ଟ୍ରମ୍ପଙ୍କ କେଉଁ ନିର୍ଦ୍ଦେଶରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ହେବ ସତ୍ୟ? ସାର୍ବଜନୀନ କରାଯିବ ସିକ୍ରେଟ୍ ଫାଇଲ
ନୂଆଦିଲ୍ଲୀ,୨୩।୨:ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିରକ୍ଷା ସଚିବ ପିଟ ହେଗସେଥ ଏବଂ ପେଣ୍ଟାଗନକୁ ଏଲିଏନ ଏବଂ UFO ସମ୍ପର୍କିତ ଗୁପ୍ତ ସରକାରୀ ଫାଇଲ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେବା ପରେ ବୁଲଗେରିଆନ ରହସ୍ୟବାଦୀ ବାବା ଭେଙ୍ଗାଙ୍କ ଦଶନ୍ଧି ପୁରୁଣା ଭବିଷ୍ୟବାଣୀ ପୁଣି ଥରେ…
ସୁପ୍ରିମକୋର୍ଟରୁ ଝଟକା ପରେ ଟ୍ରମ୍ପଙ୍କ ପ୍ରତିଶୋଧ! ବିଶ୍ବବ୍ୟାପୀ ୧୦% ଟାରିଫ୍ ଲଗାଇଲେ…
ନୂଆଦିଲ୍ଲୀ,୨୧।୨: ସୁପ୍ରିମକୋର୍ଟରେ ଟ୍ରମ୍ପଙ୍କ ପରାଜୟ ପରେ, ଆମେରିକା ରାଷ୍ଟ୍ରପତି ତାଙ୍କର ବାଣିଜ୍ୟ ନୀତିକୁ ଆହୁରି ତୀକ୍ଷ୍ଣ କରିଛନ୍ତି । ବିଦେଶୀ ସାମଗ୍ରୀ ଉପରେ ଟ୍ରମ୍ପ୍ଙ୍କ ୧୦% ନୂଆ ଟାରିଫ୍ ଘୋଷଣା କରିଛନ୍ତି । ଏହି ଶୁଳ୍କ ଆଗାମୀ ପାଞ୍ଚ ମାସ ପାଇଁ…
ସୁପ୍ରିମକୋର୍ଟଙ୍କ ଉପରେ ବର୍ଷିଲେ ଟ୍ରମ୍ପ, କହିଲେ ବ୍ୟାକଅପ୍ ପ୍ଲାନ ପ୍ରସ୍ତୁତ…
ନୂଆଦିଲ୍ଲୀ,୨୧।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ସୁପ୍ରିମକୋର୍ଟଙ୍କ ଶୁଳ୍କ ଉପରେ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ କୋର୍ଟଙ୍କ ନିଷ୍ପତ୍ତି ନିରାଶାଜନକ। “ଏହା ଅତ୍ୟନ୍ତ ନିରାଶାଜନକ, ଆମେ ଏପରି ନିଷ୍ପତ୍ତି ଆଶା କରିନଥିଲୁ। ସୁପ୍ରିମକୋର୍ଟ ଆମ…
ଟ୍ରମ୍ପଙ୍କ ବଡ଼ ପ୍ଲାନ, ଆଗାମୀ କିଛି ଘଣ୍ଟା ମଧ୍ୟରେ ଇରାନ ଉପରେ ଆକ୍ରମଣ କରିପାରେ ଆମେରିକା
ଆମେରିକା,୧୯ା୨: ଗତ କିଛି ଦିନ ଧରି ଆମେରିକା ଏବଂ ଇରାନ ମଧ୍ୟରେ ପରମାଣୁ ଚୁକ୍ତିନାମା ସମ୍ପର୍କରେ ଆଲୋଚନା ଜାରି ରହିଛି । ଏହି ଆଲୋଚନାରେ ଉଭୟ ଦେଶର ଅନେକ ବରିଷ୍ଠ ନେତା ଅଂଶଗ୍ରହଣ କରିଥିଲେ । ତଥାପି, ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…
ଆମେରିକା ସହିତ ଏହି ବଡ଼ ଡିଲ୍ କରିବ ଭାରତ! ମଧ୍ୟବିତ୍ତ ପରିବାରକୁ ହେବ ଫାଇଦା, ଜାଣନ୍ତୁ କ’ଣ…
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୧୩।୨: ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ୫ ବିଲିୟନ ବାଣିଜ୍ୟ ଚୁକ୍ତି ବ୍ୟତୀତ, ଭାରତ ସରକାର LNGକୁ ନେଇ ଏକ ଡିଲ୍ କରିପାରନ୍ତି। ଭାରତ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପେଟ୍ରୋନେଟ କମ୍ପାନୀର ସିଇଓ ଅକ୍ଷୟ କୁମାର ସିଂହ କହିଛନ୍ତି…
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…
ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ସ୍ବାକ୍ଷର କରିବେ ବୋଲି ଆଶା କରାଯାଉଛି। ଏହା ପରେ,…
ଏମିତି ମିଛ କହିଲେ ଟ୍ରମ୍ପ: ପୋଲ୍ ଖୋଲି ଦେଲା ଚାଇନା
ଓ୍ବାଶିଂଟନ୍,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନ କଲ୍ ପରେ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଅନେକ ସାହସିକ ଦାବି କରିଛନ୍ତି। ଟ୍ରମ୍ପ ଏହାକୁ ‘ଲମ୍ବା ଏବଂ ଅତ୍ୟନ୍ତ ସକାରାତ୍ମକ’ ଆଲୋଚନା ବୋଲି ବର୍ଣ୍ଣନା…
ତେଲର ମୂଲ୍ୟ ନିର୍ଣ୍ଣୟ କରିବ ଆମେରିକା! ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି-“ଆମେ ବିଶ୍ୱର 68%…
ନୂଆଦିଲ୍ଲୀ,୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ତୈଳ ବଜାରକୁ ନେଇ ଏକ ଚକିତ କଲା ଭଳି ଦାବି କରିଛନ୍ତି। ୱାଶିଂଟନରେ ଆୟୋଜିତ ୭୪ତମ ‘ନ୍ୟାସନାଲ ପ୍ରେୟର ବ୍ରେକଫାଷ୍ଟ’ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ, ବର୍ତ୍ତମାନ ଆମେରିକା ଏବଂ…
କାନାଡାକୁ ପୁଣି ଅଡୁଆରେ ପକାଇଲେ ଟ୍ରମ୍ପ, ଦେଲେ ଏମିତି ଧମକ
ଓ୍ବାଶିଂଟନ,୩୦।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ କାନାଡା ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ବିମାନ ଚଳାଚଳ କ୍ଷେତ୍ରରେ ଏକ ପ୍ରମୁଖ ଏବଂ ଆକ୍ରମଣାତ୍ମକ ପଦକ୍ଷେପ ଘୋଷଣା କରିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ କାନାଡା ଉପରେ…
ଟ୍ରମ୍ପଙ୍କ ଭୟରେ ବଙ୍କରରେ ଲୁଚିଲେ ଖାମେନେଇ; ଜାଣନ୍ତୁ ଏବେ କାହା ହାତରେ ଇରାନର ଦାୟିତ୍ୱ…?
ତେହରାନ,୨୫।୧: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ସମୟରେ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ତେହରାନରେ ନିର୍ମିତ ଏକ ସ୍ବତନ୍ତ୍ର ଭୂତଳ ଆଶ୍ରୟସ୍ଥଳ(ବଙ୍କର୍)ରେ ଲୁଚି ରହିଥିବା ରିପୋର୍ଟ ସାମ୍ନାକୁ ଆସିଛି। ଇରାନ…
WHOରୁ ଓହରିଲା ଆମେରିକା, ଜେନେଭା ମୁଖ୍ୟାଳୟରୁ ବାହାରକଲା ପତାକା
ନୂଆଦିଲ୍ଲୀ,୨୩ା୧: ଆମେରିକା ଏକ ବଡ଼ ପଦକ୍ଷେପ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରୁ ସଦସ୍ୟତା ସମାପ୍ତ କରିଛି। ଆମେରିକାର ସ୍ୱାସ୍ଥ୍ୟ ଏବଂ ମାନବ ସେବା ବିଭାଗ (HHS) ଏବଂ ବିଦେଶ ବିଭାଗ ମିଳିତ ଭାବରେ ଏହି ଆନୁଷ୍ଠାନିକ ଘୋଷଣା କରିଛନ୍ତି।…
ଇରାନ ଉପରେ ହୋଇପାରେ ଅତର୍କିତ ଆକ୍ରମଣ: ଆମେରିକା ଓ ଇସ୍ରାଏଲର ଯୁଦ୍ଧ ପ୍ରସ୍ତୁତି
ନୂଆଦିଲ୍ଲୀ,୨୩।୧: ମଧ୍ୟପ୍ରାଚ୍ୟରେ ଯୁଦ୍ଧର କଳାବାଦଲ ଘେରିବାରେ ଲାଗିଛି। ଇରାନରେ ଚାଲିଥିବା ଆଭ୍ୟନ୍ତରୀଣ ଅଶାନ୍ତି ଏବଂ ବିକ୍ଷୋଭକାରୀଙ୍କ ଉପରେ ସରକାରୀ ଦମନଲୀଳାକୁ ନେଇ ଆମେରିକା କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ସ୍ପଷ୍ଟ କରିଛନ୍ତି ଯେ, ଏକ…

