Tag Archives: ganjam

ଘରୁ କେଉଁଆଡେ ଚାଲିଯାଇଥିଲେ ପୁଅ: ଖବର ମିଳିଲା ବିଲରେ ପଡ଼ିଛି….

ବେଲଗୁଣ୍ଠା,୨୨।୧୧: ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲ୍ଳକ ପାଇଲିପ ପଞ୍ଚାୟତ କେ ନୂଆଁଗଡ଼ ଗ୍ରାମର ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏନେଇ କେ ନୂଆଁଗଡ଼ ଗ୍ରାମର ସୁଦାମ ସେଠୀ ଗାଙ୍ଗପୁର ଥାନାରେ ଏତାଲା ଦେଇଛନ୍ତି ।…

ଭାରତୀୟ ସାଂସ୍କୃତିକ ସହଯୋଗ-ମୈତ୍ରୀ ସମିତିର ସମ୍ପାଦକ ହେଲେ ହରପ୍ରସାଦ

ଦିଗପହଣ୍ଡି, ୨୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି। ସୁନ୍ଦରଗଡ଼…

ଜଗାଦର୍ଶନ ସାରି ଫେରୁଥିଲେ ହଠାତ୍‌ ଟ୍ରେନ୍‌ଭିତରେ ଛାତିରେ ହେଲା ଯନ୍ତ୍ରଣା , ଟଳିପଡିଲେ…

ଗଞ୍ଜାମ,୧୯।୨୫: ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତର ମାଳି ଜଗନ୍ନାଥପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ହରିବନ୍ଧୁ ରାଓ (୫୫) ମଙ୍ଗଳବାର ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଟ୍ରେନ ଯୋଗେ ଫେରୁଥିବା ବେଳେ ଅଧା ରାସ୍ତାରେ ତାଙ୍କର ମୃତ୍ୟୁ…

ପଛୁଆବର୍ଗର ଲୋକଙ୍କୁ ବିକଶିିତ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ: ମନ୍ତ୍ରୀ

ପୁୁରୁଷୋତ୍ତମପୁର,୧୫ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରାଣି ଚିକିତ୍ସା ଅଧିକାରୀ ଡା.ମନୋଜ ଶତପଥୀଙ୍କ ପୌରହିତ୍ୟରେ ହୋଇଥିବା ଏହି କାର୍ଯ୍ୟକମରେ ମୁଖ୍ୟଅତିଥି ଭାବେ ମତ୍ସ୍ୟ ଓ ପ୍ରଣିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ…

ନୂଆପଡ଼ାରେ ଫୁଟିଲା ପଦ୍ମ: ଖୁସିରେ ବିଜୟ ଉତ୍ସବ ପାଳିଲେ ଗଞ୍ଜାମ ଏନ୍‌ଏସି ଭାଜପା ନେତୃବୃନ୍ଦ

ଗଞ୍ଜାମ,୧୪।୧୧(ବିଦ୍ୟାଧର ସାହୁ): ନୂଆପଡା ଉପ ନିର୍ବାଚନରେ ଭାଜପା ପାର୍ଥୀ ଜୟ ଢୋଲକିଆଙ୍କ ବିପୁଳ ଭୋଟରେ ବିଜୟ ହାସଲ କରିଛନ୍ତି। ଏହି ଅବସରରେ ଗଞ୍ଜାମ ଏନଏସି ଭାଜପା ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଦଳୀୟ ପତାକା ଧରି ଖୁସି ମନାଇବା ସହ ବାଣ ଫୁଟାଇ…

ଦିଗପହଣ୍ଡି ମୁଖ୍ୟରାସ୍ତା ଶୋଚନୀୟ: ଉଠି ଗଲାଣି ପିଚୁ,କର୍ତ୍ତୃପକ୍ଷଙ୍କ ନିଘା ନାହିଁ

ଦିଗପହଣ୍ଡି,୧୩ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଲାଇଫ ଲାଇନ୍‌ ଭାବେ ପରିଚିତ ବ୍ରହ୍ମପୁର-ଦିଗପହଣ୍ଡି ୧୭ ନଂ. ରାଜ୍ୟ ରାଜପଥର ଅନେକ ସ୍ଥାନରେ ପିଚୁ ଗୋଡ଼ି ଉଠି ଗଲାଣି। ବିଶେଷକରି ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ଠାରୁ ପୁଞ୍ଜିକଂୟା ଛକ ମୁଖ୍ୟରାସ୍ତା ଅବସ୍ଥା ଖରାପ…

କଲେଜ୍ ଛାତ୍ରୀ ଅପହରଣ ପରେ ବଳାତ୍କାର ମାମଲା: ୩ ମାସ ପରେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା କଲେଜ୍ ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଫେରାର ଥିବା ଯୁବକକୁ ରବିବାର ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଧରାକୋଟ ରାଜକୁମାରୀ

ଧରାକୋଟ,୭।୧୧: ଧରାକୋଟର ରାଜକୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ବର୍ତ୍ତମାନ ଧରାକୋଟ ବ୍ଲକ ଚେୟାରମ୍ୟାନ୍‌ ଭାବେ କାର୍ଯ୍ୟ କରୁଛନ୍ତି। ରାଜମାତା ସାହେବ ନନ୍ଦିନୀ ଦେବୀ, ରାଜା ସାହେବ କିଶୋର ଚନ୍ଦ୍ର ସିଂ ଦେଓଙ୍କ ବଡ଼ ଝିଅ,…

କାର୍ତ୍ତିକ ପୂର୍ଣ୍ଣମୀ ଲାଗି ଚଳଚଞ୍ଚଳ ପ୍ରୟୋଗି: ଏ ଆଖି କାନ୍ଦୁଛି ତୋରି ପାଇଁ ଦେଖିବାକୁ …

ଗଞ୍ଜାମ,୭।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପ୍ରୟୋଗି ଗ୍ରାମସ୍ଥିତ ବାବା ଅଳେଶ୍ୱର ଶୈବ ପୀଠରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ଏ ଆଖି କାନ୍ଦୁଛି ତୋରି ପାଇଁ ନାଟକ ମଞ୍ଚସ୍ତ ହୋଇଛି। ୪ ଗ୍ରାମ୍ୟ କମିଟି ସଭାପତି ଅଶୋକ କୁମାର ଦଳାଇ,ସମ୍ପାଦକ…

ଠିକା କାମକୁ ନେଇ ଦିଗପହଣ୍ଡିରେ ଗୋଷ୍ଠୀ ସଂଘର୍ଷ, ସରପଞ୍ଚଙ୍କ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ, ୫ ଆହତ…

ଦିଗପହଣ୍ଡି,୫ା୧୧(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ଠିକା କାମକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ବିବାଦ ଏବେ ହିଂସାକାଣ୍ଡରେ ପରିଣତ ହୋଇଛି। ବୁଧବାର ଦୁଇ…

ବିଶ୍ଵପ୍ରସିଦ୍ଧ ଡେରା ବେଶରେ ଉତ୍ସବମୁଖର ବଡକୋଦଣ୍ଡା

ଭଞ୍ଜନଗର,୫।୧୧(ବାବୁଲା ପ୍ରଧାନ)- କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବୁଧବାର ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଶୈବ ପୀଠ ଗୁଡ଼ିକରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଭଞ୍ଜନଗର ବେଲେଶ୍ୱର ପୀଠ ଏବଂ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନରେ ଆଜି ଅସମ୍ଭାଳ ଭିଡ ଥିଲା। ଏଥିସହ…

ଘରଠାରୁ ୫ ଶହ ମିଟର ଦୂରରେ  ଚାହିଁ  ରହିଥିଲା ମୃତ୍ୟୁ:  ଚାଲିଗଲା ଯୁବକଙ୍କ ଜୀବନ

ଭଞ୍ଜନଗର,୪।୧୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର କୁଲାଡ ଉପର ବାଗ୍‌ଦେବୀ ମନ୍ଦିର ସମ୍ମୁଖରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବାଇକ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ କୁଲାଡର ଶଙ୍କର ମହାରଣା (୪୦) ମୃତ୍ୟୁବରଣ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?