Tag Archives: donald trump

ଟ୍ରମ୍ପଙ୍କ ସହ ସବୁଠୁ ବଡ଼ ଡିଲ୍‌ କଲେ ପୁଟିନ୍‌, ଭାରତକୁ ଜୋରଦାର ଝଟ୍‌କା

ମସ୍କୋ,୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୋ ମୁହାଁ ନୀତି ପୁଣିଥରେ ଚର୍ଚ୍ଚାରେ ରହିଛି। ଗୋଟିଏ ପଟେ, ସେ ରୁଷରୁ ତେଲ କିଣିବା ପାଇଁ ଭାରତକୁ ଟାର୍ଗେଟ କରିଥିଲେ ଏବଂ ଆମେରିକା ବଜାରକୁ ପଠାଯାଉଥିବା ଭାରତୀୟ ସାମଗ୍ରୀ ଉପରେ 50% ଶୁଳ୍କ…

ଟ୍ରମ୍ପଙ୍କ ଦେହରେ ଏହି ବିପଜ୍ଜନକ ରୋଗର ଲକ୍ଷଣ! ମନସ୍ତତ୍ତ୍ୱବିତ୍‌ ଚେତାବନୀ ଦେଇ କହିଲେ…

ୱାଶିଂଟନ,୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମାନସିକ ଏବଂ ଶାରୀରିକ ଅବସ୍ଥା ସମ୍ପର୍କରେ ପୁଣି ଥରେ ଆଲୋଚନା ଜୋର ଧରିଛି। ପ୍ରସିଦ୍ଧ ମନସ୍ତତ୍ତ୍ୱବିତ୍‌ ଡକ୍ଟର ହ୍ୟାରି ସେଗାଲ ଏବଂ ଡକ୍ଟର ଜନ ଗାର୍ଟନର ସମ୍ପ୍ରତି ସେମାନଙ୍କ କାର୍ଯ୍ୟକ୍ରମରେ ଥିଙ୍କିଂ ଟ୍ରମ୍ପ ଦାବି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କଲି, ୫ ଘଣ୍ଟାରେ ଖେଳ ଶେଷ: ଏମିତି କାହିିଁକି କହିଲେ ଟ୍ରମ୍ପ, ପଛରେ ରହିଛି…

ୱାଶିଂଟନ/ନୂଆଦିଲ୍ଲୀ,୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଏକ ଏପରି ବୟାନ ଦେଇଛନ୍ତି ଯାହା ହଇଚଇ ସୃଷ୍ଟି କରିଛି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ ଯୋଗେ କଥା ହୋଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରି ଦିନିଆ ଯୁଦ୍ଧ…

ଚାଇନାକୁ ଧମକ ଦେଲେ ଟ୍ରମ୍ପ, କହିଲେ ଧ୍ୱଂସ କରିଦେବେ, ଭୟରେ…

ୱାଶିଂଟନ,୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଟାରିଫ୍‌ ଆଜିଠୁ ଆରମ୍ଭ ହେଉଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଏବେ ଚାଇନା ଉପରେ ୨୦୦ ପ୍ରତିଶତ ଟାରିଫ୍‌ ଲଗାଇବାକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି…

ଭାରତକୁ ଛାଡ଼ିବେନି ଟ୍ରମ୍ପ: ସରିଲା ଡେଟ୍‌ଲାଇନ୍‌, ୨୭ ଅଗଷ୍ଟ ରାତି ୧୨.୦୧ରୁ …

ନୂଆଦିଲ୍ଲୀ,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲାଗୁ କରିବାକୁ ନୋଟିସ ଜାରି କରିଛନ୍ତି। କୁହାଯାଇଛି ଯେ, ନୂତନ ଟାରିଫ୍‌ ବ୍ୟବସ୍ଥା ୨୭ ଅଗଷ୍ଟ ରାତି ୧୨.୦୧ରୁ ଲାଗୁ ହେବ। ଟ୍ରମ୍ପ ଏବଂ ଭାରତ ମଧ୍ୟରେ…

ଟ୍ରମ୍ପଙ୍କୁ ବଡ଼ ଝଟକା ଦେଲା ଭାରତ, ଏହି ଦେଶ ସହ କଲା ବଡ଼ ଡିଲ୍‌!

ନୂଆଦିଲ୍ଲୀ,୨୩।୮: ଭାରତ ଏବେ ଲଢ଼ୁଆ ଜେଟ ଇଞ୍ଜିନ ତିଆରି ଦିଗରେ ଆତ୍ମନିର୍ଭରଶୀଳ ହେବାକୁ ଯାଉଛି। ଫ୍ରାନ୍ସ ସହିତ ମିଳିତ ଭାବରେ, ଭାରତ ଏହାର ସ୍ବଦେଶୀ ପଞ୍ଚମ ପିଢ଼ିର ଷ୍ଟେଲ୍ଥ ଲଢ଼ୁଆ ଜେଟ ପାଇଁ ଏକ ନୂତନ ଶକ୍ତିଶାଳୀ ଜେଟ ଇଞ୍ଜିନ ବିକଶିତ…

କାନାଡା ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ସମସ୍ତ ଆମେରିକୀୟ ସାମଗ୍ରୀ ଉପରୁ ହଟିବ ପ୍ରତିଶୋଧମୂଳକ ଟାରିଫ୍‌

ଓଟାଓ୍ବା,୨୩।୮: କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଶୁକ୍ରବାର ଆମେରିକୀୟ ସାମଗ୍ରୀ ଉପରେ ଲାଗୁ ହୋଇଥିବା ପ୍ରତିଶୋଧମୂଳକ ଟାରିଫ୍‌ ହଟାଇବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଆମେରିକା-ମେକ୍ସିକୋ-କାନାଡା ଚୁକ୍ତି (USMCA) ଅଧୀନରେ ଆସୁଥିବା ସମସ୍ତ ଉତ୍ପାଦକୁ ମୁକ୍ତ କରିବା ପାଇଁ ୱାଶିଂଟନ…

ଭାରତ ସହିତ ଟାରିଫ୍‌ ଯୁଦ୍ଧ ମଧ୍ୟରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି

ଓ୍ବାଶିଂଟନ୍‌,୨୩।୮: ଭାରତ ସହିତ ଟାରିଫ୍‌ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ତାଙ୍କର ଜଣେ ବିଶ୍ୱସ୍ତ ସର୍ଗିଓ ଗୋରଙ୍କୁ ଭାରତରେ ପରବର୍ତ୍ତୀ ଆମେରିକୀୟ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିଛନ୍ତି। ଏହା ସହିତ, ଗୋରଙ୍କୁ…

ଭାରତ ସହ ପଙ୍ଗା ନେବା ପଡିଲା ମହଙ୍ଗା, ବଡ଼ ସମସ୍ୟାରେ ଫସିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୨।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ପ୍ରତି କଠୋର ମନୋଭାବ ପୋଷଣ କରିଛନ୍ତି। ସେ ପୂର୍ବରୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍‌ ଲାଗୁ କରିଥିଲେ, କିନ୍ତୁ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଏଥିପାଇଁ ଟ୍ରମ୍ପ ତାଙ୍କ ଦେଶରେ…

ଟ୍ରମ୍ପଙ୍କ ସହ ବଡ଼ ଡିଲ୍‌ କଲା ପାକିସ୍ତାନ, ଭାରତକୁ ଜୋରଦାର ଝଟ୍‌କା!

ଇସଲାମାବାଦ/ନୂଆଦିଲ୍ଲୀ: ପାକିସ୍ତାନର ସେନା ମୁଖ୍ୟ ମୁନୀର ଭାରତ ବିରୋଧରେ ନିୟମିତ ଭାବେ ଷଡଯନ୍ତ୍ର କରୁଥିବା ଅଭିଯୋଗ ହେଉଛି। ସେ ପାକିସ୍ତାନର ପୂର୍ବତନ ‘ତିନି ଏ’ (Army, Allah, America) ରଣନୀତିକୁ ଆଗେଇ ନେଇ ଏକ ନୂଆ ଚତୁର୍ଥ ‘ଏ’ଆଟମ (Atomic Weapons)ଯୋଡିି…

ମୋଦି ଉଠାଇଲେ ବଡ଼ ପଦକ୍ଷେପ, ଛାନିଆ ହୋଇଗଲେ ଟ୍ରମ୍ପ, ଏବେ…

ନୂଆଦିଲ୍ଲୀ,୨୧।୮: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ “ମୃତ ଅର୍ଥନୀତି” ବୋଲି କହିଥିଲେ ଏବଂ ଆମେରିକାର ଟାରିଫ୍‌କୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଏହି ବିବୃତ୍ତି ପରେ, ଭାରତ-ଆମେରିକା ବାଣିଜ୍ୟ ଆଲୋଚନା ପ୍ରାୟ ସ୍ଥଗିତ ରହିଛି। ଏବେ…

ଜେଲେନସ୍କିଙ୍କ ସହ ଭେଟ ପରେ ବଡ଼ ଘୋଷଣା କଲେ ଟ୍ରମ୍ପ: ସାରା ବିଶ୍ୱରେ ହଲଚଲ

ଓ୍ବାଶିଂଟନ,୧୯।୮: ୟୁକ୍ରେନ୍‌ରେ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ତ୍ରିପାକ୍ଷିକ ଆଲୋଚନା ଲାଗି ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ୟୁକ୍ରେନ୍‌ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କି ଆଶାବାଦୀ ଥିବା କହିଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ୟୁକ୍ରେନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?