,୩।୪: ଇଣ୍ଡିଆ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ୧୬ତମ ମ୍ୟାଚ୍‌ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ବିଶାଖାପାଟଣାରେ ଜାରି ଏହି ମ୍ୟାଚ୍‌ରେ କୋଲକାତା ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ...

ରୋହିତ ଶର୍ମା ଆଉଟ୍‌ ପରେ ଚେନ୍ନାଇ ପ୍ରଶଂସକଙ୍କ ମୁଣ୍ଡ ଫଟାଇଲେ ମୁମ୍ବାଇ ପ୍ରଶଂସକ: ଚାଲିଗଲା ବୃଦ୍ଧଙ୍କ ଜୀବନ

ନୂଆଦିଲ୍ଲୀ,୩୧।୩: ଆଜିକାଲି ଆଇପିଏଲ୍‌ର ଜଲଓ୍ବା ଜାରି ରହିଛି। କିନ୍ତୁ କେହି ଭାବି ନଥିବେ ଯେ ଏହା କାହା ପାଇଁ ସାଂଘାତିକ ପ୍ରମାଣିତ ହେବ। ଚେନ୍ନାଇ ସୁପର କିଙ୍ଗ୍ସର ଜଣେ ପ୍ରଶଂସକ ଆଇପିଏଲ ଯୋଗୁ ପ୍ରାଣ ହରାଇଛନ୍ତି। ମାମଲା ମହାରାଷ୍ଟ୍ରର କୋଲହାପୁରରୁ...

ଆଇପିଏଲ୍‌ର ନୂଆ ‘ସ୍ପିଡ୍‌ କିଙ୍ଗ୍‌’:ଡେବ୍ୟୁ ମ୍ୟାଚ୍‌ରେ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ଜିତି ସାଉଁଟୁଛନ୍ତି ପ୍ରଶଂସା

ହାଇଦ୍ରାବାଦ୍‌,୩୧।୩: ଲକ୍ଷ୍ନୌ ସୁପର ଜାଏଣ୍ଟସ ବୋଲର ମୟଙ୍କ ଯାଦବ ଆଇପିଏଲ ଚମତ୍କାର ଶ ଢଙ୍ଗରେ ଡେବ୍ୟୁ କରିଥିଲେ। ଏହି ବୋଲର ୪ ଓଭରରେ ୨୭ ରନ ଦେଇ ପଞ୍ଜାବ କିଙ୍ଗ୍ସର ୩ ବ୍ୟାଟ୍ସମ୍ୟାନଙ୍କୁ ନିଜର ଶିକାର କରିଥିଲେ। ତାଙ୍କର ଶ୍ରେଷ୍ଠ...

କେଶବ ମହାରାଜଙ୍କୁ ଦଳରେ ସାମିଲ କଲା ରାଜସ୍ଥାନ ରୟାଲ୍ସ, କେକେଆର ଆଣିଲା ୧୬ ବର୍ଷ ବୟସ୍କ ଆଫଗାନିସ୍ତାନ ସ୍ପିନର

ନୂଆଦିଲ୍ଲୀ ,୨୮।୩: ଆହତ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜଙ୍କୁ ଦଳରେ ସାମିଲ କରିଛି। ସେହିଭଳି କେକେଆର୍ ଆଫଗାନିସ୍ତାନର ୧୬ ବର୍ଷ ବୟସ୍କ ଅଫ୍ ସ୍ପିନର ଆଲ୍ଲହା ଗଜାନଫରଙ୍କୁ...

ପଡିଆ ମଝିରେ ଚୁମ୍ବନ ଦେଇ ଫସିଲେ ହର୍ଷିତ

କୋଲକତା,୨୪।୩: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ର ତୃତୀୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ ସମୟରେ କେକେଆର୍‌ ବୋଲର ହର୍ଷିତ ରାଣା ମୟଙ୍କ ଅଗ୍ରୱାଲଙ୍କୁ ବରଖାସ୍ତ କରିବା ପରେ ଫ୍ଲାଇଙ୍ଗ କିସ୍‌ ଦେଇଥିଲେ।...

ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ ଇତିହାସ ରଚିଲେ ବିରାଟ କୋହଲି

ଚେନ୍ନାଇ,୨୨।୩: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଆଇପିଏଲ୍‌ ୨୦୨୪ର ପ୍ରଥମ ମୁକାବିଲାରେ ଇତିହାସ ରଚିଛନ୍ତି। ସେ ଟି୨୦ କ୍ରିକେଟରେ ୧୨ ହଜାର ରନ୍‌ ପୂରଣ କରିଥିବା ପ୍ରଥମ ଭାରତୀୟ ପାଲଟିଛନ୍ତି। ବିରାଟ ଏହି ଉପଲବ୍ଧି ହାସଲ କରିଥିବା ଦୁନିଆର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri