Tag Archives: Breaking News

ଦିଲ୍ଲୀରେ ଭାଜପା ସରକାର ଗଢିଲେ କି, ହେବେ ମୁଖ୍ୟମନ୍ତ୍ରୀ: ରେସ୍‌ରେ ଏହି ୫ ନାଁ

ନୂଆଦିଲ୍ଲୀ,୭।୨: ଦିଲ୍ଲୀରେ ଭୋଟ ପରେ ଆସିଥିବା ଏକଜିଟ ପୋଲରେ ଭାଜପା ସରକାର ଗଠନ କରୁଥିବା ଦେଖାଯାଉଛି। ଯଦି ଏକଜିଟ ପୋଲର ଫଳାଫଳ ନିର୍ବାଚନ ଫଳାଫଳ ସହିତ ମେଳ ଖାଏ, ତେବେ ପ୍ରଶ୍ନ ଉଠୁଛି ଯେ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବେ।…

ରାଷ୍ଟ୍ରପତିଙ୍କୁ ‘Poor Lady’ କହି କଟାକ୍ଷ କଲେ ସୋନିଆ: କହିଲେ, ଭାଷଣ ପଢ଼ି ପଢ଼ି ଥକ୍କି ଗଲେ

ନୂଆଦିଲ୍ଲୀ,୩୧।୧: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସୋନିଆ ଗାନ୍ଧୀ କହିଛନ୍ତି, ବିଚାରୀ ଭାଷଣ ପଢ଼ି ପଢ଼ି କ୍ଳାନ୍ତ ହୋଇଯାଇଥିଲେ। ସେପଟେ ଲୋକସଭାରେ ବିରୋଧୀ…

ଭାରତକୁ ଧମକ ଦେଲେ ଡୋନାଲ୍ଡ ଟ୍ରମ୍ପ: ଯଦି ଏମିତି କରିବ ତେବେ…

ଓ୍ବାଶିଂଟନ୍‌,୩୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ଚାଇନା ସମେତ ବ୍ରିକ୍ସ ଦେଶଗୁଡ଼ିକୁ ଧମକ ଦେଇଛନ୍ତି। ଟ୍ରମ୍ପ ଧମକପୂର୍ଣ୍ଣ ସ୍ବରରେ କହିଛନ୍ତି ଯେ ବ୍ରିକ୍ସ ଦେଶଗୁଡ଼ିକ ଜାଣିଯିବା ଉଚିତ ଯେ ସେମାନେ ଆମେରିକୀୟ ଡଲାରକୁ ବଦଳାଇ ପାରିବେ ନାହିଁ। ଯଦି…

ଶଙ୍କରାଚାର୍ଯ୍ୟଙ୍କ ସହ ମୋଦିଙ୍କୁ ତୁଳନା କଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୯।୧: ରାମ ମନ୍ଦିରର ଉଦ୍‌ଘାଟନ ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବ। ଏହାକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ଝାଡଖଣ୍ଡର ଗୋଡ୍ଡାର ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସହ…

ରାମମନ୍ଦିର ଉପରେ ଡାକ ଟିକେଟ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଉପରେ ଏକ ସ୍ମାରକ ଡାକ ଟିକେଟ୍‌ ଉନ୍ମୋଚନ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ସାରା ବିଶ୍ୱରେ ପ୍ରଭୁ ରାମଙ୍କ ଉପରେ ପ୍ରକାଶିତ ଷ୍ଟାମ୍ପଗୁଡ଼ିକର ଏକ ପୁସ୍ତକ ମଧ୍ୟ ପ୍ରକାଶ କରିଥିଲେ।…

ଆଜି ରାମମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ହେବ ସ୍ଥାପନା: ଶୁଭମୂହୁର୍ତ୍ତ ଫାଇନାଲ୍‌

ଅଯୋଧ୍ୟା,୧୮।୧:ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଆଜି ମନ୍ଦିରର ପବିତ୍ର ମନ୍ଦିରରେ ଭଗବାନ ରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏଥିପାଇଁ ଶୁଭ ସମୟ ଚୂଡାନ୍ତ ହୋଇଛି। ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମା ସ୍ଥାପନ କରିବାର ଶୁଭ ସମୟ ଦିନ ୧.୨୦ ରୁ ୧.୨୮…

ଆଜିଠାରୁ ୧୧ ଦିନର ସ୍ବତନ୍ତ୍ର ରୀତିନୀତି ଆରମ୍ଭ କରିବେ ମୋଦି: ଅଡ଼ିଓ ବାର୍ତ୍ତାରେ କହିଲେ ଏମିତି କଥା

ନୂଆଦିଲ୍ଲୀ,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଏକ ଅଡିଓ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମାତ୍ର ୧୧ ଦିନ ବାକି ଅଛି। ମୁଁ…

କବର ନିକଟରେ ବଡ଼ ବିସ୍ଫୋରଣ: ୧୦୦ରୁ ଅଧିକ ମୃତ, ଅନେକ ଆହତ

ତେହରାନ,୩।୧: ଇରାନର କରମାନ ସହରରେ ଦୁଇଟି ବଡ଼ ବିସ୍ଫୋରଣ ଘଟି ୧୦୩ ଜଣଙ୍କର ମୃତ୍ୟୁ ଘଟିଛି। ୧୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ଦେଶର ପୂର୍ବତନ ଜେନେରାଲ କାସୀମ ସୁଲେମାନୀଙ୍କ କବର ନିକଟରେ ଘଟିଥିଲା। ସୁଲେମାନୀଙ୍କ ମୃତ୍ୟୁର ଚତୁର୍ଥ…

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ

କାବୁଲ,୩।୧: ଆଫଗାନିସ୍ତାନରେ ରବିବାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରହିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକିସ୍ତାନର ଇଶକୋସିମଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଅବସ୍ଥିତ। ଆଜି ଏହାକୁ ମିଶାଇ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲା।…

ଅଭିନେତା ବିଜୟକାନ୍ତଙ୍କ ପରଲୋକ: କରୋନା ଯୋଗୁ ଭେଣ୍ଟିଲେଟରରେ ଥିଲେ

ଚେନ୍ନାଇ,୨୮।୧୨: ଅଭିନେତାରୁ ରାଜନେତା ପାଲଟିଥିବା ବିଜୟକାନ୍ତଙ୍କ ଗୁରୁବାର ଦେହାନ୍ତ ହୋଇଛି। ତାଙ୍କୁ କରୋନା ହୋଇଥିଲା। ଏହା ପରେ ନିଶ୍ୱାସ ନେବାରେ ଅସୁବିଧା ହେତୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭେଣ୍ଟିଲେଟରରେ ରଖାଯାଇଥିଲା। ଚେନ୍ନାଇର ଡିଏମଡିକେ ପାର୍ଟି ପ୍ରତିଷ୍ଠାତା ବିଜୟକାନ୍ତଙ୍କୁ ୭୧…

କର୍‌ନି ସେନା ଅଧ୍ୟକ୍ଷଙ୍କୁ ଘରେ ପଶି ହତ୍ୟା ଘଟଣା: ଧରାପଡ଼ିଲେ ୨ ଶୁଟର୍‌ ସମେତ ୩ ଅଭିଯୁକ୍ତ

ଜୟପୁର,୧୦।୧୨: ଶ୍ରୀ ରାଷ୍ଟ୍ରୀୟ ରାଜପୁତ କର୍‌ନି ସେନା ଅଧ୍ୟକ୍ଷ ସୁଖଦେବ ସିଂହ ଗୋଗମେଦିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାରେ ଦିଲ୍ଲୀ ଏବଂ ରାଜସ୍ଥାନ ପୋଲିସ ଚଣ୍ଡିଗଡ଼ର ଏକ ହୋଟେଲରୁ ୨ଜଣ ଶୁଟର୍‌ଙ୍କ ସମେତ ୩ ଜଣଙ୍କୁ ଗିରଫ…

କେଜ୍‌ରିଓ୍ବାଲ ହାଜର ହେବା ପୂର୍ବରୁ ମନ୍ତ୍ରୀ ରାଜକୁମାରଙ୍କ ଘରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ,୨।୧୧: ଗୋଟିଏ ପଟେ ଇଡି ପକ୍ଷରୁ ପଚରାଉଚରା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଡକାଯାଇଥିବା ବେଳେ ଅପରପକ୍ଷେ ତାଙ୍କ ଦଳର ବିଧାୟକଙ୍କ ଘରେ ଚଢ଼ାଉ ମଧ୍ୟ ଜାରି ରଖିଛି। ଏହି କ୍ରମରେ ଗୁରୁବାର ଦିଲ୍ଲୀ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?