Tag Archives: Cricket News

ହଠାତ୍‌ କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ,୬।୬: ଭାରତୀୟ କ୍ରିକେଟର ପୀୟୁଷ ଚାୱଲା ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଗତ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ। ସେ IPL 2025 ନିଲାମରେ ମଧ୍ୟ ନିଜର ନାମ ଦେଇଥିଲେ କିନ୍ତୁ ବିକ୍ରି ହୋଇ ନ…

IPLରେ ବଡ଼ କାରନାମା କଲେ ରୋହିତ ଶର୍ମା: ବିସ୍ଫୋରକ ବ୍ୟାଟିଂ ଜରିଆରେ…

ନୂଆଦିଲ୍ଲୀ,୩୧।୫: IPL 2025ର ରୋମାଞ୍ଚକର ଏଲିମିନେଟର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଅଭିଜ୍ଞ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ଏହି ସିଜିନ ରୋହିତଙ୍କ ପାଇଁ ଏପର୍ଯ୍ୟନ୍ତ ବହୁତ ଭଲ ରହିଛି ଏବଂ ଏବେ ସେ ତାଙ୍କ ଦଳକୁ…

ଫାଇନାଲ ଯିବ କି RCB? ଏହି ସଂଯୋଗ କହୁଛି….

ନୂଆଦିଲ୍ଲୀ,୨୯।୫: ପ୍ରଥମ ସିଜିନ୍‌ର ପ୍ରଥମ IPL ଟ୍ରଫି ପାଇଁ ଅପେକ୍ଷା କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ୧୮ତମ ସିଜିନ୍‌ରେ ଶେଷ ହେବ ବୋଲି ସମସ୍ତ ପ୍ରଶଂସକ ଆଶା କରୁଛନ୍ତି। ଏହାର ସବୁଠାରୁ ବଡ଼ କାରଣ ହେଉଛି ଚଳିତ ସିଜିନ୍‌ରେ ପଡ଼ିଆରେ…

ଟି-୨୦ ବଡ଼ କାରନାମା କଲେ ବିରାଟ କୋହଲି: ବାବର ଆଜମଙ୍କୁ ପଛରେ ପକାଇଲେ

ବେଙ୍ଗାଲୁରୁ,୨୫।୪:ଆଇପିଏଲ ୨୦୨୫ର ୪୨ତମ ମ୍ୟାଚ ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ RCB ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୦୫ ରନ କରିଥିଲା। ବିରାଟ କୋହଲି…

କୋଲକାତାର ମହାବିଜୟ, ୮ ଉଇକେଟରେ ହାରିଗଲା ଚେନ୍ନାଇ

ଚେନ୍ନାଇ, ୧୧।୪-ଅଧିନାୟକ ପରିବର୍ତ୍ତନ ହେଲେ ହେଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳର ଭାଗ୍ୟ ପରିବର୍ତ୍ତନ ହୋଇନାହିଁ। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦଳ ଖରାପ ପ୍ରଦର୍ଶନ ଜାରି ରଖି କ୍ରମାଗତ ୫ମ ପରାଜୟ ବରଣ କରିଛି। ଆହତ ଋତୁରାଜ…

IPL 2025 ମଝିରେ ୩୩,୫୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକଙ୍କୁ ଭେଟିଲେ ପାଣ୍ଡ୍ୟା-ରୋହିତ

ଦୁବାଇ,୧୦।୪: ମୁମ୍ବାଇ ଇଣ୍ଡିଆନ୍ସ ପାଇଁ IPL 2025 ସିଜିନ ଭଲ ଚାଲିନାହିଁ। ଦଳ ଏପର୍ଯ୍ୟନ୍ତ ଖେଳାଯାଇଥିବା ୫ଟି ମ୍ୟାଚ ମଧ୍ୟରୁ ୪ରେ ପରାସ୍ତ ହୋଇଛି ଏବଂ ପଏଣ୍ଟ ଟେବୁଲରେ ଅଷ୍ଟମ ସ୍ଥାନରେ ଅଛି। IPL ମଝିରେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ…

ମୁମ୍ବାଇ ଦଳର ମାଲିକାଣୀ ହେଲେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା

ମୁମ୍ବାଇ,୪।୪: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ମୁମ୍ବାଇ ଦଳକୁ କିଣିଛନ୍ତି। ତେନ୍ଦୁଲକର ଗ୍ଲୋବାଲ ଇ-କ୍ରିକେଟ ପ୍ରିମିୟର ଲିଗ (GEPL)ରେ ମୁମ୍ବାଇ ଦଳର ମାଲିକାନା ହାସଲ କରିଛନ୍ତି। GEPLକୁ ବିଶ୍ୱର ସବୁଠାରୁ ବଡ଼ ଇ-କ୍ରିକେଟ ଲିଗ ମଧ୍ୟରୁ ଗୋଟିଏ…

ଶିବଙ୍କ ଭକ୍ତିରେ ଲୀନ ବାଂଲାଦେଶ କ୍ରିକେଟର୍‌: ଚାରିଆଡ଼େ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୩।୪: ଆଜିକାଲି ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ IPL 2025ର ଉତ୍ସାହ ଦେଖିବାକୁ ମିଳୁଛି। କିନ୍ତୁ ବିଶ୍ୱର ଅନେକ ଶ୍ରେଷ୍ଠ କ୍ରିକେଟର ଏହି ଲିଗରେ ଖେଳୁନାହାଁନ୍ତି। ସେମାନଙ୍କ ମଧ୍ୟରେ ଗୋଟିଏ ବଡ଼ ନାମ ହେଉଛି ବାଂଲାଦେଶର ଉଇକେଟକିପର ବ୍ୟାଟସମ୍ୟାନ ଲିଟନ…

ଝଡ଼ ନୁହେଁ, ସୁନାମି: ଦିନିକିଆ ମ୍ୟାଚ୍‌ରେ ରନ୍‌ ବର୍ଷା କଲେ ଏହି ବ୍ୟାଟସମ୍ୟାନ, ୪୦୪ ରନର ଇନିଂସ ଖେଳି ରଚିଲେ ଇତିହାସ

ଢାକା,୧୯।୩: କ୍ୟାମ୍ବ୍ରିଆନ ସ୍କୁଲ ଆଣ୍ଡ କଲେଜ ପାଇଁ ଖେଳୁଥିବା ମୁସ୍ତାକିମ ହାଉଲାଡାର ଇତିହାସ ରଚିଛନ୍ତି। ଦିନିକିଆ ମ୍ୟାଚରେ ସେ ୪୦୪ ରନ କରି ଅନେକ ରେକର୍ଡ ଭାଙ୍ଗିଛନ୍ତି। ଅପରାଜିତ ୪୦୪ ରନରେ ସେ ୫୦ ଚୌକା ଓ ୨୨ ଛକା ମାରିଥିଲେ।…

ହଠାତ୍‌ କ୍ରିକେଟ୍‌ ପଡ଼ିଆରେ ଟଳିପଡ଼ିଲେ କ୍ରିକେଟର୍‌: ପାଗ ସାଜିଲା କାଳ

ଆଡିଲେଡ,୧୭।୩: ଦକ୍ଷିଣ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଏକ କ୍ଲବ କ୍ରିକେଟ ମ୍ୟାଚ ସମୟରେ ଅତ୍ୟଧିକ ଗରମ ଯୋଗୁ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ଜୁନୈଦ ଜାଫର ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ତାଙ୍କ ଜୀବନ ବଞ୍ଚାଯାଇପାରି ନ ଥିଲା। ଆଡିଲେଡର…

ଏ କ’ଣ କରିଦେଲେ ବିରାଟ କୋହଲି…ତାଙ୍କ ଆଗରେ ବଲିଉଡ୍‌ ଅଭିନେତା ଫେଲ୍‌

ନାଗପୁର,୪।୨: ବିରାଟ କୋହଲି କ୍ରିକେଟ ପଡ଼ିଆରେ ରନ ସଂଗ୍ରହ କରୁନାହାନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଗତ ବର୍ଷ ତାଙ୍କ ପାଇଁ ଭଲ ଚାଲି ନ ଥିଲା ଏବଂ ଏବେ ରଣଜୀ ଟ୍ରଫିରେ ସେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ବେଳେ ମାତ୍ର ୬ ରନ…

ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କଲା ବିସିସିଆଇ

ନୂଆଦିଲ୍ଲୀ,୩।୧: ଭାରତ ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ଉଇକେଟରେ ପରାସ୍ତ କରି ଟିମ ଇଣ୍ଡିଆ ଇତିହାସ ରଚିଛି। ପ୍ରାୟ ୭ ମାସ ପୂର୍ବେ, ଭାରତର ପୁରୁଷ ସିନିୟର ଦଳ ୨୦୨୪…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri