ବାତ୍ୟା ‘ଅକ୍ୱାନ’ ମୁକାବିଲା: ଗଞ୍ଜାମ, ପୁରୀ-ଖୋର୍ଦ୍ଧା ସମେତ ୬ ଜିଲାରେ ଲାଗୁ ହେଲା ଲାଗୁ ହେଲା ଇନଟ୍ରା ସର୍କଲ ରୋମିଂ
ଭୁବନେଶ୍ୱର, ୧୯।୧୧: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ସମୟରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ ଏବଂ ନିରବଚ୍ଛିନ୍ନ ରଖିବା ପାଇଁ ଟେଲିକମ୍ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଖରାପ ପାଗ ଯୋଗୁ ମୋବାଇଲ୍ ନେଟୱର୍କ ପ୍ରଭାବିତ ହେବାର ଆଶଙ୍କା ଥିବାରୁ…

