୧୦ ବର୍ଷରେ ୧୦ ଆଇସିସି ଟୁର୍ନାମେଣ୍ଟ ହାରିଲାଣି ଭାରତ…ପୁଣି ଆସିଛି ସୁବର୍ଣ୍ଣ ସୁଯୋଗ ନୂଆଦିଲ୍ଲୀ,୨୮।୭: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଟି୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ୨୯ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ବାରବାଡୋସର ବ୍ରିଜଟାଉନର କିଙ୍ଗଷ୍ଟନ୍ ଓଭାଲ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। କିନ୍ତୁ...