Tag Archives: donald trump

‘ଝଡ଼ ଆସୁଛି’, ଟ୍ରମ୍ପଙ୍କ ଏମିତି ପୋଷ୍ଟକୁ ନେଇ ବିଶ୍ୱରେ ହଇଚଇ, ହେବ କି ବଡ଼ ଧରଣର…

ଓ୍ବାଶିଂଟନ,୩୦ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ସ୍ବତନ୍ତ୍ର ଶୈଳୀରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଯାହା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଏକ ‘ବଡ଼ ଝଡ଼’ ଆସୁଛି, ଏବଂ…

‘ପାକିସ୍ତାନ ଯିବୁ ନାହିଁ’, ଆମେରିକା-ଇରାନ ଶାନ୍ତି ଆଲୋଚନା ମଧ୍ୟରେ କାହିଁକି ଏଭଳି କହିଲେ ଟ୍ରମ୍ପ

ଓ୍ବାଶିଂଟନ,୩୦ା୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ କମ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପାକିସ୍ତାନ ଗସ୍ତ ବାତିଲ କରିବା ସମୟରେ, ସେ କେବଳ ଏହି…

Video: ଟ୍ରମ୍ପଙ୍କ ମଜା ଉଡାଇଲା ଇରାନ, ଏମିତି ଭିଡ଼ିଓ ଜାରି କଲା ଯିଏ ଦେଖିଲା କହିଲା…

ତେହରାନ,୨୭।୪: ୱାଶିଂଟନରେ ହ୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସଙ୍କ ରାତ୍ରୀଭୋଜନ ସମୟରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ, ଇରାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପରିହାସ କରି ଏକ ଲେଗୋ-ଶୈଳୀର ‘ଡିସ ଟ୍ରାକ’ ଭିଡିଓ ଜାରି କରିଛି। ସୋସିଆଲ ମିଡିଆରେ ଖୁବ ଶେୟାର ହୋଇଥିବା…

ଆମେରିକା-ଇରାନ ଶାନ୍ତି ଆଶା ମଉଳିଲା: ପ୍ରତିନିଧି ପଠାଇବା ନିଷ୍ପତ୍ତି ସ୍ଥଗିତ ରଖିଲେ ଟ୍ରମ୍ପ୍

ଇସ୍‌ଲାମାବାଦ/ଓ୍ବାଶିଂଟନ,୨୬ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତିନିଧି ଭାବେ ଷ୍ଟିଭ୍‌ ଓ୍ବିଟ୍‌କଫ୍‌ ଏବଂ ଜାରେଡ କୁଶ୍‌ନେର ଇରାନ ସହ ଆଲୋଚନା ପାଇଁ ପାକିସ୍ତାନ ଗସ୍ତରେ ଯିବେନାହିଁ ବୋଲି ସେ କହିବା ପରେ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ଆଶା ମଉଳିଯାଇଛି।…

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରପତିଙ୍କ ଉପରେ ୩ ବର୍ଷରେ ହେଲାଣି ୩ ଥର ଆକ୍ରମଣ

ଓ୍ବାଶିଂଟନ,୨୬।୪: ଶନିବାର ରାତିରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସ ଆସୋସିଏସନ ରାତ୍ରୀଭୋଜନରେ ଯୋଗଦେବାକୁ ଆସିଥିଲେ। କାର୍ଯ୍ୟକ୍ରମଟି ୱାଶିଂଟନ, ଡି.ସି.ର ହିଲ୍ଟନ ହୋଟେଲର ଏକ ଅଂଶରେ ଅନୁଷ୍ଠିତ ହେଉଥିଲା। କାର୍ଯ୍ୟଧାରା ସମୟରେ, ଜଣେ ବ୍ୟକ୍ତି ଏକ ସୁରକ୍ଷା ଚେକପୋଷ୍ଟ…

ଆମେରିକାରେ ଆଉ ମିଳିବନାହିଁ ଚାକିରି, ଆଗତ ହେଲା ଏମିତି ବିଲ୍‌

ଓ୍ବାଶିଂଟନ,୨୫ା୪: ଆମେରିକାର ରିପବ୍ଲିକାନ ସାଂସଦଙ୍କ ଏକ ଗ୍ରୁପ୍‌ H-1B ଭିଜା କାର୍ଯ୍ୟକ୍ରମକୁ ତିନି ବର୍ଷ ପାଇଁ ସ୍ଥଗିତ ରଖିବା ପାଇଁ କଂଗ୍ରେସ(ସଂସଦ)ରେ ଏକ ବିଲ୍‌ ଆଗତ କରିଛନ୍ତି। ସେମାନେ ଯୁକ୍ତି ରଖିଛନ୍ତି ଯେ, ଆମେରିକୀୟ କର୍ମଚାରୀଙ୍କୁ ଶସ୍ତା ବିଦେଶୀ କର୍ମଚାରୀଙ୍କ ସହିତ…

ସୀମା ଟପିଲେ ଟ୍ରମ୍ପ! ଭାରତ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଲେ, ରକ୍ତ ଗରମ….

ଓ୍ବାଶିଂଟନ,୨୩।୪: ଆମେରିକାର ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ଆମେରିକୀୟ ରେଡିଓ ହୋଷ୍ଟ ମାଇକେଲ ସାଭେଜଙ୍କ ଏକ ଚିଠିକୁ ପୁନଃ ପୋଷ୍ଟ କରିଛନ୍ତି । ଯେଉଁଥିରେ ଭାରତ, ଚାଇନା ଏବଂ ଅନ୍ୟାନ୍ୟ ଦେଶଗୁଡ଼ିକୁ “ନର୍କଗହ୍ୱର” ବୋଲି ଉଲ୍ଲେଖ କରାଯାଇଛି। ଏହି ଚିଠିରେ ଜାତିଭେଦପୂର୍ଣ୍ଣ ମନ୍ତବ୍ୟ…

ଇରାନ ସହ ଯୁଦ୍ଧ ବନ୍ଦ କରିବାରେ ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ନାରେ ରହିଛି ୫ ରାସ୍ତା, ହେଲେ ପ୍ରତ୍ୟେକ ପଥ କଣ୍ଟକିତ

ଓ୍ବାଶିଂଟନ,୨୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ସନ୍ଦେହର ମେଘ ଘୋଡ଼ାଇ ରହିଛି। ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧବିରତି ଯେକୌଣସି ମୁହୂର୍ତ୍ତରେ ଭାଙ୍ଗି ପଡ଼ିପାରେ। ଇରାନ ହାର ମାନିବାକୁ ଇଚ୍ଛୁକ ନୁହେଁ, କିମ୍ବା ଆମେରିକା ତାର ମତ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ…

ଇରାନ ସହ କଥା ହେବା ମଧ୍ୟରେ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ ବୁଧବାର ସୁଦ୍ଧା ଡିଲ ନ ହେଲେ…

ଓ୍ବାଶିଂଟନ,୧୮।୪: ଇରାନ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ ବର୍ତ୍ତମାନର ଯୁଦ୍ଧବିରତି ଅଧିକ ଦିନ ପର୍ଯ୍ୟନ୍ତ ରହିପାରିବ ନାହିଁ। ସେ କହିଛନ୍ତି ଯେ ଯଦି ବୁଧବାର ସୁଦ୍ଧା କୌଣସି ଠୋସ ଚୁକ୍ତିନାମା…

ବଡ଼ ଦାବି କଲେ ଟ୍ରମ୍ପ, ୟୁରାନିୟମ ହସ୍ତାନ୍ତର କରିବାକୁ ରାଜି ହେଲା ଇରାନ

ଓ୍ବାଶିଂଟନ,୧୭।୪: ୟୁରାନିୟମ ହସ୍ତାନ୍ତର କରିବାକୁ ରାଜି ହୋଇଗଲା ଇରାନ । ଏଭଳି ଦାବି କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ପକ୍ଷ ଏକ ଚୁକ୍ତିରେ ପହଞ୍ଚିବାର ନିକଟତର ହୋଇଛନ୍ତି ଯାହା ଛଅ…

ସୋସିଆଲ ମିଡିଆରେ ବିବାଦୀୟ ଫଟୋ ପୋଷ୍ଟ କଲେ ଟ୍ରମ୍ପ, ଯୀଶୁ ଖ୍ରୀଷ୍ଟଙ୍କ ରୂପରେ ଆସିଲେ ନଜର

ଓ୍ବାଶିଂଟନ,୧୩ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାଥୋଲିକ ଚର୍ଚ୍ଚ ପ୍ରତି ତାଙ୍କର ସମାଲୋଚନାକୁ ଏକ ନୂତନ ସ୍ତରକୁ ନେଇଯାଇଛନ୍ତି । ପୋପ୍ ଲିଓଙ୍କୁ ସମାଲୋଚନା କରିବାର କିଛି ସମୟ ପରେ, ଟ୍ରମ୍ପ ସୋସିଆଲ ମିଡିଆରେ ଏକ AI-ଜେନେରେଟେଡ୍ ଫଟୋ ପୋଷ୍ଟ କରିଛନ୍ତି।…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା ହର୍ମୁଜ୍ ପ୍ରଣାଳୀରେ ଜାହାଜର ପ୍ରବେଶ ଏବଂ ପ୍ରସ୍ଥାନକୁ ଅବରୋଧ କରିବ ଏବଂ ଏଥିପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?