Delimitation ପ୍ରସଙ୍ଗରେ ଭାଜପା କିପରି DMK-NCPକୁ ନିଜ ସହ ସହମତ କରାଇଲା? ଜାଣନ୍ତୁ ପରଦା ପଛର କାହାଣୀ
ନୂଆଦିଲ୍ଲୀ,୨୯।୧୧: ଲୋକ ସଭାରେ ବସିବା ବ୍ୟବସ୍ଥା ବର୍ତ୍ତମାନ ଭିନ୍ନ ଦେଖାଯିବ। ସୋମବାର (ନଭେମ୍ବର ୩୦) ଲୋକ ସଭାର ଏକ ସ୍ବତନ୍ତ୍ର ଅଧିବେଶନ ବସିବାକୁ ଥିବାବେଳେ, ନରେନ୍ଦ୍ର ମୋଦି ସରକାର ଏକ ନୂଆ ରୂପରେଖ ସାମ୍ନାକୁ ଆଣିବେ। ସୀମା ନିର୍ଦ୍ଧାରଣ (delimitation) ସମ୍ବନ୍ଧୀୟ…

