Tag Archives: donald trump

୨୧ ଦିନ ପରେ ଭାରତ ଉପରେ ଟ୍ରମ୍ପ ଲଗାଇବେ ୫୦% ଟାରିଫ: କହିଲେ ଏହି ବଡ଼ କଥା

ନୂଆଦିଲ୍ଲୀ,୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଏକ କାର୍ଯ୍ୟକାରୀ ନିର୍ଦ୍ଦେଶନାମା ଜାରି କରି ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଟାରିଫ ଲାଗୁ କରିଛନ୍ତି, ଯାହା ଆଗାମୀ ଅଗଷ୍ଟ ୨୭ ତାରିଖରୁ କାର୍ଯ୍ୟକାରୀ ହେବ। ଏହା ପୂର୍ବରୁ ଅଗଷ୍ଟ...

ରୁଷିଆ ପରେ ଭାରତ ସହ ହାତ ମିଳାଇଲା ଏହି ଦେଶ, ଟେନଶନରେ ଆମେରିକା!

ନୂଆଦିଲ୍ଲୀ,୬।୮: ପୂର୍ବରୁ ରୁଷିଆ ଭାରତ ବିରୋଧରେ ଆମେରିକାର ଶୁଳ୍କକୁ ବିରୋଧ କରିଥିଲା। ଏବେ ରୁଷିଆ ପରି ଆଉ ଏକ ଦେଶ ଆଗକୁ ଆସିଛି, ଯାହା କେହି ଆଶା କରିନଥିଲେ। ସେହି ଦେଶ ଅନ୍ୟ କେହି ନୁହେଁ ବରଂ ବ୍ରାଜିଲ। ଯାହା...

ଆମେରିକାକୁ ନେଇ ବଡ଼ ଖୁଲାସା କଲା ଭାରତ, ଆଶ୍ଚର୍ଯ୍ୟ ହୋଇଗଲେ ଟ୍ରମ୍ପ

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଜାଣି ନାହାଁନ୍ତି ଯେ ଆମେରିକା ରୁଷିଆଠାରୁ ୟୁରାନିୟମ ଏବଂ ସାର କିଣୁଛି। ମସ୍କୋ ସହିତ ତୈଳ ବାଣିଜ୍ୟ ଜାରି ରଖିବା ନେଇ ପାଶ୍ଚାତ୍ୟ ଦେଶମାନଙ୍କ ସମାଲୋଚନାର ଜବାବରେ ଭାରତ...

ଟ୍ରମ୍ପଙ୍କୁ ଫୋନ କରିବି ନାହିଁ, ମୋଦି-ଜିନପିଙ୍ଗଙ୍କ ସହ କଥା ହେବି, ଏମିତି କହିଲେ…

ଓ୍ବାଶିଂଟନ୍‌,୬।୮: ଆମେରିକା ଏବଂ ବ୍ରାଜିଲ ମଧ୍ୟରେ ବାଣିଜ୍ୟ ଉତ୍ତେଜନା ଏବେ ବାକ ଯୁଦ୍ଧରେ ପରିଣତ ହୋଇଛି। ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆକ୍ରମଣ କରିଛନ୍ତି। ଲୁଲା ଡା ସିଲଭା କହିଛନ୍ତି...

ବଡ଼ ଘୋଷଣା କଲେ ଟ୍ରମ୍ପ! ବିଶ୍ୱରେ ହଇଚଇ, ଏତେ ମାତ୍ରାରେ ବଢିଯିବ…

ଓ୍ବାଶିଂଟନ,୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ ଉପରେ ଟାରିଫ୍‌ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଏକ ଭଲ ବାଣିଜ୍ୟିକ ଅଂଶୀଦାର ନୁହେଁ। ଆମେରିକା ବର୍ତ୍ତମାନ ଭାରତ ଉପରେ ୨୫ ପ୍ରତିଶତ...

ଟ୍ରମ୍ପଙ୍କ ସାଂଘାତିକ ବୟାନ, କହିଲେ ଭାରତକୁ ୨୪ଘଣ୍ଟା ଭିତରେ…

ଓ୍ବାଶିଂଟନ୍‌,୫।୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ମୁଁ ୨୪ ଘଣ୍ଟା ମଧ୍ୟରେ ଭାରତ ଉପରେ ଭାରୀ ଶୁଳ୍କ ଲାଗୁ କରିବି। ରୁଷିଆକୁ ଏକ ଯୁଦ୍ଧ ଯନ୍ତ୍ର ଭାବରେ ବର୍ଣ୍ଣନା କରି ସେ...

ପୁଟିନ୍‌ଙ୍କ ମୁଣ୍ଡକୁ ଚଢିଗଲା ରାଗ, ଟ୍ରମ୍ପଙ୍କ ବିରୋଧରେ ନେଲେ ବଡ଼ ନିଷ୍ପତ୍ତି, ଏବେ ହେବ ଅସଲ ଖେଳ!

ମସ୍କୋ,୫।୮: ରୁଷିଆ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ଉପକୂଳରେ ଦୁଇଟି ପରମାଣୁ ବୁଡ଼ାଜାହାଜ ମୁତୟନ କରିଥିଲେ। ଏହି ସମୟରେ ଏବେ ଭ୍ଲାଦିମିର ପୁଟି୍‌ନ ଏକ ବଡ଼...

ନାଲି ଆଖି ଦେଖାଇଲା ୟୁରୋପ-ଆମେରିକା, ଭାରତ କଲା ପର୍ଦ୍ଦାଫାସ! ଥରହର ହେଲା…

ନୂଆଦିଲ୍ଲୀ,୫।୮: ସୋମବାର ଭାରତ ରୁଷିଆରୁ ଅଶୋଧିତ ତୈଳ କିଣିବା ପାଇଁ ନୂଆଦିଲ୍ଲୀକୁ ଅନୁଚିତ ଏବଂ ଅଯୌକ୍ତିକ ଭାବରେ ଟାର୍ଗେଟ କରିବା ପାଇଁ ଆମେରିକା ଏବଂ ୟୁରୋପୀୟ ସଂଘକୁ କଡ଼ା ଜବାବ ଦେଇଛି। ସମାଲୋଚନାକୁ କଡ଼ା ପ୍ରତ୍ୟାଖ୍ୟାନ କରି ଭାରତ ରୁଷିଆ...

ଟ୍ରମ୍ପଙ୍କ ଧମକ ପରେ କଡ଼ା ଜବାବ ଦେଲା ଭାରତ, ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୫।୮: ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ, ଯେତେବେଳେ ସାରା ବିଶ୍ୱରେ ଶକ୍ତି ସଙ୍କଟ ଘନୀଭୂତ ହେଲା, ଭାରତ ଶସ୍ତା ଏବଂ ସ୍ଥିର ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ପାଇଁ ରୁଷିଆରୁ ତୈଳ ଆମଦାନୀ ବୃଦ୍ଧି କଲା। ଆମେରିକା ଏବଂ ୟୁରୋପୀୟ ସଂଘ...

ବଡ଼ ଖବର: ଭାରତକୁ ପୁଣି ଧମକ ଦେଲେ ଟ୍ରମ୍ପ, ଏଥର କହିଲେ…

ଓ୍ବାଶିଂଟନ,୪।୮: ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ ଉପରେ ଟାରିଫ୍‌ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି। ଟ୍ରମ୍ପ ଭାରତ ଉପରେ ରୁଷିଆଠାରୁ ବହୁ ପରିମାଣରେ ତେଲ କିଣି ବିପୁଳ ଲାଭରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି।...

ଡୋନାଲ୍ଡ ଟ୍ରମ୍ପଙ୍କ ଇଚ୍ଛା ପୂରଣ କଲେ ମୋଦି, ଟେନସନରେ ପୁଟିନ୍‌, ଏବେ ହେବ ଅସଲ ଖେଳ!

ଓ୍ବାଶିଂଟନ୍‌,୩।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ସମସ୍ତ ଦେଶ ବିରୁଦ୍ଧରେ ଏକ ଟାରିଫ୍‌ ଯୁଦ୍ଧ ଆରମ୍ଭ କରିଛନ୍ତି। ଟ୍ରମ୍ପ ସରକାର ଆମେରିକୀୟ ଉତ୍ପାଦ ଉପରେ ଟିକସ ହ୍ରାସ କରିବା ପାଇଁ ନିରନ୍ତର ଚାପ ପ୍ରୟୋଗ କରୁଛନ୍ତି। ଏହା ସହିତ,...

ଭାରତ ସହ ବିବାଦ ମଧ୍ୟରେ ପାକ୍‌କୁ ଜୋରଦାର ଝଟ୍‌କା! ଟ୍ରମ୍ପ ଦେଲେ ଚେତାବନୀ…

ଓ୍ବାଶିଂଟନ୍‌,୨।୮: ଭାରତ ସହ ବିବାଦ ମଧ୍ୟରେ ପାକିସ୍ତାନକୁ ଆମେରିକା ଦେଲା ବଡ଼ ଝଟ୍‌କା। ପାକିସ୍ତାନର କରାଚୀ ସହରରେ ଥିବା କିଛି ବିଳାସପୂର୍ଣ୍ଣ ହୋଟେଲ ସମ୍ପର୍କରେ ଆମେରିକା ଏକ ସୁରକ୍ଷା ଚେତାବନୀ ଜାରି କରିଛି। ଆମେରିକାର ବୈଦେଶିକ ବିଭାଗ ଶୁକ୍ରବାର କହିଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri