ଭାଙ୍ଗିଯିବ ଭାରତ-ପାକିସ୍ତାନ ଯୁଦ୍ଧବିରତି! ଭାରତକୁ ନେଇ ଟ୍ରମ୍ପ କହିଦେଲେ ବଡ଼କଥା
ଓ୍ବାଶିଂଟନ,୨୯।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ଦାବି କରିଛନ୍ତି। ଟ୍ରମ୍ପ କହିଥିଲେ ଯେ ସେ ଯୁଦ୍ଧବିରତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏବେ ଟ୍ରମ୍ପ ପ୍ରଶାସନ କୋର୍ଟରେ ସମାନ ଦାବି କରିଛି।…
ଟ୍ରମ୍ପ-ମସ୍କଙ୍କ ମଧ୍ୟରେ କାହିଁକି ହେଲା ଫାଟ: ଏ ହେଉଛି ମୂଳ କାରଣ
ଓ୍ବାଶିଂଟନ,୨୮।୫: ଟେସଲା କମ୍ପାନୀର ମାଲିକ ଏଲନ ମସ୍କ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ୱସ୍ତ ପରାମର୍ଶଦାତାମାନଙ୍କ ମଧ୍ୟରୁ ଜଣେ। ତଥାପି, ଏବେ ଉଭୟଙ୍କ ପଥ ଅଲଗା ହୋଇଯାଇଛି। ବୁଧବାର ମସ୍କ ଟ୍ରମ୍ପ ସରକାରଙ୍କ ସରକାରୀ ଦକ୍ଷତା ବିଭାଗ (DOGE)ଠାରୁ ନିଜକୁ ଦୂରେଇ…
ବଡ଼ ଖବର: ଡୋନାଲ୍ଡ ଟ୍ରମ୍ପଙ୍କ ସରକାରରୁ ଇସ୍ତଫା ଦେଲେ ଏଲନ ମସ୍କ
ଓ୍ବାଶିଂଟନ୍,୨୯।୫: ବିଶ୍ୱର ଅଗ୍ରଣୀ ବ୍ୟବସାୟୀ ଏବଂ ଟେସଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲନ ମସ୍କ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରରୁ ଇସ୍ତଫା ଦେଇଛନ୍ତି। ସେ ଟ୍ରମ୍ପ ପ୍ରଶାସନରେ ସ୍ବତନ୍ତ୍ର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ ଏବଂ ସରକାରୀ ଖର୍ଚ୍ଚ ହ୍ରାସ କରିବା…
ଋଷିଆର ବିଶ୍ୱ ଯୁଦ୍ଧ ୩ ଚେତାବନୀ, ସାରା ବିଶ୍ୱରେ ଚହଳ
ମସ୍କୋ/ୱାଶିଂଟନ,୨୮।୫: ପୂର୍ବତନ ଋଷିଆ ରାଷ୍ଟ୍ରପତି ତଥା ବର୍ତ୍ତମାନ ରୁଷ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଦିମିତ୍ରୀ ମେଦଭେଦେଭ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ କଠୋର ଚେତାବନୀ ଦେଇଛନ୍ତି। ଟ୍ରମ୍ପଙ୍କ ଦ୍ୱାରା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସମାଲୋଚନା କରାଯିବା ପରେ ମେଦଭେଦେଭ…
ଆମେରିକାକୁ ଧମକ ଦେଲା ଋଷିଆ, ଶୀତଳ ଯୁଦ୍ଧ ଆରମ୍ଭ!
ଓ୍ବାଶିଂଟନ୍,୨୮।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ବିବାଦ ଏବେ ସାର୍ବଜନୀନ ଧମକ ସ୍ତରରେ ପହଞ୍ଚିଛି। ଏପରି ଦେଖାଯାଉଛି ଯେ ଚୁକ୍ତି ପ୍ରସ୍ତୁତକାରୀ ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ବନ୍ଧୁତା ଭାଙ୍ଗିବାକୁ…
ପୁଟିନଙ୍କ ଉପରେ ରାଗିକି ନିଆଁବାଣ ଟ୍ରମ୍ପ: କହିଲେ, ସେ ଜଣେ ପାଗଳ
ଓ୍ବାଶିଂଟନ,୨୬।୫:ରୁଷିଆ ପୁଣି ଥରେ ୟୁକ୍ରେନକୁ ଟାର୍ଗେଟ କରିଛି। ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବିମାନ ଆକ୍ରମଣରେ ଏହା ମିଶାଇଲ୍ ଏବଂ ଡ୍ରୋନ ବ୍ୟବହାର କରି ଆକ୍ରମଣ କରିଛି। ଏହି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟା ଦେଇଛନ୍ତି। ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି…
ଟ୍ରମ୍ପଙ୍କ ଦେଶରେ ଏତେ ବଡ଼କଥା କହିଦେଲେ ଥରୁର, ଆମେରିକାରେ ଚହଳ!
ନୂଆଦିଲ୍ଲୀ, ୨୫।୫: କଂଗ୍ରେସ ଏମପି ଶଶି ଥରୁରଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ଆମେରିକା ସମେତ ପାଞ୍ଚଟି ଦେଶରେ ଭାରତର ଆତଙ୍କବାଦ ବିରୋଧୀ ନୀତି ଏବଂ ଦୃଢ଼ ଆଭିମୁଖ୍ୟକୁ ବିଶ୍ୱ ସମୁଦାୟ ଆଗରେ ଉପସ୍ଥାପନ କରିବା ପାଇଁ ଗସ୍ତ କରୁଛନ୍ତି।…
ଆପଲକୁ ଧମକାଇଲେ ଟ୍ରମ୍ପ, ରହିଛି ଭାରତ କନେକ୍ସନ
ଓ୍ବାଶିଂଟନ,୨୩।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (୨୩ ମଇ, ୨୦୨୫) ଆଇଫୋନ ନିର୍ମାତା ଆପଲକୁ ଏକ ବଡ଼ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଆଇଫୋନଗୁଡ଼ିକ ଅନ୍ୟ ଦେଶରେ ତିଆରି ହୁଏ ଏବଂ ଆମେରିକାରେ ବିକ୍ରି ହୁଏ, ତେବେ କମ୍ପାନୀକୁ…
ରାଷ୍ଟ୍ରପତିଙ୍କ ଉପରେ କାହିଁକି ନରସଂହାର ଭଳି ବଡ଼ ଅଭିଯୋଗ ଆଣିଲେ ଟ୍ରମ୍ପ, ଜାଣନ୍ତୁ ଏହା ପଛର କାରଣ
ଓ୍ବାଶିଂଟନ,୨୨।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ହ୍ବାଇଟ ହାଉସରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ବିବାଦର କିଛି ସବୁଠାରୁ ବିବାଦୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ, ଯେଉଁଥିରେ ଟ୍ରମ୍ପଙ୍କ ଶ୍ୱେତାଙ୍ଗ ନରସଂହାର ଦାବି…
ଯୁଦ୍ଧବିରତିରେ ଆମେରିକାର କୌଣସି ଭୂମିକା ନାହିଁ, ସଂସଦୀୟ ପ୍ୟାନେଲକୁ ସୂଚନା ଦେଲେ ସରକାର
ନୁଆଦିଲ୍ଲୀ,୧୯।୫: ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସୋମବାର ଏକ ସଂସଦୀୟ କମିଟିକୁ କହିଛନ୍ତି ଯେ ଭାରତ-ପାକିସ୍ତାନ ଯୁଦ୍ଧବିରତି ସ୍ଥାପନରେ ଆମେରିକାର କୌଣସି ଭୂମିକା ନଥିଲା। ସେ ଦୃଢ଼ତାର ସହ କହିଛନ୍ତି ଯେ ସାମରିକ କାର୍ଯ୍ୟକଳାପ ବନ୍ଦ କରିବାର ନିଷ୍ପତ୍ତି ଦୁଇ ପଡ଼ୋଶୀ…
ଭାରତ-ପାକିସ୍ତାନ ଯୁଦ୍ଧବିରତିକୁ ନେଇ କାନ୍ଦି ପକାଇଲେ ଟ୍ରମ୍ପ, ଜାଣନ୍ତୁ କାହିଁକି…
ଓ୍ବାଶିଂଟନ୍, ୧୭।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ତାଙ୍କ ମଧ୍ୟସ୍ଥତା ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ସମ୍ଭାବ୍ୟ ପରମାଣୁ ଯୁଦ୍ଧ ରୋକାଯାଇଛି। ଏକ ଅର୍ନ୍ତଜାତୀୟ ଗଣମାଧ୍ୟମକୁ ସାକ୍ଷତକାରରେ ଟ୍ରମ୍ପ କହିଛନ୍ତି, “ଏହା…
ପଦାରେ ପଡ଼ିଲା ଟ୍ରମ୍ପଙ୍କ ଦୋମୁହାଁ ନୀତି: ପାକିସ୍ତାନ ବନ୍ଧୁ ତୁର୍କୀକୁ ଯୋଗାଇବେ ବିପଜ୍ଜନକ ମିଶାଇଲ୍
ଓ୍ବାଶିଂଟନ,୧୬।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ତୁର୍କୀ ଖୋଲାଖୋଲି ଭାବରେ ପାକିସ୍ତାନକୁ ସମର୍ଥନ କରିଥିଲା। ତୁର୍କୀ ଶହ ଶହ ଡ୍ରୋନ ଏବଂ ମିଶାଇଲ୍ ପଠାଇ ପାକିସ୍ତାନକୁ ବୈଷୟିକ ଏବଂ ରଣନୈତିକ ସହାୟତା ଯୋଗାଇଥିଲା। ଫଳରେ ଭାରତ ବାଣିଜ୍ୟ…
Archives


