ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜକୁ ନେଇ ଆସିଲା ବଡ଼ ଖବର: ଦଳରେ ଯୋଗଦେବେ ୩ ଖେଳାଳି
ନୂଆଦିଲ୍ଲୀ,୯।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ପ୍ରସ୍ତୁତିକୁ ମଜଭୁତ କରିବେ ତିନି ଯୁବ ବୋଲର। ଅର୍ଶଦୀପ ସିଂହ, ଆକିବ ନବି ଓ ଗୁରନୁର ବରାର ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ସହ ନ୍ୟୁଜିଲାଣ୍ଡରେ ରହିବେ। ଭାରତୀୟ…
ନ୍ୟୁଜିଲାଣ୍ଡ ମାଟିରେ ଇତିହାସ ରଚିଲେ ଗୁରନୁର: କଲେ ଏମିତି କାରନାମା
ୱେଲିଂଟନ,୭।୧୧: ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଛି ନ୍ୟୁଜିଲାଣ୍ଡ। ଶନିବାର ଖେଳାଯାଉଥିବା ଏହି ମ୍ୟାଚ୍ରେ ଭାରତ ଘରୋଇ ଦଳକୁ ମାତ୍ର ୧୩୪ ରନ୍ରେ ଅଲଆଉଟ କରିଦେଇଛି। ନ୍ୟୁଜିଲାଣ୍ଡ ଦଳ ୪୧ ଓଭରରେ ସମସ୍ତ ଉଇକେଟ…
କମାଲ୍ କଲେ ଗୁରନୁର: ଗୋଟିଏ ଓଭରରେ ଦେଲେ ଡବଲ ଝଟକା, ଚାପରେ ନ୍ୟୁଜିଲାଣ୍ଡ
ୱେଲିଂଟନ,୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଅଧିନାୟକ ଶୁଭମନ ଗିଲ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ସଠିକ ପ୍ରମାଣିତ…
ନ୍ୟୁଜିଲାଣ୍ଡରେ ଗୌତମ ଗମ୍ଭୀରଙ୍କ ‘ବୁଲେଟପ୍ରୁଫ’ ପ୍ଲାନ୍ ସଫଳ: ସମାଲୋଚକଙ୍କୁ କଡ଼ା ଜବାବ
ନୂଆଦିଲ୍ଲୀ,୭।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ଭାରତୀୟ ଦଳର ଯୁବ ପେସ ବୋଲରଙ୍କ ଦମ୍ଦାର ପ୍ରଦର୍ଶନ ଏବେ ଚର୍ଚ୍ଚାରେ। ଟିମ ମ୍ୟାନେଜମେଣ୍ଟର ନୂଆ ରଣନୀତି ଯୋଗୁ ଅଭିଜ୍ଞ ବୋଲର ମହମ୍ମଦ ସିରାଜଙ୍କୁ ପ୍ରଥମ ଦୁଇଟି ଦିନିକିଆରେ ସୁଯୋଗ ମିଳିନାହିଁ। ତାଙ୍କ ସ୍ଥାନରେ…
ଅଦ୍ଭୁତ କ୍ୟାଚ୍ ଧରି ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି: ନ୍ୟୁଜିଲାଣ୍ଡ ମାଟିରେ କଲେ ଏମିତି କାରନାମା
ନୂଆଦିଲ୍ଲୀ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମୁକାବିଲା ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।…
ଅର୍ଶଦୀପଙ୍କ ଚମତ୍କାର ବୋଲିଂ: ୧୮୫ ରନ୍ରେ ଅଲଆଉଟ୍ ନ୍ୟୁଜିଲାଣ୍ଡ
ଅକଲାଣ୍ଡ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଛି। ଅକଲାଣ୍ଡରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ୪୦.୨ ଓଭରରେ ମାତ୍ର ୧୮୫ ରନ କରି ଅଲଆଉଟ ହୋଇଯାଇଛି। ଦଳର କୌଣସି ବ୍ୟାଟର୍ ଅର୍ଦ୍ଧଶତକ…

