Tag Archives: Drone

ଶ୍ରୀମନ୍ଦିର ଉପରେ ଉଡ଼ାଉଥିଲେ ଡ୍ରୋନ୍‌, ଅଭିଯୁକ୍ତଙ୍କୁ ପୋଲିସ କାବୁ କରି…

ପୁରୀ,୨୨ା୧(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାରେ ବାରମ୍ବାର ତ୍ରୁଟି ଦେଖିବାକୁ ମିଳୁଛି। କିଛି ଦିନ ବ୍ୟବଧାନରେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଡ୍ରୋନ୍‌ ଉଡୁଥିବା ଦେଖିବାକୁ ମିଳୁଛି। ତେବେ ପୋଲିସ ଉକ୍ତ ଡ୍ରୋନ୍‌ ଜବତ କରିବା ସହ ଡ୍ରୋନ୍‌ ଚଳାଉଥିବା ବ୍ୟକ୍ତିଙ୍କୁ କାବୁ କରିଛନ୍ତି।…

କାବା ଉପରେ କାହିଁକି ଉଡ଼େନି ଡ୍ରୋନ୍‌ କି ବିମାନ, ପ୍ରକୃତ କାରଣ ଜାଣିଲେ…

ଆକାଶରେ ଯାତ୍ରୀବାହୀ ବିମାନ, ଯୁଦ୍ଧ ବିମାନ ଏବଂ ଡ୍ରୋନ୍‌ ଚଳାଚଳ କରୁଥିବାର ଦେଖିଥିବେ। ବିଶ୍ୱରେ ଏପରି ଅନେକ ସ୍ଥାନ ଅଛି, ଯେଉଁଠାରେ କୌଣସି ବିମାନ କିମ୍ବା ଡ୍ରୋନ୍‌ ଉଡ଼ିବାକୁ ଅନୁମତି ନାହିଁ। ଏହି ସ୍ଥାନ ମଧ୍ୟରେ ସାଉଦିଆରବ ସହର ମକ୍କା ଏବଂ…

କାଙ୍ଗାଳ ପାକିସ୍ତାନ ଫାଇଟର ଜେଟ, ବୋମା, ଡ୍ରୋନ କିଣିବାକୁ କେଉଁଠୁ ଆଣୁଛି ଟଙ୍କା? ଜାଣନ୍ତୁ ଏହା ପଛର ସତ୍ୟତା..

ଇସଲାମାବାଦ,୧୨।୫: ପାକିସ୍ତାନରେ ଏବେ ଲୋକମାନେ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଛନ୍ତି। ଦେଶ ଚଳାଇବା ପାଇଁ ସରକାରଙ୍କୁ ବାରମ୍ବାର ହାତରେ ପାତ୍ର ଧରି ସାରା ବିଶ୍ୱ ବୁଲିବାକୁ ପଡୁଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ପାକିସ୍ତାନ, ଯାହା ନିଜ ଲୋକଙ୍କ ଭୋକ…

ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଡ୍ରୋନ୍‌

ମହାକାଳପଡ଼ା,୧୦ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ଭାରତ- ପାକ୍‌ ଉତ୍ତେଜନା ପରିପ୍ରେକ୍ଷୀରେ ଦେଶ ସାରା ସମ୍ବେଦନଶୀଳ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ହେଲେ ଶୁକ୍ରବାର ଅପରାହ୍ନରେ ବଙ୍ଗୋପସାଗର କୂଳରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସୁନିତି ଗୋଚ୍ଛାୟତପଡ଼ାର ମତ୍ସ୍ୟଜୀବୀ ଶ୍ରୀମନ୍ତ ଗୋଚ୍ଛାୟତ(୪୦)…

ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ, ପରିକ୍ରମା ମାର୍ଗରେ ଉଡ଼ିଲା ଡ୍ରୋନ୍

ପୁରୀ,୨୭।୫: ପୁଣିଥରେ ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ସୁରକ୍ଷା ପାଇଁ ପ୍ରଶସ୍ତ ପରିକ୍ରମା ମାର୍ଗ ଉପରେ ଉଡ଼ୁଛି ଡ୍ରୋନ୍। ଯାହାକୁ ନେଇ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ପରିସର କିମ୍ବା ଏହା ନିକଟସ୍ଥ ନିଷିଦ୍ଧାଞ୍ଚଳ ଉପରେ ଡ୍ରୋନ୍…

ପୁଣି ଏକ ନୂଆ ସ୍ବପ୍ନ ଦେଖାଇଲେ ନିତିନ ଗଡକରୀ

ନୂଆଦିଲ୍ଲୀ,୧୪।୧: ଦେଶକୁ ଉତ୍କୃଷ୍ଟ ରାଜପଥ ଏବଂ ଏକ୍ସପ୍ରେସୱେ ଦେଇଥିବା କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ବର୍ତ୍ତମାନ ଜନସାଧାରଣଙ୍କୁ ଏକ ନୂଆ ସ୍ବପ୍ନ ଦେଖାଇଛନ୍ତି। ଭବିଷ୍ୟତରେ ଲୋକଙ୍କୁ ଡ୍ରୋନ ଦେଇ ଯାତ୍ରା କରୁଥିବା ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ସେ ଡ୍ରୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?