Tag Archives: hotel

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୁକ୍ତ…

Puri Rath Yatra: ରଥଯାତ୍ରା ସମୟରେ ହୋଟେଲ ଭଡା ୪ ଗୁଣା ବୃଦ୍ଧି; ଫୁଟପାଥ, ବେଳାଭୂମିରେ ରାତି ବିତାଇଲେ ଶ୍ରଦ୍ଧାଳୁ

ପୁରୀ,୧୮।୭: ପୁଣିଥରେ ବିଶ୍ୱ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ରଥଯାତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ଏକ ବିଶାଳ ସମାଗମ ହୋଇଛି। ଦେଶ ବିଦେଶରୁ ଆସୁଥିବା ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରି ଆଧ୍ୟାତ୍ମିକ ଆନନ୍ଦ ଅନୁଭବ କରୁଥିବା ବେଳେ, ଉପଯୁକ୍ତ ରହଣି…

ଦିଲ୍ଲୀ ଅଗ୍ନିକାଣ୍ଡ: ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି, ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ, ପ୍ରତ୍ୟେକ ପରିବାରକୁ ମିଳିବ…

ନୂଆଦିଲ୍ଲୀ,୩ା୬: ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ଏଥିରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ପ୍ରଧାନମନ୍ତ୍ରୀ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ପ୍ରତ୍ୟେକ ପରିବାରକୁ…

ପୁରୀର ଏକ ରିସର୍ଟରୁ ଗିରଫ ହେଲେ TMC ବିଧାୟକ

ପୁରୀ,୨୭ା୫: ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(TMC)ର ବରିଷ୍ଠ ନେତା ଦିଲ୍ଲୀପ ମଣ୍ଡଳଙ୍କୁ ଏସ୍‌ଟିଏଫ୍‌ ଦ୍ୱାରା ଗିରଫ ହୋଇଥିବା ନେଇ ସୂଚନା ମିଳିଛି । ପୁରୀର ବ୍ଲୁ ଲିଲି ରିସର୍ଟରୁ ଦିଲ୍ଲୀପଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଥିବା ନେଇ ଜଣାପଡ଼ିଛି।…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ ଥାନାକୁ ଆଣିଥିଲା, ଯାହା ପରେ ସେମାନଙ୍କୁ ଥାନା ପରିସରରେ ଥିବା ଏକ ମନ୍ଦିରରେ…

ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଆପଣଙ୍କ ବିଲରେ LPG ଦେୟ ଯୋଡୁଥିଲେ ତୁରନ୍ତ କରିପାରିବେ ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୩୦।୩: ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ, କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି, ସେମାନଙ୍କୁ ଗ୍ରାହକ ବିଲରେ ସ୍ବୟଂଚାଳିତ ଭାବରେ ଅତିରିକ୍ତ ଶୁଳ୍କ – ଯେପରିକି LPG ଚାର୍ଜ କିମ୍ବା…

ହିନ୍ଦୁ ଯୁବତୀଙ୍କୁ ମୁସଲମାନ ଯୁବକଙ୍କ ପ୍ରତାରଣା: ହୋଟେଲରେ ରଖି ଦେଉଥିଲେ ନିର୍ଯାତନା, ଶାରୀରିକ ସମ୍ପର୍କ ରଖିବା ସହ…

ଭୁବନେଶ୍ୱର,୯ା୩ (ତ୍ରିନାଥ ମହାନ୍ତି): ଜଣେ ହିନ୍ଦୁ ଯୁବତୀଙ୍କୁ ଜନୈକ ମୁସଲମାନ ଯୁବକ ପ୍ରେମ ପ୍ରତାରଣା କରିଛନ୍ତି। ଯୁବକ ଜଣକ ମୁସଲମାନ ବୋଲି ନ ଜଣାଇ ଯୁବତୀଙ୍କୁ ପ୍ରଥମେ ପ୍ରେମରେ ଫସାଇଥିଲେ। ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ଧର୍ମ…

ନୂଆପଡ଼ା ରୋଡ୍‌ରେ ହୋଟେଲ ଯାଞ୍ଚ

ନୂଆପଡ଼ା,୮ା୧୧(ମକାରୁ ବେମାଲ): ନୂଆପଡ଼ା ଓ ଖରିଆର ରୋଡ୍‌ରେ ଶନିବାର ବିଭିନ୍ନ ହୋଟେଲରେ ଯାଞ୍ଚ ଚାଲିଛି। ନିର୍ବାଚନ ପ୍ରଚାର ସରିବାକୁ ଗୋଟିଏ ଦିନ ବାକିଥିବାବେଳେ କଡ଼ାକଡ଼ି ଯାଞ୍ଚ ଚାଲିଛି। ଆୟକର ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଯାଞ୍ଚ ଚାଲିଛି। ସେହିପରି ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?