Tag Archives: donald trump

DC ଗୁଳିକାଣ୍ଡ ପରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଦେଶରୁ ବାହାର କରିବାକୁ ପ୍ରତିଜ୍ଞା

ୱାଶିଂଟନ୍,୨୮ା୧୧: ହ୍ୱାଇଟ୍ ହାଉସ୍ ନିକଟରେ ଜଣେ ଆଫଗାନ ନାଗରିକ ଦୁଇ ଜଣ ନ୍ୟାସନାଲ୍ ଗାର୍ଡ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇବା ଘଟଣାର କିଛି ଦିନ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ସେ…

କୃତ୍ରିମ ଦ୍ୱୀପ ନିର୍ମାଣ କରୁଛି ପାକିସ୍ତାନ, ଟ୍ରମ୍ପଙ୍କ ମନ୍ତବ୍ୟ ପରେ ଭାରତରେ ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପାକିସ୍ତାନରେ “ବିଶାଳ ତୈଳ ଭଣ୍ଡାର” ଥିବା ନେଇ ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟ ଦେବାର କିଛି ମାସ ପରେ, ପାକିସ୍ତାନ ତୈଳ ଏବଂ ଗ୍ୟାସ୍ ଅନ୍ୱେଷଣକୁ ତ୍ୱରାନ୍ୱିତ କରିବା ପାଇଁ ଏକ କୃତ୍ରିମ ଦ୍ୱୀପ…

ଟ୍ରମ୍ପଙ୍କ ବଡ଼ ଖୁଲାସା: କହିଲେ ବିଦେଶୀ ଛାତ୍ରମାନଙ୍କୁ ନିଷେଧ କଲେ ବନ୍ଦ ହୋଇପାରେ…

ଓ୍ବାଶିଂଟନ,୧୨ା୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ବିଦେଶୀ ଛାତ୍ରମାନଙ୍କୁ ପଢ଼ିବାକୁ ଅନୁମତି ଦେବା ପାଇଁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଏହା କେବଳ ଦେଶର ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରେ ନାହିଁ ବରଂ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ…

ଭାରତ ଗସ୍ତ ପାଇଁ ଟ୍ରମ୍ପଙ୍କ ସଙ୍କେତ: ବାଣିଜ୍ୟ ବିବାଦ ମଧ୍ୟରେ ମୋଦିଙ୍କୁ କହିଲେ ଏପରି

ନୂଆଦିଲ୍ଲୀ,୭ା୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ “ଜଣେ ମହାନ ବ୍ୟକ୍ତି” ଏବଂ “ବନ୍ଧୁ” ବୋଲି ପ୍ରଶଂସା କରିବା ସହ ଆସନ୍ତା ବର୍ଷ ସେ ଭାରତ ଗସ୍ତ କରିପାରନ୍ତି ବୋଲି ସଙ୍କେତ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ…

ହ୍ବାଇଟ ହାଉସ କଲା ବଡ଼ ଖୁଲାସା: ମୋଦି-ଟ୍ରମ୍ପଙ୍କ ମଧ୍ୟରେ…

ନୂଆଦିଲ୍ଲୀ,୫।୧୧: ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ ପୁଣି ଥରେ ମଜବୁତ ହେଉଥିବା ପରି ମନେ ହେଉଛି। ମଙ୍ଗଳବାର ହ୍ବାଇଟ ହାଉସ କହିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର କଥାବାର୍ତ୍ତା କରୁଛନ୍ତି,…

ଆମେରିକାକୁ ଚେତାଇ ଦେଲା ଚାଇନା, ସୀମାରେଖା ଟପିଲେ ଭୋଗିବ ପରିଣାମ

ନୂଆଦିଲ୍ଲୀ,୪।୧୧: ଦକ୍ଷିଣ କୋରିଆରେ ଚାଇନାର ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସାକ୍ଷାତକାରର କିଛି ଦିନ ପରେ ବେଜିଂ ୱାଶିଂଟନ୍‌କୁ ପୁଣି ଏକ ଚେତାବନୀ ଦେଇଛି। ଦ୍ୱିପାକ୍ଷିକ ସମ୍ପର୍କରେ ଅଧିକ ତିକ୍ତତା ଏଡ଼ାଇବା ପାଇଁ ଆମେରିକା ଚୀନ୍‌ର…

ନାଇଜେରିଆ ଉପରେ ଏୟାରଷ୍ଟ୍ରାଇକ ଧମକ ଦେଲେ ଟ୍ରମ୍ପ, କଡ଼ା ଜବାବ ଦେଲା ଚାଇନା

ନୂଆଦିଲ୍ଲୀ,୪।୧୧: ଖ୍ରୀଷ୍ଟିଆନମାନଙ୍କ ଉପରେ ହେଉଥିବା କଥିତ ଅତ୍ୟାଚାରକୁ ନେଇ ନାଇଜେରିଆ ବିରୋଧରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଧମକକୁ ଚାଇନା ଏହାକୁ ଦୃଢ଼ ବିରୋଧ କରିଛି। ଚାଇନା ନାଇଜେରିଆ ସରକାରଙ୍କୁ ସେମାନଙ୍କର ରାଷ୍ଟ୍ରୀୟ ପରିସ୍ଥିତି ଅନୁରୂପ ବିକାଶ…

ଚାଇନାକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ‘ପରିଣାମ’ ଜାଣିଛନ୍ତି ଜିନ୍‌ପିଙ୍ଗ୍

ଆମେରିକା,୨ା୧୧: ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ତାଇୱାନ ଉପରେ ଆକ୍ରମଣ କଲେ ତା’ର ‘ପରିଣାମ’ କ’ଣ ହେବ, ସେ ବିଷୟରେ ଜାଣିଛନ୍ତି ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଚେତାବନୀ ଦେଇଛନ୍ତି। ତେବେ, ଆମେରିକା ତାଇୱାନକୁ ସାମରିକ ସୁରକ୍ଷା…

ୟୁକ୍ରେନ ପାଖେ ଏମିତି ଦାବି କଲା ରୁଷିଆ, ଯାହାକୁ ଦେଖି ରାଗିଗଲେ ଟ୍ରମ୍ପ, ବାତିଲ କରିଦେଲେ ମିଟିଂ

ଓ୍ବାଶିଂଟନ୍‌,୧।୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ଯୋଜନାବଦ୍ଧ ବୈଠକ ବାତିଲ କରିଛନ୍ତି। ଏହା ଆମେରିକା ଏବଂ…

ଚାଇନା ଉପରୁ ଟାରିଫ୍‌ ହଟାଇଲେ ଟ୍ରମ୍ପ

ଓ୍ବାଶିଂଟନ,୩୦ା୧୦: ଚାଇନା ରାଷ୍ଟ୍ରପତି ଶି’ ଜିନପିଙ୍ଗଙ୍କ ସହ ସାକ୍ଷାତ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଚାଇନା ଉପରୁ ଟାରିଫ୍‌ ବା ଶୁଳ୍କ ହ୍ରାସ କରିଛନ୍ତି। ଗୁରୁବାର ଦକ୍ଷିଣ କୋରିଆର ବୁସାନରେ ଟ୍ରମ୍ପ ଏବଂ…

ଆମେରିକାର କଟକଣା ଆଗରେ ମୁଣ୍ଡ ନୁଆଁଇବ ନାହିଁ ରୁଷିଆ: ପୁଟିନଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ,୨୩ା୧୦: ରୁଷିଆର ବଡ଼ ତେଲ କମ୍ପାନୀଗୁଡ଼ିକ ଉପରେ ଆମେରିକା ଲାଗୁ କରିଥିବା କଟକଣାକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର କଡ଼ା ଜବାବ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ମସ୍କୋ କେବେ ବି ଆମେରିକା କିମ୍ବା ଅନ୍ୟ କୌଣସି…

ପୁଟିନ୍‌ଙ୍କ ସହ ସାକ୍ଷାତ ବାତିଲ୍ କଲେ ଟ୍ରମ୍ପ, କହିଲେ ପୁଟିନଙ୍କ ସହ…

ଓ୍ୱାଶିଂଟନ୍,୨୨।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ତାଙ୍କର ଯୋଜନା ହୋଇଥିବା ବୈଠକକୁ ସ୍ଥଗିତ ରଖିଛନ୍ତି। ଏହାକୁ ସେ “ସମୟର ଅପଚୟ” ବା “ଅକାମୀ ବୈଠକ” ହେବାକୁ ଦେବାକୁ ଚାହୁଁନାହାନ୍ତି ବୋଲି ମଙ୍ଗଳବାର କହିଛନ୍ତି। ୟୁକ୍ରେନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?