ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଥରିଲା କୋଠା, ଦେଖନ୍ତୁ ଭିଡିଓ
କାଠମାଣ୍ଡୁ,୨୮।୨: ନେପାଳରେ ଶୁକ୍ରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି। ସମଗ୍ର ହିମାଳୟ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଦୁଇଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ପ୍ରଥମ ଥର ପାଇଁ କାଠମାଣ୍ଡୁ...
Jammu-Kashmir Attack: ସେନା ଗାଡ଼ି ଉପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ
ଶ୍ରୀନଗର,୨୬।୨: ଜମ୍ମୁ କଶ୍ମୀରର ରାଜୌରୀରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଠାରେ ସେନା ଗାଡ଼ି ଉପରେ ଅନେକ ରାଉଣ୍ଡ ଗୁଳିଚାଳନା କରାଯାଇଛି। ଏହା ପରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେ:ନ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ଜମ୍ମୁର...
ସକାଳୁ ସକାଳୁ ଭୟଙ୍କର ଭୂମିକମ୍ପ: ଭୟରେ ଦୌଡିଲେ ଲୋକେ
ଦୁବାଇ,୨୫।୨: ସକାଳୁ ସକାଳୁ ଥରିଲା ଇଣ୍ଡୋନେସିଆ। ଇଣ୍ଡୋନେସିଆର ଉତ୍ତର ସୁଲାୱେସି ପ୍ରଦେଶର ଉପକୂଳରେ ୬.୧ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ଅନୁଭବ କରିବା ମାତ୍ରେ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ଏହି ଭୂମିକମ୍ପରେ ହୋଇଥିବା...
କିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ତେଜ ପ୍ରତାପ କଲେ ବଡ଼ ଭବିଷ୍ୟବାଣୀ
ପାଟନା,୨୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ, ଏବେ ବିହାରରେ ପରବର୍ତ୍ତୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ଘୋଷଣା ପାଇଁ ଆହୁରି ବହୁତ ସମୟ ଅଛି କିନ୍ତୁ ରାଜନୈତିକ ଦଳଗୁଡ଼ିକ ନିର୍ବାଚନକୁ ନେଇ ବାକ୍ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ରାଷ୍ଟ୍ରୀୟ...
NDA ବୈଠକରେ ମୋଦିଙ୍କ ବଡ଼ ଘୋଷଣା: ଆଗାମୀ ୨ ବର୍ଷ ଭିତରେ ଯେଉଁଠି ନିର୍ବାଚନ ହେବ ସେଠି ଜିତିବୁ
ନୂଆଦିଲ୍ଲୀ,୨୦।୨: ଦିଲ୍ଲୀରେ ଗୁରୁବାର ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦଙ୍କ ସମେତ ବହୁ ବରିଷ୍ଠ ଭାଜପା ନେତା ଏବଂ ଏନଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଶପଥ...
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମୟ ବଦଳିଲା: ଟାର୍ଗେଟ୍ କଲା ଆପ୍
ନୂଆଦିଲ୍ଲୀ,୧୮।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବର ସମୟ ପରିବର୍ତ୍ତନ ହୋଇଛି। ଏବେ ଶପଥ ଗ୍ରହଣ ଉତ୍ସବ ୨୦ ଫେବୃଆରୀ ସକାଳ ୧୧ଟାରେ ଅନୁଷ୍ଠିତ ହେବ। ପୂର୍ବରୁ ଏହାର ସମୟ ଅପରାହ୍ନ ୪.୩୦ ରେ ସ୍ଥିର କରାଯାଇଥିଲା। ଦିଲ୍ଲୀର ରାମଲୀଳା...
ଜ୍ଞାନେଶ କୁମାର ହେବେ ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର
ନୂଆଦିଲ୍ଲୀ,୧୭/୨: ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଭାବେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନିଯୁକ୍ତ କରାଯାଇଛି । ସେ ବିଦାୟୀ ରାଜୀବ କୁମାରଙ୍କ ସ୍ଥାନ ନେବେ। ସେ କେରଳ କ୍ୟାଡରର ୧୯୮୮ ବ୍ୟାଚ୍ ର ଜଣେ ଆଇଏଏସ୍ ଅଧିକାରୀ।...
ତୁମ ଉପରେ ଯମୁନା ମୈୟାଙ୍କ ଅଭିଶାପ ପଡିଲା… ଇସ୍ତଫା ଦେବାବେଳେ ଆତିଶୀଙ୍କୁ ଏଭଳି କଥା କହିଦେଲେ ଲେଫ୍ଟନାଣ୍ଟ ଗଭର୍ନର
ନୂଆଦିଲ୍ଲୀ,୧୦।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ରାଜଭବନ ଯାଇ ଲେଫ୍ଟନାଣ୍ଟ ଗଭର୍ନରଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଯମୁନାର ପ୍ରଦୂଷଣକୁ ନେଇ ଏଲଜି ଭିକେ ସକ୍ସେନା ତାଙ୍କ ଉପରେ କଟାକ୍ଷ କରିଛନ୍ତି। ଏଲଜି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି, ତୁମକୁ ଯମୁନା ମୈୟାଙ୍କ ଅଭିଶାପ...
ଦିଲ୍ଲୀରେ ଭାଜପା ସରକାର ଗଢିଲେ କି, ହେବେ ମୁଖ୍ୟମନ୍ତ୍ରୀ: ରେସ୍ରେ ଏହି ୫ ନାଁ
ନୂଆଦିଲ୍ଲୀ,୭।୨: ଦିଲ୍ଲୀରେ ଭୋଟ ପରେ ଆସିଥିବା ଏକଜିଟ ପୋଲରେ ଭାଜପା ସରକାର ଗଠନ କରୁଥିବା ଦେଖାଯାଉଛି। ଯଦି ଏକଜିଟ ପୋଲର ଫଳାଫଳ ନିର୍ବାଚନ ଫଳାଫଳ ସହିତ ମେଳ ଖାଏ, ତେବେ ପ୍ରଶ୍ନ ଉଠୁଛି ଯେ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ କିଏ...
ରାଷ୍ଟ୍ରପତିଙ୍କୁ ‘Poor Lady’ କହି କଟାକ୍ଷ କଲେ ସୋନିଆ: କହିଲେ, ଭାଷଣ ପଢ଼ି ପଢ଼ି ଥକ୍କି ଗଲେ
ନୂଆଦିଲ୍ଲୀ,୩୧।୧: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସୋନିଆ ଗାନ୍ଧୀ କହିଛନ୍ତି, ବିଚାରୀ ଭାଷଣ ପଢ଼ି ପଢ଼ି କ୍ଳାନ୍ତ ହୋଇଯାଇଥିଲେ। ସେପଟେ ଲୋକସଭାରେ...
ଭାରତକୁ ଧମକ ଦେଲେ ଡୋନାଲ୍ଡ ଟ୍ରମ୍ପ: ଯଦି ଏମିତି କରିବ ତେବେ…
ଓ୍ବାଶିଂଟନ୍,୩୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ଚାଇନା ସମେତ ବ୍ରିକ୍ସ ଦେଶଗୁଡ଼ିକୁ ଧମକ ଦେଇଛନ୍ତି। ଟ୍ରମ୍ପ ଧମକପୂର୍ଣ୍ଣ ସ୍ବରରେ କହିଛନ୍ତି ଯେ ବ୍ରିକ୍ସ ଦେଶଗୁଡ଼ିକ ଜାଣିଯିବା ଉଚିତ ଯେ ସେମାନେ ଆମେରିକୀୟ ଡଲାରକୁ ବଦଳାଇ ପାରିବେ ନାହିଁ।...
ଶଙ୍କରାଚାର୍ଯ୍ୟଙ୍କ ସହ ମୋଦିଙ୍କୁ ତୁଳନା କଲେ ଭାଜପା ଏମ୍ପି
ନୂଆଦିଲ୍ଲୀ,୧୯।୧: ରାମ ମନ୍ଦିରର ଉଦ୍ଘାଟନ ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବ। ଏହାକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ଝାଡଖଣ୍ଡର ଗୋଡ୍ଡାର ଭାଜପା ଏମ୍ପି ନିଶିକାନ୍ତ ଦୁବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶଙ୍କରାଚାର୍ଯ୍ୟଙ୍କ...
Archives


