ସୋସିଆଲ ମିଡିଆ ପ୍ରେମ; କଟକରୁ କଲେଜ ଛାତ୍ରୀଙ୍କୁ ନେଇ ପୁରୀରେ ବଳାତ୍କାର, ମାଷ୍ଟରମାଇଣ୍ଡକୁ ବାନ୍ଧିଲା ପୋଲିସ କଟକ,୧୬।୪(ପ୍ରଭୁକଲ୍ୟାଣ ପାଲ୍): କଟକରୁ କଲେଜ ଛାତ୍ରୀଙ୍କୁ ଅପହରଣ ପରେ ପୁରୀରେ ନେଇ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ଆସିଛି । ସୋସିଆଲ ମିଡିଆରେ ପ୍ରେମ ପରେ ପୁରୀକୁ ନେଇ ବଳାତ୍କାର କରାଯାଇଥିଲା । କଟକର ନାବାଳିକା କଲେଜ ଛାତ୍ରୀଙ୍କୁ ବଳାତ୍କାର ଘଟଣାରେ ଏହି…