Tag Archives: Dharitri Fursat

ଦୀର୍ଘ ୫ ବର୍ଷ ପରେ ପ୍ରେମିକଙ୍କୁ ଭେଟିଲେ ପ୍ରେମିକା, ବିମାନବନ୍ଦରରେ ଦେଲେ ଏଭଳି ସରପ୍ରାଇଜ୍‌; ଭିଡିଓ ଦେଖିଲେ…

କଥାରେ ଅଛି ଦୂରତା ପ୍ରେମକୁ ଦ୍ୱିଗୁଣିତ କରେ। କିଛି ସେଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି। ଯାହାକୁ ଦେଖିବା ପରେ ଆପଣଙ୍କର ଦୂରରେ ଥିବା ସାଥୀଙ୍କ କଥା ମନେ ପଡ଼ିଯାଇପାରେ। ଏପରିକି ବାସ୍ତବ ପ୍ରେମ…

ଡଙ୍ଗା ଉପରେ କଳା ଚଷମା ପିନ୍ଧି ଏଭଳି ଗୀତ ଗାଉଥିଲେ ବ୍ୟକ୍ତି, ହଠାତ ଚାଲିଆସିଲା ବିଶାଳକାୟ ସାପ; ଆଉ ତା’ ପରେ…

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓକୁ ଦେଖି ହସ ରୋକି ହୁଏନା। ଏବେ ସେଭଳି ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଯେକେହି ହସିହସି ଗଡ଼ିବେ। ଭିଡିଓରେ ଜଣେ ମୁସଲମାନ ବ୍ୟକ୍ତି ନଜର ଆସୁଛନ୍ତି। ସେ ଡଙ୍ଗା…

ଶିକାର ବଦଳରେ ସାମ୍ନାକୁ ଆସିଗଲା ବିଶାଳକାୟ ସାପ, ଭୟରେ ଥରହର ହେଲା କୁମ୍ଭୀର; ଭାଇରାଲ ଭିଡିଓ ଦେଖିଲେ…

ଜନ୍ତୁ ମଧ୍ୟରେ କୁମ୍ଭୀରକୁ ସବୁଠାରୁ ଘାତକ ଶିକାରୀ ଭାବେ ଗଣାଯାଏ। ଏହା ସମ୍ମୁଖକୁ ଆସିବାକୁ ଜଙ୍ଗଲର ରାଜା ସିଂହଠାରୁ ଆରମ୍ଭ କରି ବଡ଼ ବଡ଼ ଜନ୍ତୁ ଆସିବାକୁ ସାହସ କରି ନ ଥାନ୍ତି। ବିଶେଷକରି ପାଣିରେ କୁମ୍ଭୀରର ଶକ୍ତି ଅଧିକ ବଢ଼ିଯାଇଥାଏ।…

ଉଡି ଉଡି ଆସି ପାର୍ସଲ ଦେଲେ ଡେଲିଭରି ବଏ, ଭିଡିଓ ଭାଇରାଲ ପରେ ଅବାକ ହେଲେ ଲୋକେ…

ସାଇକେଲ କିମ୍ବା ବାଇକ୍‌ ନୁହେଁ, ଉଡି ଉଡି ପାର୍ସଲ ଦେବାକୁ ପହଞ୍ଚିଲେ ବ୍ୟକ୍ତି। କିଛି ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚାର କାରଣ ପାଲଟିଛି। ଭିଡିଓଟିକୁ ଯେକେହି ଦେଖୁଛି ଚକିତ ହେଉଛି। କାରଣ ବ୍ୟକ୍ତିଜଣଙ୍କ ଠିକ୍‌ ପ୍ରଜାପତି…

ରାସ୍ତା ନିର୍ମାଣ ହେବାର କିଛି ମିନିଟ୍‌ ନ ହେଉଣୁ ଚୋରାଇ ନେଇଗଲେ ଗ୍ରାମବାସୀ; ଦୁଇ ଘଣ୍ଟା ପରେ ଠିକାଦାର ଫେରିବା ପରେ ଉଡିଗଲା ହୋସ…

ସାଧାରଣତଃ ଚୋରିକୁ ନେଇ ଚକିତ କଲାଭଳି ଘଟଣା ଶୁଣିବାକୁ ନଚେତ ଦେଖିବାକୁ ମିଳିଥାଏ। କାରଣ ସବୁଥିରେ ଚୋର ବେଶ ଚତୁରତାର ସହ ଚୋରି କରିଥାଏ। ଏବେ ସେଭଳି ଏକ ଘଟଣାକ୍ରମରେ ଗ୍ରାମବାସୀମାନେ ପୁରା ରାସ୍ତାକୁ ଚୋରି କରି ନେଇଯାଇଥିବା ଘଟଣା ସାମ୍ନାକୁ…

ପଢ଼ନ୍ତୁ ‘ତେଲମରା ଉପାଖ୍ୟାନ’

ତେଲମରା ଅର୍ଥାତ୍‌ ଚାମଚାଗିରି ବଡ଼ ବିଚିତ୍ର କିସମର ବେମାର। ଏହି ଦୁରାରୋଗ୍ୟ ବେମାରରେ ଅଳ୍ପ ଅଧିକେ ସମସ୍ତେ ଆକ୍ରାନ୍ତ। ରୋଗ କ୍ରନିକ ହେଲେ ଆରୋଗ୍ୟ ହେବାଟା ମୁସ୍କିଲ। ଏମାନେ ନିଜ ମହାନ୍‌ ଭ୍ରମର ଦୁର୍ଲଭ ଉପଲବ୍ଧି ପାଇଁ ଏକ ବିଶେଷ ପ୍ରକାରର…

ପ୍ରଥମ ଦରମା ଟଙ୍କାକୁ ବୋଉ କାନିରେ ବାନ୍ଧି ଦେଇଥିଲି: ତ୍ରିଲୋଚନ ମହାନ୍ତି

ମୋର ଜନ୍ମ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ସନ୍ଥପଡ଼ା ଗ୍ରାମରେ ଏକ ସାଧାରଣ ପରିବାରରେ। ୨୦୧୦ ଅକ୍ଟୋବରରେ ଓଡ଼ିଶା ପ୍ରାଶାସନିକ ସେବାରେ ଯୋଗଦେଲି। ମୋ ବନ୍ଧୁମାନଙ୍କ ସହ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡମିନିଷ୍ଟ୍ରେଶନରେ ପ୍ରଶିକ୍ଷଣ ନେବା ସମୟରେ ପ୍ରଥମ…

ନୃତ୍ୟବେଳେ ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିଥାଏ: ମାହେଶ୍ୱରୀ ପ୍ରଧାନ

ପିଲାଟି ଦିନରୁ ସେ ମା’ଙ୍କଠାରୁ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଶିକ୍ଷା ନେଉଥିଲେ। ଏହି କଳା ପରବର୍ତ୍ତୀ ସମୟରେ ତାଙ୍କୁ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ପରିଚୟ ଦେବା ସହିତ ତାଙ୍କ ପାଇଁ ଆଣିଦେଲା ଅନେକ ସ୍ବୀକୃତି ଓ ସମ୍ମାନ। ସେ…

ଗୋଡ଼ ନ ଥାଇ ବି ସକ୍ଷମ, ଆଶାବାଡ଼ି ଧରି ଶ୍ରମିକ ସାଜିଥିବା ଏହି ଦିବ୍ୟାଙ୍ଗଙ୍କ ପରିଶ୍ରମ ଦେଖିଲେ ଆଖିରେ ଆସିବ ଲୁହ…

ଅନେକେ ଗୋଡ଼ ଥାଇ ବି ପରିଶ୍ରମ କରିବାକୁ କୁଣ୍ଠାବୋଧ କରନ୍ତି। ହେଲେ ଜଣେ ଦିବ୍ୟାଙ୍ଗ ଗୋଡ଼ ନ ଥାଇ ବି ଆଶାବାଡ଼ି ସାହାଯ୍ୟରେ ମଜୁରି ଲାଗି ସମସ୍ତଙ୍କ ହୃଦୟ ଜିତିଛନ୍ତି। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବା ପରେ…

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ଜଷ୍ଟ ଲୁକିଂ ଲାଇକ୍‌ ଏ ଓ୍ବାଓ’, ଜାଣନ୍ତୁ କିଏ ଆରମ୍ଭ କରିଥିଲେ…

ସୋସିଆଲ ମିଡିଆରେ ଆଜିକାଲି ‘ଜଷ୍ଟ ଲୁକିଂ ଲାଇକ୍‌ ଏ ଓ୍ବାଓ’ର ଟ୍ରେଣ୍ଡ ଚାଲିଛି। କଳାକାରଙ୍କଠାରୁ ଆରମ୍ଭ କରି କ୍ରିକେଟରମାନେ ଏଥିରେ ରିଲ୍ସ କରି ନିଜ ଆକାଉଣ୍ଟରେ ଶେୟାର କରୁଛନ୍ତି। ହେଲେ ହଠାତ୍‌ ଏହି ଟ୍ରେଣ୍ଡ କେଉଁଠୁ ଆସିଲା ଏବଂ କିଏ ଆରମ୍ଭ…

ପାଣି ବଦଳରେ ପେଟଭର୍ତ୍ତି ମଦ ପିଇଦେଲା ମୂଷା, ପରେ ଯାହା ହେଲା ଦେଖିଲେ ରୋକି ପାରିବେନି ହସ…

ସୋସିଆଲ ମିଡିଆରେ ପ୍ରତ୍ୟହ କିଛି ନା କିଛି ମଜାଦାର ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ହସ ରୋକି ହୁଏନା। ଏବେ ସେଭଳି ଏକ ଜବରଦସ୍ତ ଭିଡିଓ ସାମ୍ନାକୁ ଆସିବା ପରେ ବେଶ ଭାଇରାଲ ହେଉଛି। ଭିଡିଓରେ ଏକ ମୂଷା ଦୋକାନକୁ…

ମୁକେଶ ଅମ୍ବାନୀଙ୍କୁ ମିଳିଛି ୫୫ ଯବାନଙ୍କ ଅଭେଦ୍ୟ ସୁରକ୍ଷା କବଚ, ମାସକୁ ଗଣନ୍ତି ମୋଟା ଅଙ୍କର ଟଙ୍କା

ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ପୁଣିଥରେ ଜୀବନରୁ ମାରି ଦେବାକୁ ଧମକ ମିଳିଛି। ଏକ ଇ-ମେଲ ଜରିଆରେ ତାଙ୍କୁ ଏହି ଧମକ ମିଳିଛି। ଇ-ମେଲ ପ୍ରେରକ ତାଙ୍କଠାରୁ ୨୦ କୋଟି ଟଙ୍କା ଦାବି କରିଛନ୍ତି। ପୂର୍ବରୁ ଅମ୍ବାନୀଙ୍କ ଘର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri