ଫ୍ଲୋର ଟେଷ୍ଟ ପୂର୍ବରୁ AIADMK ଦୁଇଟି ଗୋଷ୍ଠୀରେ ବିଭକ୍ତ, ଗୋଟିଏ ବିଜୟଙ୍କ TVK କୁ କରିବ ସମର୍ଥନ ଚେନ୍ନାଇ,୧୨।୫: ତାମିଲନାଡୁ ରାଜନୀତିରେ ଏକ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି। AIADMK ଭିତରେ ଚାଲିଥିବା ଆଭ୍ୟନ୍ତରୀଣ କନ୍ଦଳ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇଛି। ସୂତ୍ର ଅନୁସାରେ, ଦଳ ଦୁଇଟି ଗୋଷ୍ଠୀରେ ବିଭକ୍ତ ହେଉଥିବା ପରି ମନେ ହେଉଛି। AIADMK…