ଏଇ ଭାରତରେ ଇଚ୍ଛାଶକ୍ତି ଓ ନିଷ୍ଠାପର ପ୍ରୟାସରେ ସଫଳତା ଆପେ ଆପେ ଆସେ, ଯାହା ପ୍ରମାଣ କରିଛନ୍ତି ଜଣେ ଦିବ୍ୟାଙ୍ଗ। ଡି. ଇନ୍ଦ୍ରା ଚାଲିପାରନ୍ତି ନାହିଁ, କିନ୍ତୁ ହ୍ବିଲ ଚେୟାରରେ ବସି ସବୁକିଛି ପରିଚାଳନା କରୁଛନ୍ତି। ରହୁଛନ୍ତି ତାମିଲନାଡୁର ସିରୁନାଲୁର୍ ଗଁାରେ। ସେ...