ଯାଜପୁର ଏନ୍ସି କଲେଜ ପ୍ରାର୍ଥୀଙ୍କୁ ଅପହରଣ, ଟାଉନ୍ ଥାନାରେ ଏତଲା ଦେଲେ ବାପା
ଯାଜପୁର,୧୪।୧୦: କଲେଜ ନିର୍ବାଚନକୁ ନେଇ ସାରା ରାଜ୍ୟର ମାହୋଲ ସରଗରମ ରହିଛି। ଏମିତିରେ କିଛି ସ୍ଥାନରୁ ହିଂସା ଘଟୁଥିବା ଖବର ଆସୁଥିବା ବେଳେ ଏବେ ଯାଜପୁରର ଏନ୍ସି କଲେଜରୁ ବଡ଼ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। କଲେଜର ଜଣେ ପ୍ରାର୍ଥୀଙ୍କୁ…

