ଅନଲାଇନ୍ରେ ଗ୍ରୋସରୀ ସାମଗ୍ରୀ ମଗାଇଥିଲେ ବ୍ୟକ୍ତି; ପ୍ୟାକେଟ୍ ଭର୍ତ୍ତି ମଳ ପଠାଇଲା କମ୍ପାନୀ; ପୁରା ଘଟଣା ଜାଣିଲେ…
ଆଜିକାଲି ସମୟରେ ଅନଲାଇନରେ ସାମଗ୍ରୀ କିଣିବା ସାଧାରଣ କଥା। ହେଲେ ଅନେକ ଥର ମଗାଇଥିବା ସାମଗ୍ରୀ ବଦଳରେ ଭିନ୍ନ ଜିନିଷ ହସ୍ତଗତ ହୋଇଥାଏ। ଏହାର ଅନେକ ନଜିର ରହିଛି। ଏବେ ବ୍ରିଟେନରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ଜାଣିଲେ…
କେଇ ମିନିଟ୍ରେ କରିପାରିବେ ଜହ୍ନର ପରିକ୍ରମା, ଗୁଗୁଲ୍କୁ ଯାଇ ସର୍ଚ୍ଚ କରନ୍ତୁ…
ସମସ୍ତେ ଜହ୍ନକୁ ଯିବାକୁ ସ୍ବପ୍ନ ଦେଖିଥାନ୍ତି। ହେଲେ ଏହା ସମ୍ଭବପର ନୁହେଁ। ଆଜି ଆମେ ଆପଣଙ୍କୁ ଏଭଳି କୌଶଳ ବିଷୟରେ କହିବୁ, ଯାହାଦ୍ୱାରା ଘରେ ବସି ଜହ୍ନର ପରିକ୍ରମା କରିହେବ। ଆଶ୍ଚର୍ଯ୍ୟ ହେଉଛନ୍ତି କି। ବାସ୍ତବରେ ଏହା ସମ୍ଭବ। ଏଥିଲାଗି ଗୁଗୁଲ୍…
ଏଠାରେ ହିଁ ଶେଷ ହୋଇଛି ଦୁନିଆ! ଆଉ ଆଗକୁ ରାସ୍ତା ନାହିଁ…
ବେଳେବେଳେ ମନରେ ପ୍ରଶ୍ନ ଉଠେ ଯେ ପୃଥିବୀର ଶେଷ କେଉଁଠି। ହେଲେ ଅନେକଙ୍କୁ ସେ ବିଷୟରେ ଜ୍ଞାନ ନ ଥାଏ। ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବୁ। ଇ-୬୯ ରାଜପଥ ଦୁନିଆର ଅନ୍ତିମ ସଡ଼କ ବୋଲି କୁହଯାଏ। ଏହା ୟୁରୋପୀୟ…
ଟ୍ୟୁଶନରୁ ହୋଇଥିଲା ମୋ ପ୍ରଥମ ରୋଜଗାର: ଲେଖିକା ଡା. ସୁରଭି ଭଟ୍ଟ
ପୁରୀରେ ନିଜ ଘର। ପୁରୀ ପୋଲିସ୍ ହାଇସ୍କୁଲ୍ରୁ ମାଟ୍ରିକ୍ ପାସ୍ କରିବା ପରେ ଏସ୍.ସି.ଏସ୍ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢିଲି। ଏହି ସମୟରେ ମୁଁ ୫ଟି ପିଲାଙ୍କୁ ଟ୍ୟୁଶନ କରିବା ଆରମ୍ଭ କଲି କେବଳ ନିଜର ପଢା ଅଭ୍ୟାସକୁ ଜାରି…
ଏହି ଛୋଟ ପିଲାକୁ ଚାଇନାର ଏତେ ଡର ଯେ କରିନେଇଥିଲା ଅପହରଣ, ଏଯାଏ ମିଳୁନି ପତ୍ତା
ଚାଇନା ବିଶ୍ୱର ସର୍ବାଧିକ ଜନବହୁଳ ଦେଶ। ଏହାର ରାଷ୍ଟ୍ରପତି ଜି ଜିନପିଙ୍ଗ ସର୍ବଦା ଦାଦାଗିରି କରୁଥିବା ଦେଖିବାକୁ ମିଳେ। ହେଲେ ବିଗତ ଦିନରେ ଜଣେ ଛୋଟ ପିଲାକୁ ସରକାର ଏଭଳି ଡରିଗଲେ ଯେ ତାକୁ ଅପହରଣ କରି ଗାଏବ କରିଦେଇଛନ୍ତି। ୮…
ଦୁନିଆର ଏକମାତ୍ର ସମୁଦ୍ର ଯେଉଁଠି କେବେ ହେଲେ ବୁଡେ ନାହିଁ ମଣିଷ, ଚମତ୍କାର ବୋଲି କୁହନ୍ତି ଅନେକେ…
ଦୁନିଆ ଅନେକେ ବିସ୍ମୟକର ଜିନିଷରେ ପରିପୂର୍ଣ୍ଣ, ଯାହା ବିଷୟରେ ଜାଣିଲେ ସହଜରେ ବିଶ୍ୱାସ କରିହୁଏନା। ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ଚମତ୍କାରୀ ସ୍ଥାନ ବିଷୟରେ କହିବାକୁ ଯାଉଛୁ। ସେଇଟି ହେଲା ଏକ ସମୁଦ୍ର ଯେଉଁଠି ମଣିଷ କେବେହେଲେ ବୁଡ଼ି ନ…
ସବୁଠୁ ସରୁ ହୋଟେଲ ‘ପିଟୁରୁମ୍ସ’: ୯ ଫୁଟ ଚଉଡ଼ା, ଡିଜାଇନ ଅଲଗା
ଜାକର୍ତ୍ତା: ବାହାର ଲୋକଙ୍କ ରହଣି ପାଇଁ ଅନେକ ହୋଟେଲ ରହିଛି। ସବୁଗୁଡ଼ିକ ଆକାରରେ ଭିନ୍ନ ହୋଇଥାଏ। ତେବେ ଇଣ୍ଡୋନେସିଆ ସେଣ୍ଟ୍ରାଲ ଜାୱାର ସାଲାଟିଗା ସହରରେ ଏପରି ଏକ ହୋଟେଲ ଅଛି, ଯାହା ସବୁଠୁ ସରୁ। ଏହାକୁ ଦୁନିଆର ସବୁଠୁ ସରୁ ହୋଟେଲ…
ଭିକାରୀଙ୍କ ପାଖରେ ଆଇଫୋନ୍ ଦେଖି ଚମକି ପଡ଼ିଲେ ଯୁବତୀ, ପଚାରିବାରୁ କହିଲେ- ଏଇଟା କୋଉ ବଡ଼ କଥା, ଘରେ ସମସ୍ତଙ୍କର ଅଛି
ମାଗୁଛନ୍ତି ଭିକ, ହେଲେ ହାତରେ ଧରିଛନ୍ତି ହଜାର ହଜାର ଟଙ୍କାର ଆଇଫୋନ୍। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚାର ପରିସରକୁ ଆସିଛି। ଭିଡିଓରେ ଜଣେ ଯୁବତୀ ଭିକାରୀମାନଙ୍କ ଏକ ଦଳ ନିକଟରେ ପହଞ୍ଚି ତାଙ୍କୁ କିଛି…
ପାଣି ପିଉଥିବା ବେଳେ ଜିରାଫ ଉପରେ କୁଦି ପଡ଼ିଲେ ୨୦ ସିଂହ, ଭିଡିଓ ଦେଖିଲେ ଟାଙ୍କୁରୀ ଉଠିବ ଲୋମ…
ଜଙ୍ଗଲର ରାଜା ହେଉଛି ସିଂହ। ଥରେ ଏହା ହାବୁଡ଼ରେ ଯିଏ ପଡ଼ିଛି ସେ ବର୍ତ୍ତିବା କଷ୍ଟକର। ଶିକାର ଲାଗି ଜଙ୍ଗଲରେ ଅନ୍ୟ ଜୀବଜନ୍ତୁଙ୍କ ସହ ସିଂହର ଲଢ଼େଇ ହେବା ସାଧାରଣ କଥା। ହେଲେ କିଛି ଏଭଳି ପ୍ରାଣୀ ଥାନ୍ତି ଯିଏ ଭାଗ୍ୟ…
ଆକ୍ଟିଭା ନା କଏନ ସ୍କୁଟର, ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ଦେଖି ଚକିତ ହେଉଛନ୍ତି ଲୋକେ…
ଆକ୍ଟିଭା ନା କଏନ ସ୍କୁଟର। ଜଣେ ବ୍ୟକ୍ତିଙ୍କ ଗାଡ଼ି ଦେଖିବା ପରେ ଏଭଳି କିଛି ପ୍ରତିକ୍ରିୟା ଦେଉଛନ୍ତି ବ୍ୟବହାରକାରୀ। ଇଣ୍ଟରନେଟରେ ଏହାର ଭିଡିଓ ମଧ୍ୟ ଭାଇରାଲ ହେଉଛି ଯାହାକୁ ଦେଖି ସମସ୍ତେ ଚକିତ ହେଉଛନ୍ତି। ଭିଡିଓ ଦେଖି କିଛି ତାଙ୍କ ପ୍ରଶଂସା…
ଗାଈକୁ ବାଇକ୍ରେ ବସାଇ ବୁଲି ବାହାରିଛନ୍ତି ବ୍ୟକ୍ତି, ସତେଯେପରି କୁନି ପିଲା; ଭିଡିଓ ଦେଖିଲେ ମୁଣ୍ଡରେ ଦେବେ ହାତ…
ଆଜିକାଲିର ସମୟରେ ସୋସିଆଲ ମିଡିଆ ଏଭଳି ଏକ ପ୍ଲାଟଫର୍ମ ପାଲଟିଛି, ଯେଉଁଠାରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଥାଏ। ସେଥିରୁ କିଛି ଭିଡିଓ ମଜାଦାର ହୋଇଥିବା ବେଳେ ଆଉ କିଛିକୁ ବିଶ୍ୱାସ କରିହୁଏନା। ଏହି କ୍ରମରେ ଏବେ ଏକ…
ଶିଳରେ ବାଟୁଥିଲେ ମା’; କଷ୍ଟ ଦେଖି କୁମ୍ପି ଭାଙ୍ଗି ଧନତେରସରେ ଗ୍ରାଇଣ୍ଡର ଉପହାର ଦେଲେ କୁନି ଝିଅ
ପ୍ରେମଚନ୍ଦଙ୍କ କାହାଣୀ ‘ଇଦ୍ଗାହ’ ନିଜର ସାରକଥାକୁ ନେଇ ଆଜିବି ଜନମାନସରେ ଲୋକପ୍ରିୟ ହୋଇ ରହିଛି। ଯେବେ ବି କେହି ଏହି କାହାଣୀ ପଢ଼େ, ହୃଦୟକୁ ଛୁଇଁଯାଏ। ଏହି କାହାଣୀରେ ଜଣେ ପୁଅ ନିଜ ମା’ଙ୍କୁ ଉପହାର ଦେବାକୁ ଏକ ଚିମୁଟା ଦେଇଥିଲେ।…
Archives


