Tag Archives: ganjam

‘ମା’ଙ୍କ ନାଁରେ ଗଛଟିଏ’: ରାମଜୀ ମହାବିଦ୍ୟାଳୟରେ…

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଅଧିନସ୍ଥ ଭିଷ୍ମଗିରୀ ରାମଜୀ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ବନମହୋତ୍ସବ ସପ୍ତାହ ପାଳିତ ହୋଇଛି। ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ସଭାପତିତ୍ୱରେ ଆୟୋଜିତ ଚାରାରୋପଣ ସଚେତନତା ସଭାରେ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଜେନାମଣି…

ଅବଶିଷ୍ଟ ଜୀବନ ସୁଖ ସମୃଦ୍ଧିରେ କଟୁ; ଏଭଳି କାମନା କରି ପ୍ରଧାନଶିକ୍ଷକଙ୍କୁ…

ଦିଗପହଣ୍ଡି,୨ା୭(ଅଶେଷ ନାଥ ମିଶ୍ର: ଦିଗପହଣ୍ଡି ବ୍ଲକ ଆଙ୍କୋରଡା କ୍ଲଷ୍ଟର କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୀବନ ନନ୍ଦ ଅବସର ଗ୍ରହଣ କରିଛନ୍ତି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁନୀତା ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି…

ମନ ଜିଣିଲା ‘ମଝି ନଈରେ ମୋ ଜୀବନ ଡଙ୍ଗା’ ନାଟକ, କଳାକାରଙ୍କ ଅଭିନୟ ଦେଖି…

ଦିଗପହଣ୍ଡି,୨ା୭(ଅଶେଷ ନାଥ ମିଶ୍ର): ଶ୍ରୀଗୁଣ୍ଡିଚା ଯାତ୍ରା ଉପଲକ୍ଷେ ସାମାଜିକ ନାଟକ ‘ମଝି ନଇରେ ମୋ ଜୀବନ ଡଙ୍ଗା’ ଦିଗପହଣ୍ଡି ବ୍ଲକ ଭ୍ରମରପୁର ବଡ଼ଦାଣ୍ଡ ବ୍ରାହ୍ମଣ ସାହିରେ ମଞ୍ଚସ୍ଥ ହୋଇଛି। ଗ୍ରାମର ଶ୍ରୀ ଗୋପୀନାଥ ମନ୍ଦିର ପରିଚାଳନା କମିଟି ସଭାପତି ସୁଶାନ୍ତ ଷଡଙ୍ଗୀଙ୍କ…

୨ ପରିବାର ମଧ୍ୟରେ ସଂଘର୍ଷ: ଜେଲ୍‌ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୨ ନଂ. ୱାର୍ଡ ଅନ୍ତର୍ଗତ ସାହାଣୀ ସାହିର ୨ ପରିବାର ମଧ୍ୟରେ ଗତ ଶନିବାର ସନ୍ଧ୍ୟାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଆକ୍ରମଣ ଓ ପ୍ରତି ଆକ୍ରମଣ ଘଟଣା ଘଟିଥିଲା। ସଂଘର୍ଷରେ ଉଭୟ ପରିବାରର…

ଗଞ୍ଜାମରେ ପୁଣି ଚାଞ୍ଚଲ୍ୟ: ଗେଷ୍ଟ ହାଉସ୍‌କୁ ପ୍ରେମିକାଙ୍କୁ ଆଣିି ଛୁରୀ ଭୂଷି ହତ୍ୟା, ଥାନାରେ ଆତ୍ମସମର୍ପଣ କରି…

ବ୍ରହ୍ମପୁର, ୧।୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଆଇନଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାକୁ ଜାତୀୟସ୍ତରରେ ନିନ୍ଦା କରାଯାଉଛି। ନାବାଳିକା ବଳାତ୍କାର ଘଟଣା ଦିନକୁ ଦିନ ବଢୁଛି। ସେହି ଅନୁପାତରେ ଗତ ୪ ଦିନ ମଧ୍ୟରେ…

ରଥ ଚକା ମାଡ଼ିଗଲା, ଭଂଜନଗରରେ ମହିଳା ଗୁରୁତର

ଭଞ୍ଜନଗର,୨୭।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ରଥ ସାହିରେ ପାଳିତ ହେଉଥିବା ରଥଯାତ୍ରାରେ ରଥ ଟାଣିବା ସମୟରେ ଶୁକ୍ରବାର ରାତି ପ୍ରାୟ ୯ ଟା ସମୟରେ ଅଘଟଣ ଘଟିଛି। ରଥ ଚକା ମାଡିଯିବାରୁ ଜଣେ ମହିଳାଙ୍କ ପାଦରେ ପ୍ରବଳ ଆଘାତ ଲାଗିଛି। ତାଙ୍କୁ…

ଗଞ୍ଜାମରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ; ବାମ, ଗଣତାନ୍ତ୍ରିକ ରାଜନୈତିକ ଦଳ ପକ୍ଷରୁ ଧାରଣା

ଛତ୍ରପୁର, ୨୬।୬(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହା ବିରୁଦ୍ଧରେ ବାମ, ଗଣତାନ୍ତ୍ରିକ ରାଜନୈତିକ ଦଳ ତରଫରୁ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏଥିସହ ଅପରାଧ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ…

ଫାର୍ମହାଉସ୍‌ରେ ଖଣ୍ଡା ପିସ୍ତଲ ଦେଖାଇ ବଟି ମାଗି ହତ୍ୟା ଧମକ ଦେଇଥିଲେ, ୪ଙ୍କୁ କୋର୍ଟ ଚାଲାଣ କଲା…

ଗୋପାଳପୁର,୨୫ା୬(ନବୀନ ରାଜ ଆଚାରୀ)-ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା ନିକଟସ୍ଥ ମହୁରୀଗଡ଼ରେ ଥିବା ଏକ ଫାର୍ମ ହାଉସରେ ବଟି ପାଇଁ ଖଣ୍ଡା ପିସ୍ତଲ ଦେଖାଇ ଭୟଭୀତ କରିବା ଓ ହତ୍ୟା ଧମକ ଦେବା ଘଟଣାରେ ପୋଲିସ ବୁଧବାର ୪ ଯୁବକଙ୍କୁ ଗିରଫ ପରେ…

ଦିଗପହଣ୍ଡିରେ ଜବରଦଖଲ ଉଚ୍ଛେଦରେ ପାତରଅନ୍ତର; ଭ୍ରମରପୁର ଗ୍ରାମରେ ଚାପା ଉତ୍ତେଜନା

ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭ୍ରମରପୁର ଗ୍ରାମ ବଡଦାଣ୍ଡର ସର୍ବସାଧାରଣଙ୍କ ଯାତାୟାତ ରାସ୍ତାକୁ କିଛି ବ୍ୟକ୍ତି ଜବରଦଖଲ କରି ନିଜ ଅକ୍ତିଆରରେ ରଖିଥିବା ବେଳେ ମଙ୍ଗଳବାର ଦିଗପହଣ୍ଡି ତହସିଲ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା।…

ଜୀବନରୁ ମାରିଦେବି କହି ଡିଟୋନେଟର ଖଞ୍ଜିଥିଲେ, ଶୋଇଥିବା ବେଳେ ହେଲା ବିସ୍ଫୋରଣ, ତା ପରେ…

ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଇ. ମୁନା ଦୋରାଙ୍କ ଘରକୁ ଡିଟୋନେଟର ସାହାଯ୍ୟରେ ବିସ୍ଫୋରଣ ଘଟାଇ ତାଙ୍କ ସପରିବାରକୁ ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ ଗୁରୁବାର ଅଭିଯୁକ୍ତ ଯୁବକଙ୍କୁ…

ଭଞ୍ଜନଗରରେ ଏଡିପିଆର୍‌ଓଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଭଞ୍ଜନଗର,୨୫।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ (ଏଡିପିଆର୍‌ଓ) ଗୌରୀ ଶଙ୍କର ଶତପଥୀ ଚଳିତ ମାସରେ ସରକାରୀ ଚାକିରିରୁ ଅବସର ନେବେ। ଏହାପୂର୍ବରୁ ଭଞ୍ଜନଗର ପ୍ରେସ କ୍ଲବ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ…

‘ନିଶା ନୁହେଁ, ଜୀବନକୁ ବାଛ’, ଶୁନ ଦୁର୍ଘଟଣା ଅଭିଯାନରେ ସାମିଲ ହେଲେ …

ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ବୁଧବାର ଶୁନ ଦୁର୍ଘଟଣା ଦିବସ ଅଭିଯାନ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଭିଯାନରେ ଶତାଧିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri