Tag Archives: bjp

ମଗାଇଲେ ପତିତପାବନ ବାନା, ଆସିଲା ଭାଜପା ପତାକା

ପୁରୀ,୨୫ା୩(ଅଜିତ୍‌ ମହାନ୍ତି): ଅନ୍‌ଲାଇନ୍‌ରେ ମଗାଇଲେ ପତିତପାବନ ବାନା, କିନ୍ତୁ ଆସିଲା ଭାରତୀୟ ଜନତା ଦଳ (ଭାଜପା)ର ପତାକା। ଫଳରେ ଠକେଇର ଶିକାର ହୋଇଥିବା ନେଇ ଅନ୍‌ଲାଇନ୍‌ ଆପ୍‌ ଆମାଜନ୍‌ ନାଁରେ ପୁରୀ ବାସେଳିସାହିର ଭଗବାନ ମହାପାତ୍ର ଅଭିଯୋଗ ଆଣିଛନ୍ତି। ଏ ସଂକ୍ରାନ୍ତରେ…

ସମ୍ବଲପୁରରେ ମୁହାଁମୁହିଁ ହୋଇପାରନ୍ତି ଦୁଇ ହେବିୱେଟ୍ ନେତା, ଖୁବଶୀଘ୍ର ହୋଇପାରେ ଘୋଷଣା

ଭୁବନେଶ୍ୱର,୨୪।୩: ବିଜୁ ଜନତା ଦଳ(ବିଜେଡି) ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ସମ୍ବଲପୁରରୁ ବିଜେଡି ଲୋକସଭା ପ୍ରାର୍ଥୀ ହେବାର ଅଧିକ ସମ୍ଭାବନା ରହିଛି। ଏହାରି ମଧ୍ୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ରବିବାର ସମ୍ବଲପୁର ଲୋକସଭା ଆସନ ଏବଂ ଏହାର ୭…

ଅବକାରୀ ଘୋଟାଲା: ଗିରଫ ପରେ ଭାଜପାକୁ ୫ କୋଟି ଚାନ୍ଦା ଦେଲେ ଫାର୍ମା ମାଲିକ, ପରେ ହୋଇଗଲେ ସରକାରୀ ସାକ୍ଷୀ

ନୂଆଦିଲ୍ଲୀ,୨୪।୩: ଅବକାରୀ ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଅରୋବିନ୍ଦ ଫାର୍ମା ନିର୍ଦ୍ଦେଶକ ପି ସାରଥ ଚନ୍ଦ୍ର ରେଡ୍ଡୀଙ୍କୁ ଗିରଫ ହେବାର ମାତ୍ର ପାଞ୍ଚ ଦିନ ପରେ ଅରୋବିନ୍ଦ ଫାର୍ମା ୨୦୨୨ ନଭେମ୍ବର ୧୫ ରେ ମୋଟ ୫…

ଏହି ଦୁଇ ଆସନ ପାଇଁ ହୋଇପାରିଲାନି ମେଣ୍ଟ

ଭୁବନେଶ୍ୱର,୨୩ା୩: ଦୀର୍ଘଦିନ ଧରି ଓଡ଼ିଶାରେ ଲାଗି ରହିଥିବା ଭାଜପା-ବିଜେଡି ମେଣ୍ଟରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଶୁକ୍ରବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ପରେ ଦୁଇ ଦଳ ମଧ୍ୟରେ ହେବାକୁ ଥିବା ମେଣ୍ଟ ଦ୍ୱନ୍ଦ୍ୱ ଦୂର…

ଅପରାଜିତାଙ୍କ ବଡ଼ ବୟାନ: କହିଲେ ‘ମେଣ୍ଟକୁ ନେଇ ବିଜେଡିର ନିବେଦନକୁ ଭାଜପା ପ୍ରତ୍ୟାଖ୍ୟାନ କରିଛି’

ଭୁବନେଶ୍ୱର,୨୨।୩: ରାଜ୍ୟରେ ଭାଜପା ସହ ମେଣ୍ଟ କରିବାକୁ ବିଜେଡି ନିବେଦନ କରିଥିଲା। କିନ୍ତୁ ଭାଜପା ବିଜେଡିର ନିବେଦନକୁ ପ୍ରତ୍ୟାଖ୍ୟାନ କରିଛି ବୋଲି ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ରାଜ୍ୟରେ କିଛି ଦିନ ଧରି ଜାରି ରହିଥିବା ବିଜେଡି-ଭାଜପା…

କାହିଁକି ବିଜେଡି-ବିଜେପି ମେଣ୍ଟ ଆଲୋଚନାରେ ଅଟକିଛି

ଭୁବନେଶ୍ୱର,୨୧।୩: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ବିଜୁ ଜନତା ଦଳ(ବିଜେଡି) ମଧ୍ୟରେ ହେବାକୁ ଥିବା ସମ୍ଭାବ୍ୟ ମେଣ୍ଟ ଆସନ ଭାଗବଣ୍ଟାରେ ଅଟକିଛି। ରାଜ୍ୟରେ ଏକା ସାଙ୍ଗରେ ହେବାକୁ ଥିବା ବିଧାନସଭା ଏବଂ ଲୋକସଭା ନିର୍ବାଚନକୁ ଆଉ ଗୋଟିଏ ସପ୍ତାହ ବାକି…

ଭାଜପା ଟିକେଟ ଆଶାରେ ୪ ଆଶାୟୀ

ଭଣ୍ଡାରିପୋଖରୀ, ୨୧।୩(ରବିନାରାୟଣ ଖିଲାର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୦୯ରୁ ଏହି ଆସନକୁ ବିଜେଡି ଅକ୍ତିଆର କରିଆସିଛି। ବିଜେଡିର ବରିଷ୍ଠ ନେତା ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଏହି ଆସନରୁ କ୍ରମାଗତ ୩ ଥର ବିଧାୟକ ନିର୍ବାଚିତ ହୋଇଆସୁଛନ୍ତି।…

ଭାଜପାରେ ଆରମ୍ଭ ହେଲା ତୁତୁମେମେ, ଟିକେଟ ନ ମିଳିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ନେତା ଖୋଲିଲେ ଗୁମର

ନୂଆଦିଲ୍ଲୀ,୨୦।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜନୈତିକ ଦଙ୍ଗା ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ ଦକ୍ଷିଣ ଭାରତୀୟ ରାଜ୍ୟ କର୍ନାଟକରେ ଭାଜପାର ରାସ୍ତା କଷ୍ଟକର ହୋଇପଡ଼ିଛି, କାରଣ ଟିକେଟ ଘୋଷଣା ପରେ ଅନେକ ବଡ଼…

ଦିଲ୍ଲୀରେ ଭାଜପା ନେତାଙ୍କ ଡେରା, ପ୍ରାର୍ଥୀ ତାଲିକା ଉପରେ ରାଜ୍ୟବାସୀଙ୍କ ନଜର

ଭୁବନେଶ୍ୱର, ୧୯।୩(ସୁନିତ ମିଶ୍ର): ଓଡ଼ିଶାରେ ବିଜେଡି-ଭାଜପା ମେଣ୍ଟ ହେବ ନା ନାହିଁ ତାହା ଉପରୁ ପରଦା ଉଠିପାରୁନାହିଁ। କୌଣସି ସ୍ପଷ୍ଟ ସୂଚନା ମିଳୁ ନ ଥିବାରୁ ଏଯାବତ ରାଜନୈତିକ ଦଳର କର୍ମୀ ଏବଂ ନେତାଙ୍କ ମନରୁ ମେଣ୍ଟ ଦ୍ୱନ୍ଦ୍ୱ ଦୂର ହେଉନାହିଁ।…

ସବୁ ଦଳର ପ୍ରାର୍ଥୀ ତାଲିକା ଘୋଷଣା ଉପରେ ରହିଛି ନଜର

ଭୁବନେଶ୍ୱର,୧୮ା୩(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ସାଙ୍ଗକୁ ଆଦର୍ଶ ଆଚରଣବିଧି ଲାଗୁ ହୋଇସାରିଛି। ଆସନ୍ତା ଏପ୍ରିଲ ୧୯ରୁ ଦେଶର ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ମେ’ ୧୩ ତାରିଖରୁ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ଭୋଟ…

ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ ନାହିଁ: ଜୁଏଲ

ଭୁବନେଶ୍ୱର,୧୮ା୩: ବିଜେଡି-ଭାଜପା ମେଣ୍ଟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଏବେ ବି ଥମିନାହିଁ। ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ଭାଜପା ଏମ୍‌ପି ଜୁଏଲ ଓରାମ କହିଛନ୍ତି, ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ। କେନ୍ଦ୍ର ସଂସଦୀୟ ବୋର୍ଡ ଯାହା ନିଷ୍ପତ୍ତି ନେବ…

ଇଲେକ୍ଟୋରାଲ ବଣ୍ଡ୍‌ରୁ ଭାଜପାକୁ ୬,୯୮୬.୫ କୋଟି

ନୂଆଦିଲ୍ଲୀ,୧୮।୩(ପି.ଟି.): ଭାରତର ନିର୍ବାଚନ କମିଶନର(ଇସିଆଇ) ରବିବାର ଇଲେକ୍ଟୋରାଲ ବଣ୍ଡ୍‌ର ସାନି ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ପୂର୍ବରୁ ଇସିଆଇ ଉକ୍ତ ତଥ୍ୟଗୁଡ଼ିକୁ ଜଉମୁଦା ଲଫାପାରେ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସେଗୁଡ଼ିକୁ ସାର୍ବଜନୀନ କରାଯାଇଛି। ୨୦୧୯ ଏପ୍ରିଲ ୧୨ରେ ସୁପ୍ରିମକୋର୍ଟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?