ଯାହାଙ୍କୁ ପଦରୁ ହଟାଇଥିଲେ ମମତା ବାନାର୍ଜୀ, ତାଙ୍କୁ କେନ୍ଦ୍ର ସରକାର ଦେଲେ ‘Y’ ସୁରକ୍ଷା କୋଲକାତା,୨୦ା୫: କେନ୍ଦ୍ର ସରକାର କାକୋଲି ଘୋଷ ଦସ୍ତିଦାରଙ୍କୁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ପକ୍ଷରୁ ‘Y’ ବର୍ଗର ସଶସ୍ତ୍ର ସୁରକ୍ଷା ପ୍ରଦାନ କରିଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ଏହି ସୁରକ୍ଷା କଭର ତୁରନ୍ତ ପ୍ରଭାବରୁ କାର୍ଯ୍ୟକାରୀ କରାଯାଇଛି। ଏହି ନିଷ୍ପତ୍ତିକୁ ଏପରି…