PM Kisan Yojana: ହୋଇଗଲା ସ୍ପଷ୍ଟ, ଏହି ଦିନ କୃଷକଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା
ନୂଆଦିଲ୍ଲୀ,୨୩।୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି ଅପେକ୍ଷାରେ ଥିବା କୃଷକମାନଙ୍କ ପାଇଁ ଖୁସିଖବର। ହୋଲି ପୂର୍ବରୁ ଆପଣଙ୍କ ଖାତାରେ ୨୦୦୦ ଟଙ୍କା ଜମା ହୋଇଯିବ। ଫେବୃଆରୀ ୨୪ରେ ଏହି ଟଙ୍କା ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର…
Birth Certificateରେ ପରିବର୍ତ୍ତନ କିମ୍ବା ନୂଆ କରିବାକୁ ଚାହୁଁଛନ୍ତି କି? ଡେଡ୍ଲାଇନ୍ ଜାରି କଲେ ସରକାର, ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୨୨।୨: ଜନ୍ମ ପ୍ରମାଣପତ୍ର ଭାରତରେ ଉପଲବ୍ଧ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏ। ଅଧିକାଂଶ ଲୋକ ଭାବନ୍ତି ଯେ ଜନ୍ମ ପ୍ରମାଣପତ୍ର କେବଳ ସ୍କୁଲରେ ଦାଖଲ ପାଇଁ ବ୍ୟବହାର କରାଯାଏ, କିନ୍ତୁ ଏହା ସତ୍ୟ ନୁହେଁ। ଯେକୌଣସି ସରକାରୀ…
PF balance: UAN ନ ଥାଇ ବି ଏଭଳି ଯାଞ୍ଚ କରିପାରିବେ ନିଜର PF ଆକାଉଣ୍ଟ ବାଲାନ୍ସ, ଜାଣନ୍ତୁ ସହଜ ଉପାୟ!
ନୂଆଦିଲ୍ଲୀ,୨୨।୨: ଯଦି ଆପଣଙ୍କର UAN (ୟୁନିଭର୍ସାଲ ଆକାଉଣ୍ଟ ନମ୍ବର) ନାହିଁ ଏବଂ ଆପଣ ଆପଣଙ୍କର EPF ବାଲାନ୍ସ ଜାଣିବାକୁ ଚାହୁଁଛନ୍ତି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। EPFO ଏହାର ସଦସ୍ୟମାନଙ୍କୁ SMS ଏବଂ ମିସ୍ଡ କଲ ମାଧ୍ୟମରେ ବାଲାନ୍ସ…
BMW ଭଳି ବାଇକ୍ ନିର୍ମାଣ କରିଥିବା TVSର ଫୁଲ୍ ଫର୍ମ ଜାଣନ୍ତି କି?
ନୂଆଦିଲ୍ଲୀ,୨୨।୨: ଟିଭିଏସ୍ର ଫୁଲ୍ ଫର୍ମ ହେଉଛି ଥିରୁକ୍କୁରୁଗୁଡ଼ି ଭେଙ୍ଗାରାମ ସୁନ୍ଦରମ୍। ଏହା ଟିିଭିଏସ୍ ସମୂହର ସଂସ୍ଥାପକଙ୍କ ନାମ। ୧୯୧୧ରେ ଏହି କମ୍ପାନୀର ଶୁଭାରମ୍ଭ କରାଯାଇଥିଲା। ପ୍ରଥମେ ଏହା ବସ୍ ସେବା ପ୍ରଦାନ କରୁଥିଲା। ଆରମ୍ଭରୁ TVS ସୁଜୁକି ସହ ଚୁକ୍ତି କରିଥିଲା।…
ଇତିହାସ ପାଲଟିଯିବ Marutiର ଏହି କାର୍, ମାସେ ପରେ ହୋଇଯିବ ବନ୍ଦ!
ନୂଆଦିଲ୍ଲୀ,୨୨।୨: Maruti Suzuki କାର୍ଗୁଡ଼ିକ ଗ୍ରାହକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। କିନ୍ତୁ ଏବେ କମ୍ପାନୀ ଖୁବଶୀଘ୍ର ମଧ୍ୟମ ଆକାରର ସେଡାନ Ciaz ବନ୍ଦ କରିପାରେ। ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ଯାନର ଉତ୍ପାଦନ ମାର୍ଚ୍ଚ ୨୦୨୫ ସୁଦ୍ଧା ବନ୍ଦ…
Teslaରେ ଚାକିରି ଲାଗି ଅନ୍ଲାଇନ୍ରେ ଏଭଳି କରନ୍ତୁ ଆବେଦନ, ଲକ୍ଷରେ ମିଳିବ ଦରମା…
ନୂଆଦିଲ୍ଲୀ,୧୯।୨: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏଲନ ମସ୍କଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଟେସ୍ଲା ବଡ଼ ନିଷ୍ପତ୍ତି ନେଇଛି। ଏପ୍ରିଲରୁ ଟେସ୍ଲା କାର୍ ଭାରତରେ ପ୍ରବେଶ କରିବାକୁ ଯାଉଛି। ମସ୍କଙ୍କ କମ୍ପାନୀ ଟେସଲା ମୋଟର୍ସ ଭାରତୀୟ ଲୋକଙ୍କ ପାଇଁ…
Campa ପିଇବେ ଦୁବାଇବାସୀ! UAEରେ କୋଲ୍ଡ ଡ୍ରିଙ୍କ୍ ବ୍ରାଣ୍ଡ ଲଞ୍ଚ କଲେ ମୁକେଶ ଅମ୍ବାନୀ
ନୂଆଦିଲ୍ଲୀ,୧୮।୨: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (RIL)ର ଏକ ୟୁନିଟ୍ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ ମଙ୍ଗଳବାର ସଂଯୁକ୍ତ ଆରବ ଏମିରେଟ୍ସ (UAE)ରେ ଏହାର ଥଣ୍ଡା ପାନୀୟ ବ୍ରାଣ୍ଡ କାମ୍ପା କୋଲା ଲଞ୍ଚ କରିଛି। ବିଶ୍ୱର ଅଗ୍ରଣୀ ଖାଦ୍ୟ ଏବଂ ପାନୀୟ (F&B)…
Pension Scheme: ସରକାରଙ୍କ ଏହି ବଡ଼ ଯୋଜନାରେ Pension ପାଇପାରିବେ ଶ୍ରମିକ, ଅଳ୍ପ ଟଙ୍କା ନିବେଶ କରି ଲାଭ ଉଠାନ୍ତୁ…
ନୂଆଦିଲ୍ଲୀ,୧୮।୨: କେନ୍ଦ୍ର ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି। ଏବେ ସାରା ଦେଶର ଅସଂଗଠିତ ଶ୍ରମିକଙ୍କ ପାଇଁ ଏକ ବଡ଼ ଖୁସିଖବର ଆସିଛି। ଭାରତରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ଭବିଷ୍ୟତ ସେମାନଙ୍କର ବର୍ତ୍ତମାନର ଆୟ…
Credit Card: କ୍ରେଡିଟ୍ କାର୍ଡ ଉପରେ କେବେ ଏବଂ କିଭଳି ଲଗାଯାଇଥାଏ ସୁଧ? ଜାଣି ରଖନ୍ତୁ ନଚେତ ବଢ଼ିଚାଲିବ ଋଣ…
ନୂଆଦିଲ୍ଲୀ,୧୮।୨: କ୍ରେଡିଟ କାର୍ଡ ଏକ ସୁବିଧାଜନକ ପେମେଣ୍ଟ ପଦ୍ଧତି, ଯାହା ନିଶ୍ଚିତ ଭାବରେ ଆମ ଜୀବନକୁ ସହଜ କରିଛି। ଯଦି ଆପଣ ଋଣ ପରିଶୋଧ କରିବା ସମୟରେ ଦାୟିତ୍ୱର ସହ ଆପଣଙ୍କ କାର୍ଡ ବ୍ୟବହାର କରନ୍ତି ତେବେ ଏହା ଅନେକ ସୁବିଧା…
Jio Coin: ଗୋଟିଏ ଜିଓ କଏନ୍ ବଦଳରେ ମିଳିବ ଏତିକି ଟଙ୍କା! ଏମିତି ରୋଜଗାର କରି ହୁଅନ୍ତୁ ମାଲାମାଲ…
ନୂଆଦିଲ୍ଲୀ,୧୫।୨: Bitcoin ଭଳି ଭାରତରେ ଏବେ Jio Coinକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ମୁକେଶ ଅମ୍ବାନୀଙ୍କ କମ୍ପାନୀ Reliance Jio ର ଏହି କଏନ୍ ବହୁତ ଦିନ ଧରି ‘ହଟ୍ ଟପିକ୍’ ପାଲଟିଛି। ସମସ୍ତଙ୍କ ମନରେ ବାରମ୍ବାର ପ୍ରଶ୍ନ ଉଠୁଛି…
JioHotstar Plans: ଏହା ହେଉଛି ସବୁଠାରୁ ଶସ୍ତା OTT ପ୍ଲାଟଫର୍ମ, ଦିନକୁ ଖର୍ଚ୍ଚ କରିବେ ମାତ୍ର ୧.୬୬ ଟଙ୍କା
ନୂଆଦିଲ୍ଲୀ,୧୪।୨: ଦୁଇଟି ବଡ଼ OTT ପ୍ଲାଟଫର୍ମ Jio Cinema ଏବଂ Disney Plus Hotstar ଏବେ ଗୋଟିଏ ହୋଇଗଲେଣି। JioHotstar ଏକ ସୁଲଭ OTT ପ୍ଲାଟଫର୍ମ ପାଲଟିଛି। ଏହା କହିବା ଭୁଲ ହେବ ନାହିଁ ଯେ Jio ଏବଂ Hotstarର ଏକାଠି…
Dollar bows before Rupee: ଟଙ୍କା ଆଗରେ ମୁଣ୍ଡ ନୁଆଁଇଲା ‘ଡଲାର’, ଏସିଆରେ ଦେଖାଯାଇ ନାହିଁ ଏଭଳି…
ନୂଆଦିଲ୍ଲୀ,୧୩।୨: ଭାରତୀୟ ଟଙ୍କା ଲଗାତାର ତୃତୀୟ ଦିନ ପାଇଁ ଡଲାରଠାରୁ ଉପରକୁ ଉଠିଛି। ଅନ୍ୟ ଏସୀୟ ମୁଦ୍ରା ତୁଳନାରେ, ଟଙ୍କା ସାମ୍ପ୍ରତିକ ସମୟରେ ଡଲାର ତୁଳନାରେ ଅଧିକ ଶକ୍ତି ଦେଖାଇଛି। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ଧାରା ଗୁରୁବାର ମଧ୍ୟ ଦେଖିବାକୁ…
Archives


