ଓ୍ବାଙ୍ଖଡେର ମାହୋଲକୁ ବେକ୍ହାମଙ୍କ ପ୍ରଶଂସା, ବିରାଟଙ୍କ ଲୋକପ୍ରିୟତା ଦେଖି ବିମୋହିତ
ମୁମ୍ବାଇ,୧୬ା୧୧(ପି.ଟି.) ଇଂଲଣ୍ଡ ଫୁଟ୍ବଲ ତାରକା ଡେଭିଡ୍ ବେକ୍ହାମ ପ୍ରଥମ ଥର ଭାରତ ଗସ୍ତରେ ରହିଥିବା ବେଳେ ଦିନିକିଆ କ୍ରିକେଟ ବିଶ୍ୱକପ୍ ୨୦୨୩ର ପ୍ରଥମ ସେମିଫାଇନାଲ ଦେଖିଥିଲେ। ଏହାର ଗୋଟିଏ ଦିନ ପରେ ବିସିସିଆଇ ପକ୍ଷରୁ ବେକ୍ହାମଙ୍କ ଏକ ଭିଡିଓ ରିଲିଜ୍ କରାଯାଇଛି।…
ଗୁଜୁରାଟ ରାସ୍ତାରେ ପିଲାମାନଙ୍କ ସହିତ କ୍ରିକେଟ୍ ଖେଳିଲେ ଡେଭିଡ ବେକହମ୍, ଫଟୋ ଭାଇରାଲ୍
ନୂଆଦିଲ୍ଲୀ, ୧୫।୧୧ : ଇଂଲଣ୍ଡର ପୂର୍ବତନ ଫୁଟବଲର୍ ଡେଭିଡ୍ ବେକହମ୍ ବର୍ତମାନ ଭାରତରେ ଅଛନ୍ତି ଏବଂ ନିକଟରେ ଗୁଜରାଟରେ ପିଲାମାନଙ୍କ ସହିତ ଗଲି କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳିଛି। ୪୮ ବର୍ଷୀୟ ବେକହମ୍ ତିନି ଦିନ ଧରି ଭାରତରେ ଅଛନ୍ତି ଏବଂ…
ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍ ଦେଖିବାକୁ ଆସିବେ ଫୁଟବଲ ଲିଜେଣ୍ଡ ଡେଭିଡ ବେକହାମ୍
ନୂଆଦିଲ୍ଲୀ, ୧୪।୧୧: ଚାଲିଥିବା ଦିନିକିଆ କ୍ରିକେଟ ବିଶ୍ୱକପ ବିଶ୍ୱର ବଡ ଫୁଟବଲ ଖେଳାଳିଙ୍କୁ ମଧ୍ୟ ଆକର୍ଷିତ କଲାଣି। ଇଂଲଣ୍ଡ ଫୁଟବଲ ଟିମର ପୂର୍ବତନ ଅଧିନାୟକ ଡେଭିଡ ବେକହାମ୍ ୧୫ ତାରିଖରେ ମୁମ୍ବାଇର ଷ୍ଟାଡିୟମରେ ଭାରତ ବନାମ ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ ଦେଖିବାକୁ…

