Tag Archives: Business

ଏଲ୍‌ଆଇସିର ନୂତନ ଉତ୍ପାଦ ‘ଜୀବନ ଉତ୍ସବ’: ଆଜୀବନ ଗ୍ୟାରେଣ୍ଟିଯୁକ୍ତ ଆୟ ସହ ମିଳିବ…

ନୂଆଦିଲ୍ଲୀ,୧।୧୨: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ନୂତନ ଉତ୍ପାଦ ‘ଜୀବନ ଉତ୍ସବ’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନିଗମର ପାଟନା ଡିଭିଜନ ପକ୍ଷରୁ ଏକ ସ୍ବତନ୍ତ୍ର ଲୋର୍କାପଣ ଉତ୍ସବ ସହ ଏକ ଖବରଦାତା...

ରୟାଲ ଏନ୍‌ଫିଲ୍ଡର ଅଲ୍‌ ନ୍ୟୁ ହିମାଳୟାନ ଉନ୍ମୋଚିତ: ଆକର୍ଷଣୀୟ ଡିଜାଇନିଂ ସହ ରହିଛି…

ନୂଆଦିଲ୍ଲୀ,୧।୧୨: ରୟାଲ ଏନ୍‌ଫିଲ୍ଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ହିମାଳୟାନ’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏପରିକି ଅଧିକ ପାୱାର ଓ ଟର୍କ ସହିତ ଉକ୍ତ ମଡେଲ ରୟାଲ ଏନ୍‌ଫିଲ୍ଡର ପ୍ରଥମ ଲିକ୍ୱିଡ-କୁଲ୍‌ଡ ଇଞ୍ଜିନ୍‌...

ଏହି ଧନୀ ମହିଳାଙ୍କ ଲାଗି ଦେବଦୂତ ପାଲଟିଲେ ନୀତା ଅମ୍ବାନୀ, ଅଭିଯୁକ୍ତ ସ୍ବାମୀ ୧୧,୦୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ

ନୂଆଦିଲ୍ଲୀ,୨୨।୧୧: କୋଟିପତି ବ୍ୟବସାୟୀ ଗୌତମ ସିଙ୍ଘାନିଆ ଏବଂ ତାଙ୍କ ପତ୍ନୀ ନଓ୍ବାଜ ମୋଦି ପରସ୍ପରଠାରୁ ଅଲଟା ହୋଇଛନ୍ତି। ଦୀପାବଳି ପାର୍ଟୀରେ ନଓ୍ବାଜଙ୍କୁ ସାମିଲ ହେବାକୁ ଦିଆଯାଇ ନ ଥିବା ଭିଡିଓ ଭାଇରାଲ ହୋଇଥିଲା। ପରେ ଗୌତମ ସୋସିଆଲ ମିଡିଆରେ ପୋଷ୍ଟ...

ହିରୋ ମୋଟୋକର୍ପ ଚେୟାରମ୍ୟାନ୍‌ଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୧୭।୧୧: ମନି ଲଣ୍ଡରିଂର ଏକ ମାମଲାରେ ଦିଲ୍ଲୀ ହାଇକୋର୍ଟ ହିରୋ ମୋଟୋକର୍ପର ଅଧ୍ୟକ୍ଷ ପଓ୍ବନ କାନ୍ତ ମୁଞ୍ଜଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି। ଏହି ମାମଲାର ତଦନ୍ତ ଇଡି ପକ୍ଷରୁ କରାଯାଉଛି। ତେବେ ବିଚାରପତି ସୌରଭ ବାନାର୍ଜୀ ମୁଞ୍ଜାଲଙ୍କ...

ନଓ୍ବାଜ ମୋଦି କିଏ? ଯାହାଙ୍କଠାରୁ ୩୨ ବର୍ଷ ପରେ ଅଲଗା ହେଲେ ରେମଣ୍ଡ ଗ୍ରୁପ୍‌ ଚେୟାରମ୍ୟାନ୍‌

ନୂଆଦିଲ୍ଲୀ,୧୪।୧୧: ବ୍ୟବସାୟଜଗତରେ ରେମଣ୍ଡ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଗୌତମ ସିଙ୍ଘାନିଆ ଜଣେ ପରିଚିତ ନାମ। ୧୧,୦୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ସେ। ଗୌତମ ସ୍ତ୍ରୀ ନଓ୍ବାଜ ମୋଦି ସିଙ୍ଘାନିଆଙ୍କଠାରୁ ଅଲଗା ହେବାନେଇ ଘୋଷଣା କରିବା ପରଠାରୁ ଚର୍ଚ୍ଚାରେ ଅଛନ୍ତି। ତେବେ...

ଚାକିରି ଛାଡ଼ି ଘର ବିକିଥିଲେ, ଏବେ ଲୋକେ କହୁଛନ୍ତି ‘ସମୋସା କିଙ୍ଗ’; ବର୍ଷକୁ କରୁଛନ୍ତି ୪୫ କୋଟି ରୋଜଗାର…

ଚାକିରି ଛାଡ଼ି ବ୍ୟବସାୟ କରିବା ସହଜ ନୁହେଁ। ପ୍ରାୟତଃ ଲୋକଙ୍କୁ ଏଥିରେ ସଫଳ ହେବା ଲାଗି ଅନେକ କଷ୍ଟକର ସ୍ଥିତି ଦେଇ ଗତି କରିବାକୁ ପଡେ। ଠିକ୍‌ ସେମିତି କିଛି ବେଙ୍ଗାଲୁରୁର ଦମ୍ପତି ନିଧି ଏବଂ ଶିଖର ବୀର ସିଂହଙ୍କ...

Ultraviolette F୯୯: ଭାରତର ପ୍ରଥମ ଇଲେକ୍ଟ୍ରିକ୍‌ ରେସିଂ ବାଇକ୍‌; ୨୬୫ କିମି ପ୍ରତିଘଣ୍ଟା ବେଗରେ…

ନୂଆଦିଲ୍ଲୀ,୧୨।୧୧: ଭାରତରେ ଇଲେକ୍ଟ୍ରିକ ଦୁଇ ଚକିଆ ଯାନ ବିଷୟରେ କଥା ହେଲେ ପ୍ରାୟତଃ ଇଲେକ୍ଟ୍ରିକ ସ୍କୁଟର ଦେଖିବାକୁ ମିଳେ। ଇଭି କମ୍ପାନୀଗୁଡିକ ମଧ୍ୟ ଏହାର ବାଇକ୍‌ ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଇ-ସ୍କୁଟର ତୁଳନାରେ ତାହା କମ।...

ଜିଓ ଆଣିଲା ଜବରଦସ୍ତ ଚଷମା, ମୋବାଇଲ ସ୍କ୍ରିନ୍‌କୁ କରିଦେବ ହାଇଟେକ୍‌ ଥିଏଟର

ନୂଆଦିଲ୍ଲୀ,୧୧।୧୧: ଭାରତର ଶ୍ରେଷ୍ଠ ଟେଲିକମ୍‌ କମ୍ପାନୀ ଜିଓ ଏଆର୍‌-ଭିଆର୍‌ ସପୋର୍ଟ ଥିବା ମିକ୍ସଡ୍‌ ରିଆଲିଟି ହେଡସେଟ୍‌ ଜିଓ ଚଷମା ବଜାରକୁ ଆଣିଛି। ଏହାକୁ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୩ରେ ପ୍ରଦର୍ଶନ କରାଯାଇଥିଲା। ଏହି ହାଇଟେକ୍‌ ଚଷମାର ଏକାଧିକ ସ୍ବତନ୍ତ୍ରତା ରହିଛି।...

‘ଫେଷ୍ଟିଭ୍‌ ସିଜନ୍‌ ସେଲ୍‌’ ଆରମ୍ଭ କଲା Vistara; ୧,୯୯୯ ଟଙ୍କାରେ କରନ୍ତୁ ବିମାନ ଯାତ୍ରା…

ନୂଆଦିଲ୍ଲୀ,୮।୧୧: ପ୍ରମୁଖ ବିମାନ କମ୍ପାନୀ ‘ବିସ୍ତାରା’ ପାର୍ବଣ ଋତୁକୁ ଆଖି ଆଗରେ ରଖି ଏକ ସ୍ବତନ୍ତ୍ର ‘ସେଲ୍‌’ ଆରମ୍ଭ କରିଛି। ଏହାର ଲାଭ ଉଠାଇ ଯେକେହି ନିଜର ଆଗାମୀ ବିମାନ ଯାତ୍ରା ଲାଗି ଏବେଠାରୁ ଶସ୍ତାରେ ଟିକେଟ କିଣିପାରିବେ। ବିମାନ...

କର୍ମଚାରୀଙ୍କୁ ମାସକୁ ୧୦ ଦିନ ଅଫିସରୁ କାମ କରିବାକୁ କହିଲା ଇନ୍‌ଫୋସିସ୍‌

ନୂଆଦିଲ୍ଲୀ,୧।୧୧: ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ ନିଜର କର୍ମଚାରୀମାନଙ୍କୁ ପ୍ରତିମାସରେ ଅତି କମ୍‌ରେ ୧୦ ଦିନ ଅଫିସରୁ କାମ କରିବାକୁ କହିଛି। ଏହାକୁ କମ୍ପାନୀର କାର୍ଯ୍ୟ ନୀତିରେ ବଡ଼ ପରିବର୍ତ୍ତନ ବୋଲି କୁହାଯାଉଛି। ତେବେ ଏଭଳି ପଦକ୍ଷେପ କମ୍ପାନୀର ହାଇବ୍ରିଡ୍‌...

ଜେଟ୍‌ ଏୟାରଓ୍ବେଜ୍‌ ପ୍ରତିଷ୍ଠାତାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ଇଡି, ୫୩୮ କୋଟି ଟଙ୍କା ଠକେଇର ମାମଲା…

ନୂଆଦିଲ୍ଲୀ,୧।୧୧: କାନାରା ବ୍ୟାଙ୍କର ୫୩୮ କୋଟି ଟଙ୍କା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାର୍ଜଶିଟ୍‌ ଦାଖଲ କରିଛି। ଏହି ଚାର୍ଜଶିଟ୍‌ରେ ଜେଟ୍‌ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲ, ତାଙ୍କ ପତ୍ନୀ ଅନୀତା ଗୋୟଲ ଏବଂ ୪ ଅନ୍ୟ କମ୍ପାନୀ ନାମ...

ନଭେମ୍ବର ପହିଲାରୁ ଲାଗୁ ହେବାକୁ ଯାଉଛି ଟଙ୍କା ସହ ଜଡ଼ିତ ୬ ବଡ଼ ପରିବର୍ତ୍ତନ, ପକେଟ ଉପରେ ପଡ଼ିବ ପ୍ରଭାବ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୩୧।୧୦: ସାଧାରଣତଃ ପ୍ରତି ମାସ ପହିଲାରେ ଟଙ୍କା ସହ ଜଡ଼ିତ କିଛି ନୂଆ ପରିବର୍ତ୍ତନ ଲାଗୁ ହୋଇଥାଏ। ବୁଧବାରଠାରୁ ନଭେମ୍ବର ମାସ ଆରମ୍ଭ ହେଉଥିବାରୁ କିଛି ପ୍ରମୁଖ ପରିବର୍ତ୍ତନ ହେବାକୁ ଯାଉଛି। ଏହାର ପ୍ରଭାବ ଆପଣଙ୍କ ପର୍ସଠାରୁ ଆରମ୍ଭ କରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri