Tag Archives: donald trump

କାହିଁକି ନିଜର ଦରମା ଦାନ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ? ଜାଣନ୍ତୁ ଏହାର କାରଣ

ଓ୍ବାଶିଂଟନ,୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ହ୍ବାଇଟ ହାଉସ ହିଷ୍ଟୋରିକାଲ ଆସୋସିଏସନର ନବୀକରଣ ପାଇଁ ତାଙ୍କର ଦରମା ଦାନ କରିଛନ୍ତି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି…

ଭାରତ ଉପରେ କାହିଁକି ଟାରିଫ୍‌ ଲଗାଇଲେ ଟ୍ରମ୍ପ, କହିଲେ ଏହି ବଡ଼ କାରଣ…

ଓ୍ବାଶିଂଟନ,୮ା୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ସମେତ ବିଶ୍ୱର ପ୍ରାୟ ୭୦ ଦେଶ ଉଦ୍ଦେଶ୍ୟରେ ଘୋଷଣା କରିଥିବା ଉଚ୍ଚ ଟାରିଫ୍‌ ଗୁରୁବାର ଭାରତୀୟ ସମୟ ପୂର୍ବାହ୍ନ ୯ଟାରୁ ଲାଗୁ ହୋଇଛି। ଜୁଲାଇ ୩୧ରେ ଟ୍ରମ୍ପ୍‌ ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ୨୫%…

ଭାରତ ସହିତ କୌଣସି ବାଣିଜ୍ୟ ଆଲୋଚନା କରିବ ନାହିଁ ଆମେରିକା, ଟାରିଫ ବୃଦ୍ଧି ପରେ ଟ୍ରମ୍ପଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଆମଦାନୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଭାରତ ସହିତ ଆଉ ବାଣିଜ୍ୟ ଆଲୋଚନାରୁ ପଛଘୁଞ୍ଚା ଦେଇଛନ୍ତି। ଏହା ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ…

ଡୋଭାଲ ମସ୍କୋରେ, ଚାଇନା ଯିବେ ମୋଦି…ଟ୍ରମ୍ପଙ୍କ ବିରୋଧରେ ସାଂଘାତିକ ପ୍ଲାନ!

ନୂଆଦିଲ୍ଲୀ,୭।୮: ଭାରତକୁ ଶୁଳ୍କ ନେଇ ବାରମ୍ବାର ଧମକ ଦେଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସମସ୍ୟାରେ ପଡ଼ିଥିବା ପରି ମନେ ହେଉଛି। ଭାରତ ସହିତ ସମ୍ପର୍କ ନଷ୍ଟ କରିବା ପାଇଁ ସେ କେବଳ ନିଜ ଘରେ ସମାଲୋଚନାର ଶିକାର ନୁହଁନ୍ତି,…

ଭାରତ ସହ ଟାରିଫ୍‌ ଓ୍ବାର ଭିତରେ ଟ୍ରମ୍ପଙ୍କ ସହ ସାକ୍ଷାତ କରିବେ ମୁନୀର, ହୋଇପାରେ ବଡ଼…

ଓ୍ବାଶିଂଟନ,୭।୮: ଗୋଟିଏ ପଟେ, ସମଗ୍ର ବିଶ୍ୱ ଆମେରିକାଠାରୁ ଶୁଳ୍କ ଯୁଦ୍ଧର ସମ୍ମୁଖୀନ ହେଉଛି। ଅନ୍ୟପକ୍ଷରେ, ପାକିସ୍ତାନ ପ୍ରତି ଟ୍ରମ୍ପଙ୍କ ପ୍ରେମ ହ୍ରାସ ପାଉନାହିଁ। କାରଣ ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିର ପୁଣି ଥରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ଦୁଇ…

୫୦% ଟାରିଫ ଲଗାଇବା ପରେ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ ମାତ୍ର ୮ଘଣ୍ଟାରେ…

ଓ୍ବାଶିଂଟନ, ୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବା ପରେ ଏବେ ଆହୁରି ସେକେଣ୍ଡାରୀ ଟାରିଫ୍ । (secondary sanctions) ଲଗାଇବାର ଧମକ ଦେଇଛନ୍ତି। ଏହି ନିଷ୍ପତ୍ତି ଭାରତର ରୁଷିଆ ସହ ବାଣିଜ୍ୟ ସମ୍ପର୍କ,…

ଟ୍ରମ୍ପଙ୍କ ୨୫% ଅତିରିକ୍ତ ଟାରିଫ ପରେ ଭାରତର କଡ଼ା ଜବାବ: “ଅଯୌକ୍ତିକ ଓ ଅନ୍ୟାୟ”

ନୂଆଦିଲ୍ଲୀ,୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ରୁଷିଆଠାରୁ ତୈଳ କ୍ରୟ ନେଇ ଭାରତୀୟ ଆମଦାନୀ ଉପରେ ୨୫ ପ୍ରତିଶତ ଅତିରିକ୍ତ ଟାରିଫ ଲଗାଯିବାକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ପଦକ୍ଷେପକୁ “ଅନୁଚିତ, ଅଯୌକ୍ତିକ ଓ ଅନ୍ୟାୟ”…

୨୧ ଦିନ ପରେ ଭାରତ ଉପରେ ଟ୍ରମ୍ପ ଲଗାଇବେ ୫୦% ଟାରିଫ: କହିଲେ ଏହି ବଡ଼ କଥା

ନୂଆଦିଲ୍ଲୀ,୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଏକ କାର୍ଯ୍ୟକାରୀ ନିର୍ଦ୍ଦେଶନାମା ଜାରି କରି ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଟାରିଫ ଲାଗୁ କରିଛନ୍ତି, ଯାହା ଆଗାମୀ ଅଗଷ୍ଟ ୨୭ ତାରିଖରୁ କାର୍ଯ୍ୟକାରୀ ହେବ। ଏହା ପୂର୍ବରୁ ଅଗଷ୍ଟ ୧…

ରୁଷିଆ ପରେ ଭାରତ ସହ ହାତ ମିଳାଇଲା ଏହି ଦେଶ, ଟେନଶନରେ ଆମେରିକା!

ନୂଆଦିଲ୍ଲୀ,୬।୮: ପୂର୍ବରୁ ରୁଷିଆ ଭାରତ ବିରୋଧରେ ଆମେରିକାର ଶୁଳ୍କକୁ ବିରୋଧ କରିଥିଲା। ଏବେ ରୁଷିଆ ପରି ଆଉ ଏକ ଦେଶ ଆଗକୁ ଆସିଛି, ଯାହା କେହି ଆଶା କରିନଥିଲେ। ସେହି ଦେଶ ଅନ୍ୟ କେହି ନୁହେଁ ବରଂ ବ୍ରାଜିଲ। ଯାହା ଭାରତ…

ଆମେରିକାକୁ ନେଇ ବଡ଼ ଖୁଲାସା କଲା ଭାରତ, ଆଶ୍ଚର୍ଯ୍ୟ ହୋଇଗଲେ ଟ୍ରମ୍ପ

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଜାଣି ନାହାଁନ୍ତି ଯେ ଆମେରିକା ରୁଷିଆଠାରୁ ୟୁରାନିୟମ ଏବଂ ସାର କିଣୁଛି। ମସ୍କୋ ସହିତ ତୈଳ ବାଣିଜ୍ୟ ଜାରି ରଖିବା ନେଇ ପାଶ୍ଚାତ୍ୟ ଦେଶମାନଙ୍କ ସମାଲୋଚନାର ଜବାବରେ ଭାରତ ଏହି…

ଟ୍ରମ୍ପଙ୍କୁ ଫୋନ କରିବି ନାହିଁ, ମୋଦି-ଜିନପିଙ୍ଗଙ୍କ ସହ କଥା ହେବି, ଏମିତି କହିଲେ…

ଓ୍ବାଶିଂଟନ୍‌,୬।୮: ଆମେରିକା ଏବଂ ବ୍ରାଜିଲ ମଧ୍ୟରେ ବାଣିଜ୍ୟ ଉତ୍ତେଜନା ଏବେ ବାକ ଯୁଦ୍ଧରେ ପରିଣତ ହୋଇଛି। ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆକ୍ରମଣ କରିଛନ୍ତି। ଲୁଲା ଡା ସିଲଭା କହିଛନ୍ତି ଯେ…

ବଡ଼ ଘୋଷଣା କଲେ ଟ୍ରମ୍ପ! ବିଶ୍ୱରେ ହଇଚଇ, ଏତେ ମାତ୍ରାରେ ବଢିଯିବ…

ଓ୍ବାଶିଂଟନ,୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ ଉପରେ ଟାରିଫ୍‌ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଏକ ଭଲ ବାଣିଜ୍ୟିକ ଅଂଶୀଦାର ନୁହେଁ। ଆମେରିକା ବର୍ତ୍ତମାନ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri