Tag Archives: donald trump

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରପତିଙ୍କ ଉପରେ ୩ ବର୍ଷରେ ହେଲାଣି ୩ ଥର ଆକ୍ରମଣ

ଓ୍ବାଶିଂଟନ,୨୬।୪: ଶନିବାର ରାତିରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସ ଆସୋସିଏସନ ରାତ୍ରୀଭୋଜନରେ ଯୋଗଦେବାକୁ ଆସିଥିଲେ। କାର୍ଯ୍ୟକ୍ରମଟି ୱାଶିଂଟନ, ଡି.ସି.ର ହିଲ୍ଟନ ହୋଟେଲର ଏକ ଅଂଶରେ ଅନୁଷ୍ଠିତ ହେଉଥିଲା। କାର୍ଯ୍ୟଧାରା ସମୟରେ, ଜଣେ ବ୍ୟକ୍ତି ଏକ ସୁରକ୍ଷା ଚେକପୋଷ୍ଟ…

ଆମେରିକାରେ ଆଉ ମିଳିବନାହିଁ ଚାକିରି, ଆଗତ ହେଲା ଏମିତି ବିଲ୍‌

ଓ୍ବାଶିଂଟନ,୨୫ା୪: ଆମେରିକାର ରିପବ୍ଲିକାନ ସାଂସଦଙ୍କ ଏକ ଗ୍ରୁପ୍‌ H-1B ଭିଜା କାର୍ଯ୍ୟକ୍ରମକୁ ତିନି ବର୍ଷ ପାଇଁ ସ୍ଥଗିତ ରଖିବା ପାଇଁ କଂଗ୍ରେସ(ସଂସଦ)ରେ ଏକ ବିଲ୍‌ ଆଗତ କରିଛନ୍ତି। ସେମାନେ ଯୁକ୍ତି ରଖିଛନ୍ତି ଯେ, ଆମେରିକୀୟ କର୍ମଚାରୀଙ୍କୁ ଶସ୍ତା ବିଦେଶୀ କର୍ମଚାରୀଙ୍କ ସହିତ…

ସୀମା ଟପିଲେ ଟ୍ରମ୍ପ! ଭାରତ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଲେ, ରକ୍ତ ଗରମ….

ଓ୍ବାଶିଂଟନ,୨୩।୪: ଆମେରିକାର ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ଆମେରିକୀୟ ରେଡିଓ ହୋଷ୍ଟ ମାଇକେଲ ସାଭେଜଙ୍କ ଏକ ଚିଠିକୁ ପୁନଃ ପୋଷ୍ଟ କରିଛନ୍ତି । ଯେଉଁଥିରେ ଭାରତ, ଚାଇନା ଏବଂ ଅନ୍ୟାନ୍ୟ ଦେଶଗୁଡ଼ିକୁ “ନର୍କଗହ୍ୱର” ବୋଲି ଉଲ୍ଲେଖ କରାଯାଇଛି। ଏହି ଚିଠିରେ ଜାତିଭେଦପୂର୍ଣ୍ଣ ମନ୍ତବ୍ୟ…

ଇରାନ ସହ ଯୁଦ୍ଧ ବନ୍ଦ କରିବାରେ ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ନାରେ ରହିଛି ୫ ରାସ୍ତା, ହେଲେ ପ୍ରତ୍ୟେକ ପଥ କଣ୍ଟକିତ

ଓ୍ବାଶିଂଟନ,୨୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ସନ୍ଦେହର ମେଘ ଘୋଡ଼ାଇ ରହିଛି। ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧବିରତି ଯେକୌଣସି ମୁହୂର୍ତ୍ତରେ ଭାଙ୍ଗି ପଡ଼ିପାରେ। ଇରାନ ହାର ମାନିବାକୁ ଇଚ୍ଛୁକ ନୁହେଁ, କିମ୍ବା ଆମେରିକା ତାର ମତ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ…

ଇରାନ ସହ କଥା ହେବା ମଧ୍ୟରେ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ ବୁଧବାର ସୁଦ୍ଧା ଡିଲ ନ ହେଲେ…

ଓ୍ବାଶିଂଟନ,୧୮।୪: ଇରାନ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ ବର୍ତ୍ତମାନର ଯୁଦ୍ଧବିରତି ଅଧିକ ଦିନ ପର୍ଯ୍ୟନ୍ତ ରହିପାରିବ ନାହିଁ। ସେ କହିଛନ୍ତି ଯେ ଯଦି ବୁଧବାର ସୁଦ୍ଧା କୌଣସି ଠୋସ ଚୁକ୍ତିନାମା…

ବଡ଼ ଦାବି କଲେ ଟ୍ରମ୍ପ, ୟୁରାନିୟମ ହସ୍ତାନ୍ତର କରିବାକୁ ରାଜି ହେଲା ଇରାନ

ଓ୍ବାଶିଂଟନ,୧୭।୪: ୟୁରାନିୟମ ହସ୍ତାନ୍ତର କରିବାକୁ ରାଜି ହୋଇଗଲା ଇରାନ । ଏଭଳି ଦାବି କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ପକ୍ଷ ଏକ ଚୁକ୍ତିରେ ପହଞ୍ଚିବାର ନିକଟତର ହୋଇଛନ୍ତି ଯାହା ଛଅ…

ସୋସିଆଲ ମିଡିଆରେ ବିବାଦୀୟ ଫଟୋ ପୋଷ୍ଟ କଲେ ଟ୍ରମ୍ପ, ଯୀଶୁ ଖ୍ରୀଷ୍ଟଙ୍କ ରୂପରେ ଆସିଲେ ନଜର

ଓ୍ବାଶିଂଟନ,୧୩ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାଥୋଲିକ ଚର୍ଚ୍ଚ ପ୍ରତି ତାଙ୍କର ସମାଲୋଚନାକୁ ଏକ ନୂତନ ସ୍ତରକୁ ନେଇଯାଇଛନ୍ତି । ପୋପ୍ ଲିଓଙ୍କୁ ସମାଲୋଚନା କରିବାର କିଛି ସମୟ ପରେ, ଟ୍ରମ୍ପ ସୋସିଆଲ ମିଡିଆରେ ଏକ AI-ଜେନେରେଟେଡ୍ ଫଟୋ ପୋଷ୍ଟ କରିଛନ୍ତି।…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା ହର୍ମୁଜ୍ ପ୍ରଣାଳୀରେ ଜାହାଜର ପ୍ରବେଶ ଏବଂ ପ୍ରସ୍ଥାନକୁ ଅବରୋଧ କରିବ ଏବଂ ଏଥିପାଇଁ…

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଆଣିବା ପାଇଁ ମଧ୍ୟସ୍ଥତା କରୁଛି ପାକିସ୍ତାନ, ଯଦି ଇରାନ…

ଓ୍ବାଶିଂଟନ/ଇସଲାମାବାଦ,୧୧ା୪: ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ସମାଧାନ ପାଇଁ ପାକିସ୍ତାନ ମଧ୍ୟସ୍ଥତା କରୁଛି। ଏଥିପାଇଁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକାର ପ୍ରତିନିଧିମଣ୍ଡଳୀ ସହିତ ପାକସ୍ତାନର ଇସଲାମାବାଦରେ ପହଞ୍ଚିଛନ୍ତି। ସେ ଆଜି ଅର୍ଥାତ୍‌ ଇରାନ ସହିତ ଆଲୋଚନାରେ କରୁଛନ୍ତି। ତାଙ୍କ…

ଇରାନ ଯୁଦ୍ଧରେ ଫସିଗଲେ ଟ୍ରମ୍ପ, ହରାଇବେ ପଦ! ଇସ୍ତଫା ଦାବି କଲେ…

ଓ୍ବାଶିଂଟନ୍‌,୮।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ ୨୮ ତାରିଖରେ ଯେତେବେଳେ ଇସ୍ରାଏଲ ସହ ମିଶି ଇରାନ ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରିଥିଲେ, ସେତବେଳେ ସେ ଭେନେଜୁଏଲାରେ ତାଙ୍କର କାର୍ଯ୍ୟ ଉପରେ ଆତ୍ମବିଶ୍ୱାସୀ ଥିଲେ। ସେ ବିଶ୍ୱାସ କରୁଥିଲେ ଯେ ଏହି…

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ କରିପାରିବ ଏବଂ ଏପରି କାର୍ଯ୍ୟ କେବେ ବି ହୋଇପାରେ। ଯଦି ଇରାନ୍ ନିର୍ଦ୍ଧାରିତ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ । ଯାହା ଧିରେ ଧିରେ ଶେଷ ଶେଷ ହେବାକୁ ଯାଉଛି। ଯେଉଁଥିପାଇଁ ଟ୍ରମ୍ପ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?