Tag Archives: India

ଟ୍ରମ୍ପଙ୍କୁ ଭେଟିବା ପୂର୍ବରୁ ପୁଟିନ ଦେଲେ ଏମିତି ବୟାନ, ଯଦି ଏହା ହୁଏ ତେବେ ମାଲାମାଲ ହେବ ଭାରତ

ନୂଆଦିଲ୍ଲୀ,୧୫।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର (୧୫ ଅଗଷ୍ଟ, ୨୦୨୫) ଆଲାସ୍କାରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଅଛି। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ କରିବା। ଯଦି ଏହି…

ଏସିଆ କପରେ ଭାରତୀୟ ଦଳର ନେତୃତ୍ୱ ନେବେ ସୂର୍ଯ୍ୟକୁମାର ଯାଦବ: ବାଦ ପଡିବେ ଏସମସ୍ତ ଷ୍ଟାର

ମୁମ୍ବଇ,୧୫ା୮: ଏସିଆ କପ୍ ୨୦୨୫ ପାଇଁ ଭାରତୀୟ କ୍ରିକେଟ ଦଳର ସ୍କ୍ୱାଡ ଘୋଷଣା ମୁମ୍ବାଇରେ ୧୯ ଅଗଷ୍ଟରେ ହେବ ବୋଲି ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟରୁ ଜଣାପଡ଼ିଛି। ଭାରତୀୟ T20 ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବେଙ୍ଗାଲୁରୁରୁ ମୁମ୍ବାଇ ଯାତ୍ରା କରି ଏହି…

ଦୀର୍ଘ ୨୦ ବର୍ଷ ପରେ ପୁଣିଥରେ ଭାରତ ଆୟୋଜନ କରିବ କମନଓ୍ବେଲ୍ଥ ଗେମ? ଏହି ସହର କରିବ ହୋଷ୍ଟ

ନୂଆଦିଲ୍ଲୀ,୧୩।୮: ଭାରତ ପୁଣିଥରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ପ୍ରସ୍ତୁତ। ଭାରତୀୟ ଅଲିମ୍ପିକ ସଂଘ (IOA) ବୁଧବାର, ଅଗଷ୍ଟ ୧୩ ତାରିଖରେ ଭାରତକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଆନୁଷ୍ଠାନିକ ଭାବରେ ଅନୁମୋଦନ କରିଛି। ୨୦୨୩ରେ ଅହମଦାବାଦରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ…

ପୁଣି ମୁହାଁମୁହିଁ ଭାରତ-ପାକିସ୍ତାନ: ଆଜିଠାରୁ ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ,୧୧ା୮:ଭାରତୀୟ ନୌସେନାର ଯୁଦ୍ଧଜାହାଜଗୁଡ଼ିକ ମଙ୍ଗଳବାର ଓ ବୁଧବାର ଆରବ ସାଗରରେ ସମରାଭ୍ୟାସ ପାଇଁ କାର୍ଯ୍ୟକ୍ରମ ସ୍ଥିର କରିଥିବାବେଳେ ପାକ୍‌ ନୌସେନା ମଧ୍ୟ ସେହି ସମୟରେ ଯୁଦ୍ଧାଭ୍ୟାସ କରିବାକୁ ଘୋଷଣା କରିଛି। ସାମୁଦ୍ରିକ ବାଣିଜ୍ୟର ମୁଖ୍ୟ ମାର୍ଗ ଏବଂ ଆଞ୍ଚଳିକ ସୁରକ୍ଷା ପାଇଁ…

ଆରବ ମହାସାଗରରେ ମୁହାଁମୁହିଁ ହେବେ ଭାରତ, ପାକିସ୍ତାନ ନୌସେନା; ଦେଖାଇବେ ଶକ୍ତି

ନୂଆଦିଲ୍ଲୀ,୧୦ା୮: ଭାରତ ଓ ପାକିସ୍ତାନ ଅଗଷ୍ଟ ୧୧ ଓ ୧୨ ତାରିଖରେ ଆରବ ସାଗରରେ ପୃଥକ ନୌସେନା ଅଭ୍ୟାସ କରିବେ, ଯାହା ପରସ୍ପରର ସାମୁଦ୍ରିକ ଅଞ୍ଚଳ ନିକଟରେ ହେବ। ଏହି ଅଭ୍ୟାସ ପରସ୍ପରଠାରୁ ପ୍ରାୟ ୬୦ ନଟିକାଲ ମାଇଲ ଦୂରରେ ହେବ,…

ଟ୍ରମ୍ପଙ୍କୁ ଭାରତର କଡ଼ା ଜବାବ! ଆମେରିକୀୟ ସାମଗ୍ରୀ ଉପରେ ୫୦% ଯାଏ ଟାରିଫ… 

ନୂଆଦିଲ୍ଲୀ,୧୦।୮: ଆମେରିକା ଦ୍ୱାରା ଭାରତୀୟ ଷ୍ଟିଲ, ଆଲୁମିନିୟମ ଏବଂ ଏହା ସହ ଜଡ଼ିତ ଉତ୍ପାଦଗୁଡ଼ିକ ଉପରେ ୫୦% ପର୍ଯ୍ୟନ୍ତ ଭାରୀ ଆମଦାନୀ ଶୁଳ୍କ ଲଗାଯିବା ପରେ ଭାରତ ଏବେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ପ୍ରସ୍ତୁତି କରୁଛି। ମନି କଣ୍ଟ୍ରୋଲର ଏକ ଖବର ଅନୁଯାୟୀ,…

ଶହବାଜ ସରିଫ-ଅସୀମ ମୁନିରଙ୍କ ପୋଲ୍‌ ଖୋଲିଲେ ଭାରତୀୟ ସେନା ମୁଖ୍ୟ

ନୂଆଦିଲ୍ଲୀ,୯।୮: ଅପରେଶନ ସିନ୍ଦୂର ସମୟରେ ପାଞ୍ଚଟି ପାକିସ୍ତାନୀ ଲଢୁଆ ବିମାନ ନଷ୍ଟ କରାଯାଇଥିଲା। ଏହା ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଏପି ସିଂହ ବେଙ୍ଗାଲୁରୁରେ ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ ପାଞ୍ଚଟି ଲଢ଼ୁଆ ବିମାନ ସହିତ ଏକ…

ଭାରତ ଭଳି ଜବାବ ଦେଲା ଚାଇନା, ରୁଷିଆ ତେଲକୁ ନେଇ କହିଲା ଏମିତି କଥା

ବେଜିଂ,୯।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ଟ୍ରମ୍ପ ପ୍ରଥମେ ଭାରତ ଉପରେ ମୋଟ ୫୦ ପ୍ରତିଶତ ପାରସ୍ପରିକ ଶୁଳ୍କ ଲାଗୁ କରିଥିଲେ ଏବଂ ପରେ ଚାଇନା ଉପରେ ମଧ୍ୟ ଦଣ୍ଡ…

ଚର୍ଚ୍ଚାରେ କଂଗ୍ରେସ ନେତାଙ୍କ ବୟାନ, କହିଲେ ବାଟ ହୁଏତ ଦେଖାଇପାରିବେ ମେଲାନିଆ

ନୂଆଦିଲ୍ଲୀ,୯।୮: ବରିଷ୍ଠ କଂଗ୍ରେସ ନେତା ଏବଂ ଏମପି ଶଶି ଥରୁର ତାଙ୍କ ବୟାନ ପାଇଁ ସବୁବେଳେ ଖବରରେଥାଆନ୍ତି। ଏବେ କଂଗ୍ରେସ ନେତା ଏକ ବ୍ୟଙ୍ଗାତ୍ମକ ସ୍ବରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି। ଶଶି ଥରୁର ମଜା କରି କହିଛନ୍ତି…

ଭାରତ ଉପରେ ଟାରିଫ ଲଗାଇ ଫସିଗଲେ ଟ୍ରମ୍ପ! ଆମେରିକା ସିନେଟର କହିଲେ, ସମ୍ପର୍କକୁ ବିପଦକୁ ଠେଲି ଦିଆଗଲା

ଓ୍ବାଶିଂଟନ,୮।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଟ୍ରମ୍ପ ବାଣିଜ୍ୟ ଚୁକ୍ତି ପାଇଁ ଶୁଳ୍କ ଲାଗୁ କରି ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରିପାରନ୍ତି, କିନ୍ତୁ ଏହି ନିଷ୍ପତ୍ତିକୁ…

ଭାରତ ସହିତ କୌଣସି ବାଣିଜ୍ୟ ଆଲୋଚନା କରିବ ନାହିଁ ଆମେରିକା, ଟାରିଫ ବୃଦ୍ଧି ପରେ ଟ୍ରମ୍ପଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଆମଦାନୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଭାରତ ସହିତ ଆଉ ବାଣିଜ୍ୟ ଆଲୋଚନାରୁ ପଛଘୁଞ୍ଚା ଦେଇଛନ୍ତି। ଏହା ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ…

Asia Cupରେ ରଦ୍ଦ ହୋଇପାରିବନି ଭାରତ-ପାକିସ୍ତାନ ମ୍ୟାଚ, ଜାଣନ୍ତୁ ବିରୋଧ ସତ୍ତ୍ୱେ କାହିଁକି ହେବ ଟକ୍କର

ନୂଆଦିଲ୍ଲୀ ,୭।୮: ସେପ୍ଟେମ୍ବର ୮ରୁ ଆରମ୍ଭ ହେବାକୁ ଥିବା ଏସିଆ କପରେ, ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ୧୪ ତାରିଖରେ ମୁହାଁମୁହିଁ ହେବାର କାର୍ଯ୍ୟକ୍ରମ ରହିଛି। ଟୁର୍ଣ୍ଣାମେଣ୍ଟ ସୂଚୀ ପ୍ରକାଶ ପାଇବା ପରଠାରୁ, ପାକିସ୍ତାନ ସହିତ ମ୍ୟାଚ ବର୍ଜନ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?