ବହୁତ ପଛରେ ପଡ଼ିଯାଇଥିଲେ ମଧ୍ୟ ଜିତିବ ଭାରତ? କ୍ରାଇଷ୍ଟଚର୍ଚ୍ଚ ପଡ଼ିଆରୁ ସାମ୍ନାକୁ ଆସିଲା ଏକ ଆଶ୍ଚର୍ଯ୍ୟଜନକ ପରିସଂଖ୍ୟାନ
ନୂଆଦିଲ୍ଲୀ,୨୯।୧୧: ବର୍ତ୍ତମାନ କ୍ରାଇଷ୍ଟଚର୍ଚ୍ଚରେ ପରିସ୍ଥିତିର ପ୍ରତ୍ୟେକ ଦିଗ ନ୍ୟୁଜିଲ୍ୟାଣ୍ଡ ସପକ୍ଷରେ ଥିବା ପରି ମନେହେଉଛି। ପ୍ରଥମ ଦୁଇ ଦିନ ତୁଳନାରେ ହାଗଲି ଓଭାଲରେ ବ୍ୟାଟିଂ କରିବା ବର୍ତ୍ତମାନ କିଛିଟା ସହଜ ହୋଇଯାଇଛି। ନ୍ୟୁଜିଲ୍ୟାଣ୍ଡ ପାଖରେ ବର୍ତ୍ତମାନ ୨୦୦ରୁ ଅଧିକ ରନର ଅଗ୍ରଣୀ…

