ଦ୍ୱିତୀୟ ଦିନିକିଆ ପାଇଁ ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ! ଏହି ଷ୍ଟାର୍ ବୋଲରଙ୍କ ହେବ ଏଣ୍ଟ୍ରି, ଜାଣନ୍ତୁ ସେ କିଏ…
ନୂଆଦିଲ୍ଲୀ, ୫।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଟିମ ଇଣ୍ଡିଆର ଆରମ୍ଭ ଧମାକାଦାର ରହିଛି। ଅକଲାଣ୍ଡରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୫ ଉଇକେଟ୍ରେ ବିଜୟ ହାସଲ କରିଛି। ଏବେ ଉଭୟ ଦଳ ମଧ୍ୟରେ ଦ୍ୱିତୀୟ ମୁକାବିଲା ୱେଲିଂଟନରେ ଖେଳାଯିବ। ବିଜୟ…

