ରୋହିତଙ୍କ ପାଖରେ ବଡ଼ ସୁଯୋଗ, ଏତିକି ରନ୍ରେ ପଛରେ ପଡ଼ିବେ ଜୋ ରୁଟ୍
ନୂଆଦିଲ୍ଲୀ, ୧୮।୦୮: ଭାରତ ଏବଂ ବାଂଲାଦେଶ ମଧ୍ୟରେ ସେପ୍ଟେମ଼୍ବରରେ ଦୁଇଟି ଟେଷ୍ଟ୍ ମ୍ୟାଚ୍ ହେବାକୁ ଯାଉଛି । ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ସେପ୍ଟେମ୍ବର ୧୯ ରୁ ଆରମ୍ଭ ହେବ । ଏହି ଦୁଇ ଟେଷ୍ଟ ମ୍ୟାଚ ବିଶ୍ୱ ଟେଷ୍ଟ…
ଦିନେ ଥିଲେ ଟିମ୍ର କ୍ୟାପ୍ଟେନ୍, ହେଲେ ଆଜି ସବୁ ଫର୍ମାଟ୍ରୁ ବ୍ୟାନ୍ କଲା କ୍ରିକେଟ୍ ବୋର୍ଡ
ନୂଆଦିଲ୍ଲୀ, ୧୭।୦୮: ଜଣେ ଅନୁଭବୀ ୱିକେଟ୍ କିପର ଭାବେ ଜଣାଶୁଣା ନିରୋଶନ ଡିକ୍ୱେଲା । ହେଲେ ତାଙ୍କ ଉପରେ ଏବେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ । ନିକଟରେ ଶେଷ ହୋଇଥିବା ଲଙ୍କା ପ୍ରିମିୟର ଲିଗ୍ ୨୦୨୪ରେ ଏହି…
ଭାରତୀୟ ଟିମ୍କୁ ପୁଣି ଫେରିବେ କି ଇଶାନ୍ କିଶନ୍? ଘରୋଇ କ୍ରିକେଟ୍ରେ ଦମ୍ଦାର ପ୍ରଦର୍ଶନ
ନୂଆଦିଲ୍ଲୀ, ୧୬।୦୮: ଭାରତୀୟ କ୍ରିକେଟ୍ ଟିମ୍ରୁ ବର୍ତ୍ତମାନ ପାଇଁ ବାଦ୍ ପଡ଼ିଥିବା ୱିକେଟ୍ କିପର ଇଶାନ୍ କିଶନ୍ ଘରୋଇ କ୍ରିକେଟ୍ରେ ଜବରଦସ୍ତ ଫର୍ମରେ ଥିବା ଦେଖିବାକୁ ମିଳୁଛି । ବୁଚି ବାବୁ ଟୁର୍ଣ୍ଣାମେଣ୍ଟରେ ଝାଡ଼ଖଣ୍ଡର କ୍ୟାପ୍ଟେନ୍ ଦ଼୍ବାୟିତ଼୍ବରେ ଥିବା ଇଶାନ୍ ୱିକେଟ୍…
ସର୍ଫରାଜ ଖାନ୍ଙ୍କ ଅଧିନାୟକତ଼୍ବରେ ଖେଳିବେ ଶ୍ରେୟାସ ଆୟାର ଏବଂ ସୂର୍ଯ୍ୟକୁମାର
ନୂଆଦିଲ୍ଲୀ, ୧୪।୦୮: ଭାରତୀୟ କ୍ରିକେଟ୍ ଟିମ୍ ଆଗାମୀ ଗୋଟିଏ ମାସ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ ନାହିଁ । ଏହି କାରଣରୁ ଟିମ୍ର ସମସ୍ତ ବରିଷ୍ଠ ଖେଳାଳି ଘରୋଇ ମ୍ୟାଚ୍ ଖେଳିବେ । ରୋହିତ ଶର୍ମା ଏବଂ ବିରାଟ କୋହଲି…
ବାଂଲାଦେଶ ବିପକ୍ଷରେ ଖେଳିବ ଭାରତ, ଜାଣନ୍ତୁ କେବେ କେବେ ରହିଛି ମ୍ୟାଚ୍
ନୂଆଦିଲ୍ଲୀ, ୧୧।୦୮: ଭାରତୀୟ କ୍ରିକେଟ୍ ଟିମ୍ ନିକଟରେ ଶ୍ରୀଲଙ୍କା ବିପକ୍ଷ ସିରିଜ୍ ଶେଷ କରିଛି। ଟି-୨୦ ସିରିଜ୍ ୩-୦ରେ ବିଜୟ ପରେ ୱାନ୍ଡେ ସିରିଜ୍ରେ ୦-୨ରେ ଶ୍ରୀଲଙ୍କା ଠାରୁ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ । ବର୍ତ୍ତମାନ ଗୋଟିଏ ମାସ ପର୍ଯ୍ୟନତ…
ହକି ଖେଳାଳିଙ୍କ ସହ ଫୋନ୍ରେ କଥା ହେଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଆସିବା ପାଇଁ କଲେ ନିମନ୍ତ୍ରଣ
ଭୁବନେଶ୍ୱର,୯ା୮: ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ପେନ୍ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରି ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ପାଇଥିବାରୁ ଅଧିନାୟକ ହରମନପ୍ରୀତ ସିଂହ, ପ୍ରଶିକ୍ଷକ କ୍ରେଗ୍ ଫଲଟନ, ସମସ୍ତ ଖେଳାଳି ଓ ସହାୟକ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି…
ସିରିଜ୍ ହାରିବା ପରେ ବି ୱାନ୍ଡେରେ କମାଲ୍ କରିଛନ୍ତି ରୋହିତ୍, ଏହି ଲିଷ୍ଟ୍ରେ ସବୁଠାରୁ ଆଗରେ…
ନୂଆଦିଲ୍ଲୀ, ୦୮।୦୮: ଶ୍ରୀଲଙ୍କାରେ ଖେଳାଯାଇଥିବା ୱାନ୍ଡେ ସିରିଜ୍ରେ ଭାରତର ଶୋଚନୀୟ ପରାଜୟ ହୋଇଛି । ଶ୍ରୀଲଙ୍କା ଏହି ସିରିଜ୍କୁ ୨-୦ ରେ ପୋଛି ନେଇଛି । ପ୍ରଥମ ମ୍ୟାଚ୍ ଟାଇ ରହିଥିବା ବେଳେ ଦ଼୍ବିତୀୟ ମ୍ୟାଚ୍ ୩୨ ରନ୍ରେ ଏବଂ ତୃତୀୟ…
ଋଷଭ ପନ୍ତଙ୍କ ବଡ଼ ଘୋଷଣା, ନୀରଜ ସ଼୍ବର୍ଣ୍ଣ ପଦକ ଜିତିଲେ ଦେବେ…
ନୂଆଦିଲ୍ଲୀ, ୦୭।୦୮: ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା କମାଲ୍ ପ୍ରଦର୍ଶନ କରିଛନ୍ତି । ଅଲିମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟରେ ସେ ପ୍ରଥମ ପ୍ରୟାସରେ ହିଁ ମେଡାଲ୍ ଇଭେଣ୍ଟରେ ସ୍ଥାନ ପକ୍କା କରିଛନ୍ତି । ଯୋଗ୍ୟତା ପର୍ଯ୍ୟାୟରେ ସେ…
ରୋହିତଙ୍କ ପାଖରେ ବଡ଼ ସୁଯୋଗ, ଭାଙ୍ଗି ପାରନ୍ତି କ୍ରିସ୍ ଗେଲ୍ଙ୍କ ରେକର୍ଡ
ନୂଆଦିଲ୍ଲୀ, ୦୭।୦୮: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ୱାନ୍ଡେ ସିରିଜ୍ର ଆଜି ଶେଷ ଦିନ ଅର୍ଥାତ ଆଜି ଶେଷ ମ୍ୟାଚ୍ । ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଟାଇ ହୋଇଯାଇଥିଲା । ଦ଼୍ବିତୀୟ ମ୍ୟାଚ୍ ୩୨ ରନ୍ରେ ଶ୍ରୀଲଙ୍କା ବିଜୟୀ…
ରିଷଭ ପନ୍ତଙ୍କ ବଦଳରେ ଖେଳିବେ କେ.ଏଲ୍ ରାହୁଲ, ରିୟାନ ପରାଗଙ୍କୁ ମିଳିଲାନି ସ୍ଥାନ
ନୂଆଦିଲ୍ଲୀ, ୦୨।୦୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ୱାନ୍ଡେ ସିରିଜ୍ର ପ୍ରଥମ ମ୍ୟାଟ୍ କିଛି ସମୟ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ଟି-୨୦ ବିଶ଼୍ବକପ୍ ପରେ ରୋହିତ ଶର୍ମା ଟିମ୍କୁ ଫେରିଛନ୍ତି । ଏଥି ସହିତ ଗୌତମ…
ବର୍ଷା ଧୋଇନେବ କି ଭାରତ-ଶ୍ରୀଲଙ୍କା ମ୍ୟାଚ୍ ? ଜାଣନ୍ତୁ କେମିତି ରହିଛି ପାଣିପାଗ
ନୂଆଦିଲ୍ଲୀ, ୦୨।୦୮: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ଼୍ବରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜୁ ଭାରତ ୩-୦ ରେ ନିଜ ନାମରେ କରିଛି । ଏହି ସିରିଜ ପରେ ରୋହିତ ଶର୍ମାଙ୍କ ଅଧିନାୟକତ଼୍ବରେ ଆଜି ଭାରତୀୟ ଦଳ ୩ ମ୍ୟାଚ୍ ବିଶିଷ୍ଟ ୱାନ୍ଡେ ସିରିଜ୍…
ଗମ୍ଭୀରଙ୍କ ଗୋଟିଏ ନିଷ୍ପତ୍ତି ଭାରତକୁ ଦେଲା ପ୍ରଥମ କ୍ଲିନ୍ ସୁଇପ୍ ସିରିଜ୍ ବିଜୟ
ନୂଆଦିଲ୍ଲୀ, ୩୧।୦୭: ନୂଆକରି ଭାରତୀୟ କ୍ରିକେଟ୍ ଟିମ୍ର କୋଚ୍ ହୋଇଥିବା ଗୌତମ ଗମ୍ଭୀର ପ୍ରଥମ ଅନ୍ତର୍ଜାତୀୟ ସିରିଜ୍ ବିଜୟରେ ସଫଳ ହୋଇଛନ୍ତି । ସିରିଜ୍ର ଶେଷ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଏକ ନିଶ୍ଚିତ ପରଜାୟରୁ ଅଳ୍ପକେ ବର୍ତ୍ତି ରୋମାଞ୍ଚକର ବିଜୟ ହାସଲ…
Archives


