କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍ ଉପରେ ପଡୁଛି ଘୋର ପ୍ରଭାବ
ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ ୍ଆସିବା ବନ୍ଦ ହୋଇଛି। ବସ୍ଗୁଡ଼ିକ ଚକାପାଦ ଦେଇ କନ୍ଧମାଳ ଜିଲାକୁ ଆସୁଥିବାରୁ ୫୦…

