Tag Archives: Dharitri Sports News

Video: ଧୋନୀଙ୍କୁ ଦେଖିବା ଲାଗି ଷ୍ଟାଡିୟମ ବ୍ୟାରିକେଡ୍‌ ଭାଙ୍ଗିଲେ ପ୍ରଶଂସକ

ହାଇଦ୍ରାବାଦ,୬।୪: କ୍ରିକେଟରେ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରେଜ୍‌ କାହିଁରେ କେତେ। ଆଇପିଏଲ୍‌ର ଚଳିତ ସିଜନରେ ମଧ୍ୟ ତାର ଝଲକ ଦେଖିବାକୁ ମିଳୁଛି। ଧୋନୀ ମ୍ୟାଚ୍‌ ଲାଗି ଯେଉଁ ସହରକୁ ଯାଉଛନ୍ତି, ସେଠାରେ ପ୍ରଶଂସକ ତାଙ୍କର ଟିକିଏ ଝଲକ ପାଇବାକୁ ବ୍ୟାକୁଳ ହେଉଛନ୍ତି।…

ମୟଙ୍କଙ୍କୁ ନେଇ ବିସିସିଆଇକୁ ଚେତାଇଲେ ଓ୍ବାଟସନ୍‌

କୋଲକାତା,୬।୪: ଅଷ୍ଟ୍ରେଲିଆର ଦୁଇଥରର ବିଶ୍ୱକପ୍‌ ବିଜେତା ଅଲରାଉଣ୍ଡର ଶେନ୍‌ ଓ୍ବାଟସନ୍‌ ବିସିସିଆଇକୁ ଚେତାଇଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ନିଜର ପ୍ରଭାବୀ ବୋଲିଂକୁ ନେଇ ଚର୍ଚ୍ଚାରେ ଥିବା ମୟଙ୍କ ଯାଦବଙ୍କୁ ଟେଷ୍ଟ କ୍ରିକେଟରେ ଖେଳାଇବାକୁ ତତ୍ପରତା ପ୍ରକାଶ ନ କରିବାକୁ ସେ କହିଛନ୍ତି।…

Video: ଲଗାତର ପରାଜୟ ପରେ ଶିବଙ୍କ ଶରଣରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, କଲେ ପୂଜାର୍ଚ୍ଚନା

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଲଗାତାର ଭାବେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛି। ଏଯାବତ ଦଳ ଖେଳିଥିବା ୩ଟି ମ୍ୟାଚ୍‌ରେ ପରାଜିତ ହୋଇଛି। ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱ ନେଉଥିବା ବେଳେ ତାଙ୍କୁ ଟ୍ରୋଲିଂର ଶିକାର…

ଦିଲ୍ଲୀ ପ୍ରତି ହୋଇଛି ବଡ଼ ଅନ୍ୟାୟ? ପ୍ରଶ୍ନ ଉଠାଇଲେ ପନ୍ତ

ବିଶାଖାପାଟଣା,୪।୪: ବୋଲର୍‌ଙ୍କୁ ପ୍ରହାର, ଫ୍ଲପ୍‌ ବ୍ୟାଟିଂ ଏବଂ ୧୦୬ ରନ୍‌ର ପରାଜୟ…ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଚତୁର୍ଥ ମ୍ୟାଚ୍‌ ବହୁତ ଖରାପ ଥିଲା। କୋଲକାତା ନାଇଟ ରାଇଡର୍ସ ଏକତରଫା ଭାବେ ଦିଲ୍ଲୀକୁ ହରାଇଥିଲା। ଏହି ପରାଜୟ ପରେ ଦିଲ୍ଲୀ ଅଧିନାୟକ ପନ୍ତ ଏବଂ…

୬,୬,୪,୦,୬,୪… ଦିଲ୍ଲୀ ବୋଲରଙ୍କୁ କନ୍ଦାଇ ଦେଲେ କୋଲକାତାର ଏହି ବ୍ୟାଟ୍ସମ୍ୟାନ୍‌

ବିଶାଖାପାଟଣା,୩।୪: କ୍ରିକେଟରେ ନିଜର ବୋଲିଂ ଲାଗି ପରିଚିତ ଥିବା ସୁନୀଲ ନରେନ ଯେବେ ବ୍ୟାଟିଂ କରିବାକୁ ଆସନ୍ତି, ବିରୋଧି ଟିମ୍‌ର ବୋଲର୍‌ମାନେ ଛାନିଆ ହୁଅନ୍ତି। କିଛି ଏଭଳି ଦୃଶ୍ୟ ଆଇପିଏଲ୍‌ ୨୦୨୪ର ୧୬ତମ ମ୍ୟାଚ୍‌ରେ ଦେଖିବାକୁ ମିଳିଛି। ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁନୀଲ…

ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ବଡ଼ ଝଟ୍‌କା, ଆଇପିଏଲ୍‌ ଅଧାରେ ଛାଡ଼ି…

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ ଲାଗି ପ୍ରସ୍ତୁତି ଚଳାଇଥିବା ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିଛି ଝଟ୍‌କା। ଦଳର ପ୍ରମୁଖ ବୋଲର୍‌ ମୁସ୍ତାଫିଜୁର ରେହମାନ ଏହି ମ୍ୟାଚ୍‌ ଖେଳି ନ ପାରନ୍ତି। ସେ ଆଇପିଏଲ୍‌ ଅଧାରେ…

ପାଣ୍ଡ୍ୟା ଛାଡ଼ିବେ ମୁମ୍ବାଇ କ୍ୟାପ୍‌ଟେନ୍‌ ପଦ? କିଏ ହେବେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ…

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ରେ ଏଯାବତ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ୫ ଥର ଟୁର୍ନାମେଣ୍ଟ ଜିତିଥିବା ଟିମ୍‌ ପ୍ରାରମ୍ଭିକ ୩ ମ୍ୟାଚ୍‌ରେ ପରାଜିତ ହୋଇଛି। ଦଳ ଚଳିତ ସିଜନରେ ନୂଆ ଅଧିନାୟକ ସହ ମଇଦାନକୁ ଓହ୍ଲାଇଥିଲା। ଟିମ୍‌…

ଆଇପିଏଲ୍‌ରେ ଏହି ୨ ମ୍ୟାଚ୍‌ର ତାରିଖ ବଦଳିଲା, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ ମ୍ୟାଚ୍‌ ତାଲିକାରେ ପରିବର୍ତ୍ତନ। ଟୁର୍ନାମେଣ୍ଟର ୨ଟି ମ୍ୟାଚ୍‌ ଘୁଞ୍ଚିବା ନେଇ ବିସିସିଆଇ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। କୋଲକାତା ପୋଲିସଠାରୁ ଏକ ଚିଠି ପାଇବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଇଡେନ୍‌ ଗାର୍ଡେନ୍ସରେ ଏପ୍ରିଲ…

ପାଣ୍ଡ୍ୟାଙ୍କୁ ଗାଳି, ଗାଏକଓ୍ବାଡଙ୍କ ପାଇଁ ତାଳି…ଅଧିନାୟକ ଦାୟିତ୍ୱ କିଭଳି ଦିଆଯାଏ ଧୋନୀଙ୍କଠାରୁ ଶିଖିବା ଉଚିତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ୍‌ରେ ମାର୍ଚ୍ଚ ୨୪ ଏବଂ ୨୬ର ଦୃଶ୍ୟ ବହୁତ କିଛି ବୟାନ କରୁଛି। ପ୍ରଥମେ ମାର୍ଚ୍ଚ ୨୪ ବିଷୟରେ କଥା ହେବା। ଏହି ଦିନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ୍‌ ହୋଇଥିଲା। ଏହି ମ୍ୟାଚ ଅହମ୍ମଦାବାଦରେ…

ଆଇପିଏଲ୍‌ ମଝିରେ ଟିମ୍‌ ଇଣ୍ଡିଆର ବଡ଼ ସିରିଜ୍‌ ନେଇ ଘୋଷଣା, ୩୦ ବର୍ଷ ପରେ…

ନୂଆଦିଲ୍ଲୀ,୨୬।୩: ନିକଟରେ ଆଇପିଏଲ୍‌ ୨୦୨୪ ଆରମ୍ଭ ହୋଇଛି। ଏବେ ଟୁର୍ନାମେଣ୍ଟ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଥିବା ବେଳେ ଟିମ୍‌ ଇଣ୍ଡିଆର ଏକ ବଡ଼ ସିରିଜ ଲାଗି ବିସିସିଆଇ ଘୋଷଣା କରିଛି। ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ସିରିଜ ଖେଳିବ। ଆସନ୍ତା ନଭେମ୍ବରରେ…

ପାକିସ୍ତାନ କୋଚ୍‌ ହେବାକୁ ମନା କଲେ ଶେନ୍‌ ଓ୍ବାଟସନ୍‌,ଏବେ…

ନୂଆଦିଲ୍ଲୀ,୨୧।୩: ପାକିସ୍ତାନ କ୍ରିକେଟ ଟିମ୍‌ର କୋଚ୍‌ ହେବାକୁ ମନା କରିଛନ୍ତି ଶେନ୍‌ ଓ୍ବାଟସନ୍‌। ଏହାପରେ ପିସିବି ପଦ ଲାଗି ଜଷ୍ଟିନ ଲାଙ୍ଗର ଏବଂ ଗ୍ୟାରି କିଷ୍ଟନ୍‌ ସମେତ ଅନେକ ବିଦେଶୀ କୋଚ୍‌ଙ୍କ ସହ ସମ୍ପର୍କରେ ଅଛି। ଏହାଛଡ଼ା ମାଇକ୍‌ ହେସନ୍‌, ମାଥ୍ୟୁ…

IPLରେ କେଉଁଠୁ ଆସେ ଏତେ ଟଙ୍କା? କିଭଳି ମାଲାମାଲ ହୁଏ ବିସିସିଆଇ-ଫ୍ରାଞ୍ଚାଇଜ୍‌; ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୩: ଦୁନିଆର ସବୁଠୁ ଦାମୀ କ୍ରିକେଟ ଲିଗ୍‌ ଆଇପିଏଲ୍‌ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଏହି ଟୁର୍ନାମେଣ୍ଟ ଚକାଚକ୍‌ ରଙ୍ଗ, ନୃତ୍ୟ, ରୋମାଞ୍ଚ, ଆକ୍ସନ ଏବଂ ଗ୍ଲାମରରେ ପରିପୂର୍ଣ୍ଣ। ଏହି ଅବଧିରେ ବିଦେଶୀ ଖେଳାଳିମାନେ ଦୁଇ ମାସର ପାରିବାରିକ ପିକନିକ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri