ଚାଇନାରେ ହୋଇଗଲା ବଡ଼ ଖେଳ: ଟ୍ରମ୍ପଙ୍କ ପିଠି ପଛରେ ବଡ଼ ଡିଲ୍ କଲେ ପୁଟିନ୍ -ଜିନପିଙ୍ଗ, ଆମେରିକା କାବା
ନୂଆଦିଲ୍ଲୀ, ୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ରୁଷିଆ ଉପରେ ବାରମ୍ବାର ପ୍ରତିବନ୍ଧକ ଧମକ ମଧ୍ୟରେ, ଭ୍ଲାଦିମିର ପୁଟିନ୍ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ହୋଇଛି। SCO ସମ୍ମିଳନୀ ପରେ, ରୁଷିଆ ମଙ୍ଗୋଲିଆ ଦେଇ ଚାଇନାକୁ…
ଭାରତ ସହିତ ସମ୍ପର୍କ “ଏକପାଖିଆ ବିପର୍ଯ୍ୟୟ”; ପ୍ରଧାନମନ୍ତ୍ରୀ ଜିନପିଙ୍ଗ, ପୁଟିନଙ୍କୁ ଭେଟିବା ପରେ ରାଗିଗଲେ ଟ୍ରମ୍ପ
ନୂଆଦିଲ୍ଲୀ,୧।୯: ଚାଇନାର ତିଆନଜିନରେ ଅନୁଷ୍ଠିତ ଶଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀର ପାର୍ଶ୍ୱରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍କ ବୈଠକ ପରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…
ଭାରତ ଆସିବେନି ଟ୍ରମ୍ପ୍
ନ୍ୟୁୟର୍କ,୩୧ା୮: ବର୍ଷ ଶେଷ ଭାଗରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ସମିଟ୍ରେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନୂଆଦିଲ୍ଲୀ ଗସ୍ତରେ ଆସିବାର ଯୋଜନା ନାହିଁ। ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ଶନିବାର ସନ୍ଧ୍ୟାରେ ଏଭଳି ଖବର ପ୍ରକାଶ ପାଇଛି।…
ଭାରତକୁ ସମର୍ଥନ କଲା ପାକିସ୍ତାନ! ଟ୍ରମ୍ପଙ୍କୁ ନେଇ କହିଦେଲା ବଡ଼କଥା…
ଇସଲାମବାଦ,୩୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ବିଶ୍ୱ ରାଜନୀତିରେ ଏକ ନୂତନ ମେଣ୍ଟ ସୃଷ୍ଟି ହେବା ଆରମ୍ଭ ହୋଇଛି। ଆତଙ୍କବାଦୀଙ୍କ ପାଇଁ ଆଶ୍ରୟସ୍ଥଳୀ ପାକିସ୍ତାନ ନୂତନ ମେଣ୍ଟରେ କୌଣସି ସ୍ଥାନରେ…
ଜାପାନରେ ମୋଦି ଖେଳିଲେ ବଡ଼ ଗେମ୍! ଟ୍ରମ୍ପ ଶୁଣିଲେ…
ନୂଆଦିଲ୍ଲୀ, ୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାପାନ ଗସ୍ତ ସମୟରେ ଜାରି ହୋଇଥିବା ମିଳିତ ବିବୃତ୍ତିରେ ଚଳିତ ବର୍ଷ ଶେଷରେ ଭାରତରେ ହେବାକୁ ଥିବା କ୍ୱାଡ ଲିଡର୍ସ ସମ୍ମିଳନୀର ଆନୁଷ୍ଠାନିକ ଘୋଷଣା କରାଯାଇଥିଲା। ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକା ସହିତ କ୍ୱାଡର…
ଜାପାନରୁ ଟ୍ରମ୍ପଙ୍କୁ ବଡ଼ ବାର୍ତ୍ତା ପଠାଇଲେ ମୋଦି, ଚାଇନାକୁ ନେଇ କହିଲେ…
ନୂଆଦିଲ୍ଲୀ, ୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି ଯେ ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥାରେ ସ୍ଥିରତା ଆଣିବା ପାଇଁ ଭାରତ ଏବଂ ଚାଇନା ଏକାଠି କାମ କରିବା ଗୁରୁତ୍ୱପୂର୍ଣ୍ଣ। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ପାରସ୍ପରିକ ସମ୍ମାନ, ସ୍ବାର୍ଥ…
ଟାରିଫ୍ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା, କୋର୍ଟ ଦେଲେ ବଡ଼ ଚ୍ୟାଲେଞ୍ଜ
ଓ୍ବାଶିଂଟନ,୩୦।୮: ଶନିବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋର୍ଟର ନିଷ୍ପତ୍ତିକୁ କଡ଼ା ବିରୋଧ କରିଛନ୍ତି। ଯାହା ତାଙ୍କର ଅଧିକାଂଶ ଟାରିଫ୍ ନୀତିକୁ ଅବୈଧ ଘୋଷଣା କରାଯାଇଛି। ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଟାରିଫ୍ ନୀତି ଅକ୍ଷୁର୍ଣ୍ଣ ରହିଛି ଏବଂ ସେ ଏହି…
ମୋଦିଙ୍କ ଜାପାନ ଗସ୍ତ ମଧ୍ୟରେ କୋଟି କୋଟି ଟଙ୍କା କ୍ଷତି ସହିଲା ଆମେରିକା! ହାତରୁ ଗଲା ବଡ଼ ଡିଲ୍
ଓ୍ବାଶିଂଟନ୍,୨୯।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧ ବିଶ୍ୱ ଅର୍ଥନୀତିରେ ହଇଚଇ ସୃଷ୍ଟି କରିଛି। ଭାରତ ଉପରେ ୫୦% ଟାରିଫ୍ ଲାଗୁ କରିବା ପଦକ୍ଷେପକୁ ବିଶ୍ୱବ୍ୟାପୀ ସମାଲୋଚନା କରାଯାଉଥିବା ବେଳେ, ଏବେ ଜାପାନ ମଧ୍ୟ ଆମେରିକାରେ $୫୫୦ ବିଲିୟନର ଏକ…
ଟ୍ରମ୍ପଙ୍କୁ ଭାରତର ଶକ୍ତ ଧକ୍କା: ଏଣିକି ରୁଷିଆଠାରୁ ଅଧିକରୁ ଅଧିକ…
ନୂଆଦିଲ୍ଲୀ,୨୯ା୮: ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ ବା ଶୁଳ୍କ ଲାଗୁ କରିଛନ୍ତି, କିନ୍ତୁ ଭାରତ ଆମେରିକା ଆଗରେ ମୁଣ୍ଡ ନୁଆଁଇବ ନାହିଁ। ରିପୋର୍ଟ…
ଭାରତ ପାଇଁ ଆସିଲା ଗୁଡନ୍ୟୁଜ୍: ଶୁଣିଲେ ଟ୍ରମ୍ପଙ୍କ ନିଦ ହଜିଯିବ…
ନୂଆଦିଲ୍ଲୀ, ୨୮।୮: ଭାରତୀୟ ଅର୍ଥନୀତି ପାଇଁ ଏକ ଆଶ୍ୱସ୍ତିକର ଖବର। ଜୁଲାଇ ମାସରେ ଦେଶର ଶିଳ୍ପ ଉତ୍ପାଦନରେ ୩.୫ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଏହା ଗତ ଚାରି ମାସ ମଧ୍ୟରେ ସର୍ବାଧିକ ଅଭିବୃଦ୍ଧି। ଏହି ବୃଦ୍ଧିର ମୁଖ୍ୟ କାରଣ ଥିଲା ଉତ୍ପାଦନ…
ଟ୍ରମ୍ପଙ୍କୁ ଧୋକା ଦେଲେ ୟୁନୁସ୍, ଚାଇନା ସହ ମିଶି କରିଦେଲେ ବଡ଼ ଖେଳ
ଢାକା,୨୮।୮: ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ସରକାର କ୍ଷମତାକୁ ଆସିବା ପରଠାରୁ ସେଠାରେ ଅସ୍ଥିରତାର ଏକ ସମୟ ଦେଖାଯାଇଛି। ମହମ୍ମଦ ୟୁନୁସଙ୍କୁ ଆରମ୍ଭରୁ ପାକିସ୍ତାନ ଏବଂ ଚାଇନା ଶିବିରରେ ଦେଖାଯାଇଛି। ଏହି ସମୟରେ, ଖବର ଆସିଛି ଯେ ଏବେ ବାଂଲାଦେଶ ଚାଇନା ଠାରୁ…
ଟ୍ରମ୍ପଙ୍କ ଟାରିଫ୍ ଲାଗୁ ହେବା ପରେ ମୋଦି ନେଲେ ବଡ଼ ନିଷ୍ପତ୍ତି, ବିଶ୍ୱରେ ଚହଳ
ଓ୍ବାଶିଟନ,୨୮।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଅତିରିକ୍ତ 25 ପ୍ରତିଶତ ଶୁଳ୍କ ଲାଗୁ ହେବା ପରେ, ଭାରତୀୟ ସାମଗ୍ରୀ ଉପରେ ମୋଟ ଶୁଳ୍କ ହାର ଏବେ 50 ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ପରେ, ଭିଏତନାମ ଏବଂ ବାଂଲାଦେଶ ଭଳି…

