ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଏଲନ ମସ୍କ, ଜବାବରେ ମୋଦି କହିଲେ…
ଓ୍ବାଶିଂଟନ,୮ା୬: ଆମେରିକାର ଶିଳ୍ପପତି ଏଲନ ମସ୍କ ଭାରତ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ଐତିହାସିକ ବିଜୟରେ ଅଭିନନ୍ଦନ ଜଣାଇବା ସହ ଭାରତରେ ତାଙ୍କ କମ୍ପାନୀଗୁଡିକ ଦ୍ୱାରା ‘ରୋମାଞ୍ଚକର କାର୍ଯ୍ୟ’ କରିବାକୁ ସେ ଅପେକ୍ଷା କରିଥିବା କହିଛନ୍ତି। ଏହାର ଜବାବ ଦେଇ ମୋଦି କହିଛନ୍ତି,…
ଏଲନ ମସ୍କଙ୍କ ଚାଞ୍ଚଲ୍ୟକର ମନ୍ତବ୍ୟ: ୟୁକ୍ରେନ ବିପକ୍ଷ ଯୁଦ୍ଧରେ ପଛକୁ ହଟିଲେ ପୁଟିନଙ୍କୁ କରାଯିବ ହତ୍ୟା
କାଲିଫର୍ନିଆ,୧୪।୨: ରୁଷିଆ-ୟୁକ୍ରେନ ଯୁଦ୍ଧର ବର୍ତ୍ତମାନ ପ୍ରାୟ ଦୁଇ ବର୍ଷ ବିତିଗଲାଣି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟରେ ହୋଇଥିବା ଏକ ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ସ୍ପଷ୍ଟ ଭାବରେ କହିଛନ୍ତି, ରୁଷିଆ ୟୁକ୍ରେନ ଯୁଦ୍ଧରୁ ଆଉ ପଛକୁ ଫେରିପାରିବ…
ନିଜ ଫୋନ ନମ୍ବର ବନ୍ଦ କରିବାକୁ ଘୋଷଣା କଲେ ଏଲନ ମସ୍କ, ଏବେ ଏହି ମାଧ୍ୟମରେ କରିବେ କଲ୍, ମେସେଜ୍
ନୁୟର୍କ,୧୦।୨: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଖୁବ୍ଶୀଘ୍ର ତାଙ୍କ ଫୋନ ନମ୍ବରକୁ ବନ୍ଦ ପାଇବାକୁ ଯାଉଛନ୍ତି। ସେ ନିଜେ ତାଙ୍କ ଫୋନ ନମ୍ବର ବନ୍ଦ କରିବାକୁ ଘୋଷଣା କରିଛନ୍ତି। ମସ୍କ କହିଛନ୍ତି ଯେ, ବର୍ତ୍ତମାନ ସେ ଫୋନ ନମ୍ବର…
ଫେସ୍ବୁକ୍-ଇନ୍ଷ୍ଟାଗ୍ରାମର ପୋଲ୍ ଖୋଲିଦେଲେ ଏଲନ ମସ୍କ
କାଲିଫର୍ନିଆ,୪।୧୨: ଏକ୍ସ ସିଇଓ ଏଲନ ମସ୍କ ଏକ୍ସରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ଏଲନ ମସ୍କ ମେଟାର ଫେସବୁକ ଏବଂ ଇନଷ୍ଟାଗ୍ରାମ ତୁଳନାରେ ଏକ୍ସର ଅର୍ଗାନିକ୍ ଟ୍ରାଫିକ ଅଧିକ ବୋଲି କହିଛନ୍ତି। ଏହି ଦୁଇଟି ପ୍ଲାଟଫର୍ମରେ ଟ୍ରାଫିକ…
ଭାରତରେ ୨ ବିଲିୟନ ଡଲାର ନିବେଶ କରିବେ ଏଲନ ମସ୍କ
ନୂଆଦିଲ୍ଲୀ,୨୧।୧୧: ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରୁଥିବା କମ୍ପାନୀ ଟେସଲା ସହିତ ବଡ଼ ଚୁକ୍ତି କରିବାର ନିକଟତର ହୋଇଛନ୍ତି। ଏହି ଚୁକ୍ତି ଅନୁଯାୟୀ ଟେସଲା ଭାରତକୁ ଏହାର କାର୍ ଆମଦାନୀ କରିବାକୁ ଅନୁମତି ପାଇବ…
ଏଲନ ମସ୍କଙ୍କ ବିରୋଧରେ ଅଭିଯୋଗ
ଓ୍ବାଶିଂଟନ,୧୮।୧୧: ହ୍ବାଇଟ ହାଉସ ଶୁକ୍ରବାର ଏକ ବିବୃତ୍ତି ଜାରି କରି ଏଲନ ମସ୍କଙ୍କ ମନ୍ତବ୍ୟକୁ ନିନ୍ଦା କରିଛି ଯେଉଁଥିରେ ମସ୍କ ବିରୋଧୀ ଥିଓରୀକୁ ଏକ ଷଡଯନ୍ତ୍ର ବୋଲି ବିବେଚନା କରିଛି। ହ୍ବାଇଟ ହାଉସ କହିଛି ଯେ ଏଲୋନ ମସ୍କ ବିରୋଧୀ ଘୃଣାକୁ…
ଗାଜାକୁ ସହଯୋଗ କରିବା ପାଇଁ ଆଗେଇ ଆସିଲେ ଏଲନ୍
ନ୍ୟୁୟର୍କ,୨୮ା୧୦: ଇସ୍ରାଏଲ-ହମାସ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବାରୁ ଗାଜାରେ ଅନେକ କ୍ଷତି ଘଟିଛି। ତେବେ ଗାଜାକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଏଲନ୍ ମସ୍କ ଆଗେଇ ଆସିଛନ୍ତି। ଶନିବାର ଏଲନ୍ କହିଛନ୍ତି, ତାଙ୍କ କମ୍ପାନୀ ଷ୍ଟାର୍ ଲିଙ୍କ୍ ଗାଜାରେ ଅନ୍ତର୍ଜାତୀୟ…
Archives


