ଦିଗପହଣ୍ଡିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ, ଚଳଚଞ୍ଚଳ ଅଞ୍ଚଳ କଲୋନୀ
ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ନିଳାଦ୍ରୀ ବିହାର ପ୍ରଥମ ଲେନରେ ପ୍ରତିବର୍ଷ ଭଳି ଚଳିତବର୍ଷ ଧର୍ମୀୟ ଭାବନା, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ଶନିବାର ଠାରୁ ଶୁଭାରମ୍ଭ ହୋଇଛି…
ଗଜଲକ୍ଷ୍ମୀ ପୂଜାରେ ମଞ୍ଚସ୍ଥ ହେଲା ‘ଶଶୀରେଖା ହରଣ’ ନାଟକ, କାହାଣୀଙ୍କୁ ଜୀବନ୍ତ କରି କଳାକାର…
କର୍ଲାମୁଣ୍ଡା,୨୫ା୧୦(ପ୍ରଦୀପ କୁମାର ସାହୁ): ଗଜଲକ୍ଷ୍ମୀ ପୂଜା ଅବସରରେ ଶନିବାର କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ଧରଣିପଡ଼ାଠାରେ ଖମ୍ବେଶ୍ୱରୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ‘ଶଶୀରେଖା ହରଣ’ ନାଟକ ମଞ୍ଚସ୍ଥ ହୋଇଥିଲା। ଏଥିରେ ଅନୁଷ୍ଠାନର ଝିଅପୁଅ କଳାକାରମାନେ ନିଜର ଅଭିନୟ ମାଧ୍ୟମରେ…
ମା’ ଗଜଲକ୍ଷ୍ମୀଙ୍କୁ ବିଦାୟ ଦେଲେ ଗଞ୍ଜାମ ସହରବାସୀ, ଶୋଭାଯାତ୍ରାରେ…
ଗଞ୍ଜାମ,୧୨।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାରଠାରେ ମହା ଆଡମ୍ବରରେ ଚାଲିଥିବା ମା’ ଗଜଲକ୍ଷ୍ମୀଙ୍କୁ ମେଲାଣି ପରେ ରବିବାର ବିଦାୟ ଦିଆଯାଇଛି। ୭ ଦିନ ମା’ ଅସ୍ଥାୟୀ ମଣ୍ଡପରେ ପୂଜା ପାଇବା ପରେ ମା’ ବିଦାୟ ନେଇଛନ୍ତି। ଏହି ଅବସରେ ମା’ଙ୍କ…
ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ପାଇଁ ୩୮ଟି ପୂଜା ମଣ୍ଡପକୁ ୫୦ ହଜାର ଟଙ୍କା ଲେଖାଏ ସହାୟତା
ଢେଙ୍କାନାଳ,୨୪।୯: ଓଡ଼ିଶା ସରକାର ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ପାଇଁ ୩୮ଟି ପୂଜା ମଣ୍ଡପକୁ ପ୍ରତ୍ୟେକ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମୋଟ ୧୯ ଲକ୍ଷ ଟଙ୍କା ଏହି…

