‘ଏହା କ୍ରିକେଟ୍ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍ ଚେଜ୍ କରିବା ପରେ ବି ରାଗିଗଲେ ହେଡ୍ କୋଚ୍ ଗମ୍ଭୀର…ଜାଣନ୍ତୁ କାରଣ
ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍ରେ ୪୦୬ ରନ୍ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟ ଟିମ୍ର ହେଡ କୋଚ୍ ଗୌତମ ଗମ୍ଭୀର।…

