ଯଦି କୌଣସି ଦେଶ ପରମାଣୁ ବୋମା ପକାଇ ଦିଏ ଏହାର ବିକିରଣରୁ ବଞ୍ଚିବାର ଉପାୟ କ’ଣ? ଜାଣନ୍ତୁ କାମର କଥା
ନୂଆଦିଲ୍ଲୀ,୮ା୫: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରାୟ ୧୫ ଦିନ ପରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଛି। ଭାରତୀୟ ସେନା ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀଙ୍କର ୯ଟି ଅଡ୍ଡା ଉପରେ ମିସାଇଲ ଆକ୍ରମଣ…
ପାକିସ୍ତାନର ହଜିଲା ନିଦ, ନରସଂହାରର ପ୍ରତିଶୋଧ ନେଲା ଭାରତ
ନୂଆଦିଲ୍ଲୀ/ଇସଲାମାବାଦ,୭।୫: ଥରି ଉଠିଛି ପାକିସ୍ତାନ। ପହଲଗାମେ ଆତଙ୍କବାଦୀ ଆକ୍ରମଣର ମାତ୍ର ୧୪ ଦିନ ପରେ ପଡୋଶୀ ଦେଶଠାରୁ ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ଭାରତର ‘ଅପରେସନ ସିନ୍ଦୂର’ ସଫଳ ହୋଇଛି । ୧୯୭୧ ଯୁଦ୍ଧ ପରେ ପ୍ରଥମ…
ପାକିସ୍ତାନ ଏୟାର ଷ୍ଟ୍ରାଇକର ଆସିଲା ପ୍ରଥମ ଫଟୋ, ଆତଙ୍କବାଦୀ ମାସୁଦଙ୍କ ବହୁ ସହଯୋଗୀ ଆହତ
ଇସଲାମାବାଦ,୭।୫: ପାକିସ୍ତାନ ପଞ୍ଜାବ ଅଞ୍ଚଳର ମୁରିଦକେରେ ଅନେକ ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ବାୟୁସେନା ମଙ୍ଗଳବାର ରାତି ଅଧିଆ ଆକ୍ରମଣ କରିଛି। ଲସ୍କର-ଇ-ତୋଇବା ଏହାର ମୁଖ୍ୟାଳୟ ପଞ୍ଜାବର ମୁରିଦକେରେ ଅଛି। ଏହାକୁ ପାକିସ୍ତାନର ‘ଆତଙ୍କବାଦୀ ନର୍ସରୀ’ ଭାବରେ ଜଣାଶୁଣା। ଜମ୍ମୁ-କଶ୍ମୀରର ପହଲଗାମ…
ହାତ ପାହାନ୍ତାରେ ରଖନ୍ତୁ ନଗଦ ଟଙ୍କା, ଟର୍ଚ୍ଚ, ଡାକ୍ତରୀ କିଟ୍: ଜାଣନ୍ତୁ ମକ୍ ଡ୍ରିଲ୍ ବେଳେ କାହା ଉପରେ ଧ୍ୟାନ ଦେବ
ନୂଆଦିଲ୍ଲୀ/ଭୁବନେଶ୍ୱର, ୬।୫: ୧୯୭୧ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ମେ ୭ ତାରିଖରେ ଦେଶ ବ୍ୟାପି ଭାରତର ଜାତୀୟ ନାଗରିକ ପ୍ରତିରକ୍ଷା ଡ୍ରିଲ୍ ହେବାକୁ ଯାଉଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ପରେ ଏକ ସମ୍ଭାବ୍ୟ ଯୁଦ୍ଧ ପାଇଁ କେନ୍ଦ୍ର ସରକାର…
ଯେକୌଣସି ମୂହୁର୍ତ୍ତରେ LoC ଉପରେ ଆକ୍ରମଣ କରିପାରେ ଭାରତ…ପାଲଟା ଧମକ ଦେଲା ପାକିସ୍ତାନ
ନୂଆଦିଲ୍ଲୀ,୬।୫: ପହଲଗାମ ଆକ୍ରମଣକୁ ନେଇ ଉତ୍ତେଜନା ମଧ୍ୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ବଡ଼ ଦାବି କରିଛନ୍ତି। ଭାରତ ଯେକୌଣସି ସମୟରେ LoC ଉପରେ ଆକ୍ରମଣ କରିପାରେ। ଏହାର ଉପଯୁକ୍ତ ଜବାବ ଦିଆଯିବ ବୋଲି ସେ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ…
ପାକିସ୍ତାନକୁ ଚେନାବ ଜଳ ରୋକିଲା ଭାରତ
ନୂଆଦିଲ୍ଲୀ,୬ା୫: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପ୍ରଥମ ପଦକ୍ଷେପ ସ୍ବରୂପ ସିନ୍ଧୁନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିବାବେଳେ ରବିବାର ଜମ୍ମୁର ବାଗ୍ଲିହାର ଡ୍ୟାମ୍ରୁ ଚେନାବ ନଦୀଜଳ ପ୍ରବାହକୁ ସାମୟିକ ଭାବେ ରୋକିଛି। ବନ୍ଦିପୋର ନିକଟ କିଶନଗଙ୍ଗା ଡ୍ୟାମ୍ରୁ ମଧ୍ୟ ଅନୁରୂପ ଭାବେ…
ଆମେରିକାରୁ ଆସିଲା ରିପୋର୍ଟ, ପାକିସ୍ତାନ ଛାନିଆ; ଭାରତ ସହ ଯୁଦ୍ଧ ହେଲେ ହୋଇଯିବ ଧ୍ୱଂସ!
ନୂଆଦିଲ୍ଲୀ,୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଉପରେ ସାରା ବିଶ୍ୱର ନଜର ରହିଛି। ଉଭୟ ଦେଶ ପରମାଣୁ ଶକ୍ତି ସମ୍ପନ୍ନ ଦେଶ। ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ, ତେବେ କ୍ଷତି ଅଧିକ ହୋଇପାରେ। ହୁଏତ ଇସ୍ରାଏଲ-ଗାଜା ଏବଂ…
‘କୋଟିଏ ନ ଦେଲେ ତୁମକୁ ଜୀବନରୁ ମାରିଦେବୁ’…ମହମ୍ମଦ ଶାମିଙ୍କୁ ମିଳିଲା ହତ୍ୟା ଧମକ
ନୂଆଦିଲ୍ଲୀ,୫।୫: ଉତ୍ତର ପ୍ରଦେଶର ଆମରୋହା ନିବାସୀ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମିଳିଛି ହତ୍ୟା ଧମକ। ଇମେଲ ମାଧ୍ୟମରେ ତାଙ୍କୁ ଏହି ଧମକ ମିଳିଛି। ଏନେଇ ଶାମିଙ୍କ ଭାଇ ହସିବ ଆମରୋହା ପୋଲିସ ନିକଟରେ ପହଞ୍ଚିଥିଲେ। ଆମରୋହା…
Blackout Exercise କ’ଣ? ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ କାହିଁକି ଏହା କରୁଛନ୍ତି ଭାରତୀୟ ସେନା, ଯୁଦ୍ଧ ହେଲେ…
ନୂଆଦିଲ୍ଲୀ,୫।୫: କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛିି। ଏପରି ସମୟରେ ପଞ୍ଜାବରେ ଫିରୋଜପୁର କ୍ୟାଣ୍ଟ ବୋର୍ଡ ମେ’ ୪ ମଇ ସାରେ ଏକ ୩୦ ମିନିଟ ‘ବ୍ଲାକଆଉଟ’ ଅଭ୍ୟାସ କରିଥିଲା। ଏମିତିରେ…
ହେବ ନାହିଁ କି ଯୁଦ୍ଧ! ଭାରତର ମିତ୍ର ଦେଶ ନିକଟରେ ପହଞ୍ଚି ଫୁସୁଲାଇଲାଣି ପାକିସ୍ତାନ, ଉଠାଇଲାଣି ତାସକେଣ୍ଡ କଥା
ଇସଲାମାବାଦ,୫।୫: ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହିତ ଉତ୍ତେଜନା ହ୍ରାସ କରିବା ପାଇଁ ମସ୍କୋରେ ଥିବା ପାକିସ୍ତାନର ରାଷ୍ଟ୍ରଦୂତ ରୁଷିଆର ସାହାଯ୍ୟ ଲୋଡ଼ିଛନ୍ତି। ସୂଚନାଯୋଗ୍ୟ, ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏକ ସାକ୍ଷାତକାରରେ,…
ବଡ଼ କାର୍ଯ୍ୟାନୁଷ୍ଠାନ: ପାକିସ୍ତାନରୁ ସବୁ ଆମଦାନୀ ବନ୍ଦକଲା ଭାରତ, ମେଲ୍, ପାର୍ସଲ ବି ବନ୍ଦ…
ନୂଆଦିଲ୍ଲୀ,୪ା୫: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ସହ ଉତ୍ତେଜନା ବଢ଼ିଚାଲିଥିବାବେଳେ କେନ୍ଦ୍ର ସରକାର ସେଠାରୁ ସମସ୍ତ ପ୍ରକାର ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥିସହ ପାକିସ୍ତାନରୁ ଆସୁଥିବା ମେଲ୍ ଓ ପାର୍ସଲଗୁଡ଼ିକୁ ମଧ୍ୟ ବନ୍ଦ…
୩ ମେ’, ୩ ନିଷ୍ପତ୍ତି…, ପ୍ରତିବନ୍ଧ ମାଡ଼ରେ ପାକିସ୍ତାନରେ ହାହାକାର
ଇସଲାମାବାଦ,୩।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, POKରେ ପାକିସ୍ତାନୀ ଆତଙ୍କବାଦୀ ଏବଂ ସେନାର ଉତ୍ତେଜନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହା ନିଶ୍ଚିତ ଭାବରେ ଘଟିବ କାରଣ ଭାରତୀୟ ସେନା ଯେକୌଣସି ସମୟରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ। ପିଓକେରେ…
Archives


