ଠାକୁର ମଦନମୋହନ ସ୍ବାମୀଙ୍କ ସମ୍ପତ୍ତି ସୁରକ୍ଷାରେ ଐତିହାସିକ ବିଜୟ, ମନ୍ଦିର କମିଟିକୁ ଫେରିଲା ଜବରଦଖଲ ଜମି
ଗଞ୍ଜାମ,୨୮ା୧୧(ବିଦ୍ୟାଧର ସାହୁ): ଦୀର୍ଘ ୫୦ ବର୍ଷର ଆଇନଗତ ଲଢ଼େଇ ପରେ ଗଞ୍ଜାମ ସହରର ବ୍ରାହ୍ମଣ ଢମଣା ସାହିସ୍ଥିତ ମହାପ୍ରଭୁ ଶ୍ରୀ ମଦନମୋହନ ସ୍ବାମୀଙ୍କ ୬୦୦ ଡେସିମିଲି (ତିନି ଭରଣ) ଜବରଦଖଲ ଜମି ପୁଣିଥରେ ମନ୍ଦିର କମିଟିକୁ ଫେରିଛି। ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର…

