Tag Archives: Indigo Flight

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ କରୁଛି। ଏହା ସତ୍ତ୍ୱେ, ଇଣ୍ଡିଗୋ ବିମାନ ଟିକେଟ ଦ୍ରୁତ ଗତିରେ ବିକ୍ରି ହେଉଛି।...

ଇଣ୍ଡିଗୋ ଫ୍ଲାଇଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ଏମରଜେନ୍ସି ଲ୍ୟାଣ୍ଡିଂ

ମୁମ୍ବାଇ,୨।୧୨: ମୁମ୍ବାଇ ବିମାନବନ୍ଦରରେ ଏକ ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରିଥିଲା। ବିମାନଟି କୁଏତରୁ ହାଇଦ୍ରାବାଦ ଯାତ୍ରା କରୁଥିଲା। ବିମାନକୁ ଉଡ଼ାଣ ସମୟରେ, ଏକ ବୋମା ଧମକ ମିଳିଥିଲା। ବିମାନଟିକୁ ତୁରନ୍ତ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରାଯାଇଥିଲା। ରିପୋର୍ଟ ଅନୁଯାୟୀ,...

ଦୁର୍ଗାପୂଜାରେ ଯାତ୍ରୀ ହେଲେ ଭୟଭୀତ, ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ

ମୁମ୍ବାଇ,୩୦।୯: ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଧମକ ମିଳିଥିଲା। ଫ୍ଲାଇଟ ନମ୍ବର 6E 762 ପ୍ରାୟ ୨୦୦ ଜଣ ଲୋକଙ୍କୁ ନେଇଯାଉଥିଲା, ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଏହି ଧମକ ସ୍ପଷ୍ଟ ମନେ ହେଉଥିଲା। ଏକ ସୂତ୍ର...

ଉଡ଼ାଣ ସମୟରେ ରନ୍‌ଓ୍ବେରେ ଘଟିଲା ଏମିତି, ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଏହି ଏମ୍‌ପିଙ୍କ ସହ ୧୫୧ ଯାତ୍ରୀ

ଲକ୍ଷ୍ନୌ,୧୪ା୯: ରବିବାର ଉତ୍ତରପ୍ରଦେଶର ଲକ୍ଷ୍ନୌ ବିମାନବନ୍ଦରରେ ଏକ ବଡ଼ ଅଘଟଣ ଟଳିଯାଇଛି। ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନ ଉଡ଼ାଣ ସମୟରେ ରନଓ୍ବେରେ ଅଟକି ଯାଇଥିଲା। କ୍ୟାପ୍ଟେନ୍‌ ସଠିକ୍‌ ସମୟରେ ବିମାନକୁ ଅଟକାଇ ଦେଇଥିଲେ। ଫଳରେ ୧୫୧ ଜଣ ଯାତ୍ରୀଙ୍କ...

ପୁଣି ବଡ଼ ଦୁର୍ଘଟଣା! ବିମାନରେ ପିଟି ହେଲା…

ନାଗପୁର,୨।୯: ଆଜି ସକାଳେ ନାଗପୁର ବିମାନବନ୍ଦରରୁ କୋଲକାତା ଅଭିମୁଖେ ଉଡ଼ାଣ ଭରୁଥିବା ଇଣ୍ଡିଗୋର ଏକ ବିମାନ ପକ୍ଷୀ ଧକ୍କା ଦେବା ପରେ ସୁରକ୍ଷିତ ଭାବରେ ଫେରି ଆସିଛି। ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ, ବିମାନରେ 160 ରୁ 165 ଜଣ ଯାତ୍ରୀ...

ରନ୍‌ଓ୍ବେରେ ପିଟିହେଲା ବିମାନ

ମୁମ୍ବାଇ,୧୬ା୮: ଶନିବାର ମୁମ୍ବାଇ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ବ୍ୟାଙ୍କକରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ଏୟାରବସ୍‌ A321 ବିମାନ (ଉଡ଼ାଣ ନମ୍ବର 6E 1060) ଅବତରଣ ସମୟରେ ରନ୍‌ଓ୍ବେରେ ଧକ୍କା ଖାଇଥିଲା। ଖରାପ ପାଗ ଏବଂ ପ୍ରବଳ ବର୍ଷା...

‘PAN PAN PAN’ ପାଇଲଟ କହିଲେ ଏମିତି, ବିମାନର ହେଲା ଜରୁରୀ ଅବତରଣ, ଜାଣନ୍ତୁ ଏହାର ଅର୍ଥ କ’ଣ

ନୂଆଦିଲ୍ଲୀ,୧୭।୭: ଦିଲ୍ଲୀରୁ ଗୋଆ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନର ମୁମ୍ବାଇରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ଏହାର କାରଣ ଇଞ୍ଜିନରେ ତ୍ରୁଟି ବୋଲି କୁହାଯାଉଛି। ଇଣ୍ଡିଗୋ ବିମାନ 6E 6271 ଦିଲ୍ଲୀରୁ ଗୋଆ (ଦିଲ୍ଲୀ ଗୋଆ ଇଣ୍ଡିଗୋ ଫ୍ଲାଇଟ) ପାଇଁ...

ମଝି ଆକାଶରେ ବନ୍ଦ ହୋଇଗଲା ଇଣ୍ଡିଗୋ ବିମାନ ଇଞ୍ଜିନ, ମୁମ୍ବାଇରେ…

ମୁମ୍ବାଇ,୧୬।୭: ଦିଲ୍ଲୀରୁ ଗୋଆ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ (ଫ୍ଲାଇଟ୍‌ ନମ୍ବର 6E 6271) ବୁଧବାର ରାତିରେ ଏକ ଇଞ୍ଜିନ୍‌ରେ ତ୍ରୁଟି ଯୋଗୁଁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ରିପୋର୍ଟ ଅନୁଯାୟୀ, ବିମାନଟି...

Video: ଇଣ୍ଡିଗୋ ବିମାନରେ ମହୁମାଛି ଉପଦ୍ରବ, ଏକ ଘଣ୍ଟା ବିଳମ୍ବରେ ଉଡିଲା ସୁରଟ-ଜୟପୁର ବିମାନ, ଜାଣନ୍ତୁ କେମିତି ମିଳିଲା ମୁକ୍ତି

ସୁରଟ,୮।୭: ସୋମବର ଗୁଜରାଟର ସୁରତ ବିମାନବନ୍ଦରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ସୁରଟରୁ ଜୟପୁର ଯାଉଥିବା ଏକ ଇଣ୍ଡିଗୋ ବିମାନ ମହୁମାଛି ଯୋଗୁ ଠିକ ସମୟରେ ଉଡ଼ାଣ କରି ପାରି ନଥିଲା। ଅନେକ ମହୁମାଛି ବିମାନର ଖୋଲା ଲଗେଜ...

ଗୁୱାହାଟୀରୁ ଚେନ୍ନାଇ ଯାଉଥିଲା ଇଣ୍ଡିଗୋ ବିମାନ ବାଟରେ ସରିଗଲା ତେଲ, ଟେନସନରେ ଏପରି କରିଦେଲେ ପାଇଲଟ

ନୂଆଦିଲ୍ଲୀ,୧୯ା୬: ଗୁୱାହାଟୀରୁ ଚେନ୍ନାଇକୁ ଯାଉଥିବା ଏକ ଇଣ୍ଡିଗୋ ଉଡ଼ାଣ ବୁଧବାର ସନ୍ଧ୍ୟାରେ ଚେନ୍ନାଇ ଆକାଶମଣ୍ଡଳରେ ପହଞ୍ଚିବା ପରେ ଇନ୍ଧନର ଅଭାବ ଯୋଗୁଁ ବେଙ୍ଗାଲୁରୁକୁ ଡାଇଭର୍ଟ କରାଯାଇଛି। ଉଡ଼ାଣ ତଥ୍ୟ ଅନୁଯାୟୀ, ଫ୍ଲାଇଟ 6E6764 ଚେନ୍ନାଇରେ ସନ୍ଧ୍ୟା ୭:୪୫ରେ ପହଞ୍ଚିବାର କାର୍ଯ୍ୟସୂଚୀ...

ଭୁବନେଶ୍ୱରରୁ କୋଲକାତା ଯାଉଥିବା ବିମାନରେ ମାଡ଼ ହେଲା ପକ୍ଷୀ, ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ପାଇଁ…

ଭୁବନେଶ୍ୱର,୧୯।୬: ଗୁରୁବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କୋଲକାତା ଯାଉଥିବା ଏକ ବିମାନରେ ପକ୍ଷୀ ମାଡ ହୋଇଥିବା ସୂଚନା ମିଳିଛି। ସୌଭାଗ୍ୟର କଥା ଯେ ଏହି ସମୟରେ ବିମାନ ଏବଂ ଯାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ...

ଭୁବନେଶ୍ୱରରୁ UAEକୁ ସିଧା ବିମାନ ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୬: ରାଜଧାନୀ ଭୁବନେଶ୍ବରରୁ UAEକୁ ସିଧା ବିମାନ ସେବା ଆରମ୍ଭ ହୋଇଛି। ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଆବୁଧାବିକୁ ସିଧା ଉଡ଼ାଣ କରି ବିମାନ। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବିମାନବନ୍ଦରରେ ପତାକା ହଲାଇ ବିମାନ ଉଡ଼ାଣର ଶୁଭାରମ୍ଭ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri