ବସ୍ ଅପେକ୍ଷାରେ ଥିବା ବେଳେ ମହିଳାଙ୍କୁ ବଳାତ୍କାର ଉଦ୍ୟମ-ମରଣାନ୍ତକ ଆକ୍ରମଣ; ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା…
ଦିଗପହଣ୍ଡି, ,୨୯|୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଜଣେ ୫୩ ବର୍ଷୀୟା ମହିଳାଙ୍କୁ ଅସଦାଚରଣ କରିବା ସହ ତାଙ୍କୁ ଓ ତାଙ୍କ ନାବାଳକ ପୁଅକୁ ମରଣାନ୍ତକ ଆକ୍ରମଣ କରିଥିବା ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ…

