Tag Archives: India Pakistan

ପାକିସ୍ତାନ ପରେ ତୁର୍କୀରେ ପାଣି ପାଇଁ ହାହାକାର, ଆଗକୁ…

ଇସ୍ତାନବୁଲ,୧୬।୫: ପାକିସ୍ତାନ ପରେ ତୁର୍କୀକୁ ଲାଗିବ ଶକ୍ତ ଝଟ୍‌କା। ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରଠାରୁ ପାକ୍‌ର ପରିସ୍ଥିତି ଆହୁରି ଖରାପ ହେବରେ ଲାଗିଛି। ଏପରି ପରିସ୍ଥିତିରେ, ଯେଉଁ ତୁର୍କୀ ସବୁବେଳେ ପାକିସ୍ତାନର ’ମିତ୍ର’ ହୋଇ ସମର୍ଥନ କରୁଥିଲା,...

ପାକିସ୍ତାନ ବିରୋଧରେ କଠୋର ନିଷ୍ପତ୍ତି ନେଲେ ଚାଷୀ, ଏହି ରାଜ୍ୟରୁ ଆଉ ରପ୍ତାନୀ ହେବନି ପାନ, ଯଦି ହୁଏ ତେବେ…

ବେଙ୍ଗାଲୁରୁ,୧୬ା୫: ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା ପହଲଗାମରେ ହୋଇଥିବା ଆକ୍ରମଣ ପରେ କେନ୍ଦ୍ର ସରକାର ‘ଅପରେଶନ ସିନ୍ଦୂର’ ମାଧ୍ୟମରେ ଉଚିତ ଜବାବ ଦେଇଛନ୍ତି। ଭାରତ ସରକାର ପାକିସ୍ତାନ ସହିତ ଅନେକ ଚୁକ୍ତିନାମା ଏବଂ ବାଣିଜ୍ୟକୁ ମଧ୍ୟ ସ୍ଥଗିତ ରଖିଛନ୍ତି। ସେହି...

ତୁର୍କୀକୁ ମହଙ୍ଗା ପଡିଲା ପାକିସ୍ତାନ ପ୍ରେମ, ୮୨୧କୋଟି ଟଙ୍କାର ଝଟ୍‌କା ଦେଲେ ଭାରତୀୟ!

ନୂଆଦିଲ୍ଲୀ,୧୬।୫:ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ଏହି ସମୟରେ ତୁର୍କୀ ପ୍ରଥମେ ପାକିସ୍ତାନକୁ ସମର୍ଥନ କରିଛି। ଯାହାପରେ ଭାରତୀୟମାନେ ତୁର୍କୀକୁ ବୟକଟ କିବା ଆରମ୍ଭ କରିଛନ୍ତି। ବର୍ତ୍ତମାପ ଭାରତରେ ତୁର୍କୀ ଉତ୍ପାଦ, ବିଶେଷକରି ସେଓ ବୟକଟ...

ଭୟଙ୍କର ପରମାଣୁ ପରୀକ୍ଷଣ ଯୋଗୁ ପାକିସ୍ତାନରେ ହେଉଛି ଭୂମିକମ୍ପ! ସାଂଘାତିକ ଖୁଲାସା…

ଇସଲାମବାଦ,୧୩।୫: ନିକଟରେ ପାକିସ୍ତାନରେ ବଡ଼ ବଡ଼ ଭୂକମ୍ପ ହୋଇଛି। ଯେଉଁ କାରଣରୁ ଦେଶରେ ବଡ଼ ବଡ଼ କ୍ଷୟକ୍ଷତି ମଧ୍ୟ ହୋଇଛି। ତେବେ କୁହାଯାଉଛି ପାକିସ୍ତାନରେ ସମ୍ପ୍ରତି ଘଟିଥିବା ଭୂମିକମ୍ପଗୁଡ଼ିକ ପରମାଣୁ ପରୀକ୍ଷଣ ଯୋଗୁଁ ହୋଇଛି। କିନ୍ତୁ ଏହାକୁ ନେଇ ଭାରତର...

‘ଅପରେଶନ ସିନ୍ଦୂର’ଠାରୁ ଯୁଦ୍ଧବିରତି ପର୍ଯ୍ୟନ୍ତ, ଭାରତ ପାଇଲା କ’ଣ ପାକିସ୍ତାନ ହରାଇଲା କ’ଣ ଜାଣନ୍ତୁ…

ନୂଆଦିଲ୍ଲୀ,୧୧ା୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଅପରେଶନ ସିନ୍ଦୂରରେ, ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେର ଅନେକ ସ୍ଥାନକୁ ଟାର୍ଗେଟ କରିଥିଲା, ଯାହା ଫଳରେ ଆତଙ୍କବାଦୀମାନଙ୍କୁ ବହୁତ କ୍ଷତି ହୋଇଥିଲା। ଏହି କାର୍ଯ୍ୟ ଭାରତର ବର୍ଦ୍ଧିତ ସାମରିକ ଶକ୍ତି ଏବଂ...

ପାକିସ୍ତାନ ଆର୍ମିର ବଡ଼ ଘୋଷଣା, ମାନିଲା କରିଛି ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ, ୧୧।୫: ଭୂଲ ମାନିଲା ପାକିସ୍ତାନ। କରିଛି ଆତଙ୍କବାଦୀ ହମଲା।ସାମ୍ବାଦିକ ସମ୍ମିଳନୀ କରି ଏନେଇ ବଡ଼ ବୟାନ ଦେଇଛି ପାକିସ୍ତାନୀ ସେନା। ପାକିସ୍ତାନ ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏକ ଚାଞ୍ଚଲ୍ୟକର ସ୍ବୀକାରୋକ୍ତିରେ ୨୦୧୯ ମସିହା ଫେବୃଆରୀରେ ଜମ୍ମୁ ଓ...

ଅସ୍ତ୍ରବିରତି ପରେ ଚେନାବ ନଦୀର ଡ୍ୟାମ ଖୋଲିଦେଲା ଭାରତ, ପାକିସ୍ତାନରେ ବନ୍ୟା!

ଇସଲାମବାଦ,୧୧।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏହି ଆକ୍ରମଣ ପରେ, ଭାରତ ପ୍ରତିଶୋଧ ନେଇ ପାକିସ୍ତାନ ବିରୋଧରେ ଅନେକ କଠୋର ନିଷ୍ପତ୍ତି ନେଇଥିଲା। ଏଥିରେ ସବୁଠାରୁ କଠିନ ନିଷ୍ପତ୍ତି ଥିଲା...

Operation Sindoor: ଆଜି ରାତିରେ ପାଲଟା ଆକ୍ରମଣ କରିବ ପାକ୍‌! ଭୟଙ୍କର ପ୍ଲାନ ଲିକ୍‌…

ଇସଲାମବାଦ/ନୂଆଦିଲ୍ଲୀ, ୭।୫: ଭାରତୀୟ ସଶସ୍ତ୍ର ବାହିନୀର ‘ଅପରେଶନ ସିନ୍ଦୂର’ ଅଧୀନରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ନଅଟି ଆତଙ୍କବାଦୀ ଶିବିର ଉପରେ ମିସାଇଲ ମାଡ଼ ପରେ ପାକିସ୍ତାନ ତା’ର ଏୟାରସ୍ପେସ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। କୁହାଯାଉଛି...

ଏୟାରଷ୍ଟ୍ରାଇକ୍‌ ପରେ ଇସ୍ରାଏଲର ବଡ଼ ଘୋଷଣା, ଥରିଲା ପାକିସ୍ତାନ

ନୂଆଦିଲ୍ଲୀ, ୭।୫: ଭାରତୀୟ ସଶସ୍ତ୍ର ବାହିନୀ ମଙ୍ଗଳବାର ରାତିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ ଜାମ୍ମୁ ଓ କଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ସାମରିକ କାର୍ଯ୍ୟକୁ “ଅପରେସନ ସିନ୍ଦୁର” ନାମ ଦିଆଯାଇଛି। ଏପ୍ରିଲ...

India-Pakistan War: ରାତି ପାହିଲେ… ପାକିସ୍ତାନରେ ହାଇ ଆଲର୍ଟ, ହେଡକ୍ୱାର୍ଟର ପହଞ୍ଚିଲେ ଶେହବାଜ ସରିଫ

ନୂଆଦିଲ୍ଲୀ/ଇସଲାମାବାଦ: ଭାରତ ମେ ୭ ତାରିଖରେ ୨୪୪ଟି ଜିଲାରେ ଏକ ବୃହତ ଯୁଦ୍ଧ ପ୍ରସ୍ତୁତି (ମକ ଡ୍ରିଲ) ଆୟୋଜନ କରିବାକୁ ଯାଉଛି, ଯାହା ପାକିସ୍ତାନରେ ଉତ୍ତେଜନା ସୃଷ୍ଟି କରିଛି। ଏହି ଯୁଦ୍ଧ ପ୍ରସ୍ତୁତି ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ...

India Pakistan War: ଯୁଦ୍ଧ ନେଇ ଆସିଲା ବଡ଼ ଖବର: କାଲି ସୀମାରେ ହାଇଆଲର୍ଟ, ମୁହାଁମୁହିଁ ହେବେ…

ନୂଆଦିଲ୍ଲୀ,୬।୫: ଭାରତୀୟ ବାୟୁସେନା ଆସନ୍ତକାଲି ପାକିସ୍ତାନ ସହ ମୁହାଁମୁହଁ ହେବାକୁ ଯାଉଛି। ଏହି ସମରଭ୍ୟାସ ମେ ୭ ଓ ୮ ତାରିଖରେ ଅନୁଷ୍ଠିତ ହେବ ବୋଲି ବାୟୁସେନା ପକ୍ଷରୁ ନୋଟାମ (ନୋଟିସ ଟୁ ଏୟାରମେନ) ଜାରି କରାଯାଇଛି। ଏହି ଅଞ୍ଚଳ...

India Pakistan War: ଆସିଗଲା ସମୟ! ଏବେ ଆଟାକ୍‌ ପାଇଁ ଓଡ଼ିଶାର ଗାଁ ଗାଁରେ ବାଜିବ ସାଇରନ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର, ୬।୫: ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଭାରତ ମେ ୭ ତାରିଖରେ ଏକ ଜାତୀୟ ସ୍ତରର ସିଭିଲ ଡିଫେନ୍ସ ମକ ଡ୍ରିଲ ଆୟୋଜନ କରୁଛି। ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri