ଭାଜପାରେ ଯୋଗଦେଲେ ଅଭିନେତା ଅରିନ୍ଦମ ରାୟ
ଭୁବନେଶ୍ୱର,୧୫ା୩: ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେବାର ଘଣ୍ଟାଏ ନ ପୂରୁଣୁ ଭଜାପରେ ଯୋଗ ଦେଇଛନ୍ତି ଅଭିନେତା ଅରିନ୍ଦମ ରାୟ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ବିଜେଡିରେ ତାଙ୍କୁ କିମ୍ବା ତାଙ୍କ କାର୍ଯ୍ୟକୁ ଦଳରେ…
ଟୁଇଟ୍ ଡିଲିଟ କଲେ ମନମୋହନ, ଚୁପ୍ ରହିଲା ବିଜେଡି, ପୁଣି ବଢ଼ିଲା ମେଣ୍ଟ ସମ୍ଭାବନା
ଭୁବନେଶ୍ୱର,୧୪।୩: ବିଜୁ ଜନତା ଦଳ (ବିଜେଡି) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ମେଣ୍ଟ ଖବର ଆହୁରି ଘନୀଭୂତ ହୋଇଛି। ଗୁରୁବାର ନବୀନ ନିବାସରେ ବିଜେଡି ନେତାଙ୍କ ବୈଠକ ପରେ ଦଳର ନେତା ମେଣ୍ଟ ଖବରକୁ ନେଇ ଚୁପ୍ ରହିଛନ୍ତି।…
‘ଯାହାଙ୍କୁ କେହି ପଚାରନ୍ତିନି, ତାଙ୍କୁ ମୋଦି ପଚାରନ୍ତି’
ନୂଆଦିଲ୍ଲୀ,୧୪ା୩: ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ପ୍ରଧାନମନ୍ତ୍ରୀ ସ୍ବନିଧି ମହୋତ୍ସବ ସେହି ଲୋକମାନଙ୍କ ପାଇଁ ଉତ୍ସର୍ଗୀକୃତ, ଯାହା ବିନା ମୋର ଦୈନନ୍ଦିନ ଜୀବନ କଳ୍ପନା କରିପାରେନାହିଁ। କରୋନା ମହାମାରୀ ସମୟରେ…
ଭାଜପା ଏକା ଲଢ଼ିବ ଆଉ ସରକାର ବି ଗଢ଼ିବ: ମନମୋହନ
ଭୁବନେଶ୍ୱର,୧୪ା୩: ଦିଲ୍ଲୀରୁ ଫେରିବା ପରେ ଭାଜପା ସଭାପତି ମନମୋହନ ସାମଲ ପୁଣି ଏକ କଥା ଦୋହରାଇଛନ୍ତି। ଗୁରୁବାର ମନମୋହନ କହିଛନ୍ତି, ଓଡ଼ିଶାରେ ଭାଜପା ଏକାକୀ ଲଢ଼ିବ ଆଉ ଜିତିବ ମଧ୍ୟ। ସେ କହିଛନ୍ତି, ଓଡ଼ିଶାରେ ଭାଜପା ସରକାର ଗଠନ କରିବ। ଲୋକମାନଙ୍କ…
ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ: ଅନେକ ଷ୍ଟାଲୱାର୍ଟଙ୍କ ନାମ ସାମିଲ
ନୂଆଦିଲ୍ଲୀ,୧୩।୩: ଲୋକ ସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୭୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ନିତିନ ଗଡକରୀ, ପୀୟୁଷ ଗୋୟଲ ଏବଂ ଅନୁରାଗ ଠାକୁରଙ୍କ ସମେତ ଅନେକ ଷ୍ଟାଲୱାର୍ଟଙ୍କ ନାମ…
ଆଜି ବିଜେଡି-ଭାଜପା ସମ୍ପର୍କ ନେଇ କଂଗ୍ରେସର ଅନ୍ନପ୍ରାଶନ ଉତ୍ସବ
ଭୁବନେଶ୍ୱର, ୧୧।୩:(ସୁନିତ୍ ମିଶ୍ର) ଭାଜପା ଓ ବିଜେଡି ମଧ୍ୟରେ ମିଛ ବାହାଘର କରିଥିବା କଂଗ୍ରେସ ପୁଣିଥରେ ଉଭୟଙ୍କ ସମ୍ପର୍କକୁ ନେଇ ଅନ୍ନପ୍ରାଶନ ଉତ୍ସବ କରିବାକୁ ନିଷ୍ପତ୍ତି ନେଇଛି। ସୋମବାର କଂଗ୍ରେସ ଭବନ ପରିସରରେ ହିନ୍ଦୁ ରୀତିନୀତିରେ ଏହି ଅନ୍ନପ୍ରାଶନ କାର୍ଯ୍ୟକ୍ରମ ହେବ।…
ବିଜେଡି-ଭାଜପା ଅସନ୍ତୁଷ୍ଟ ନେତାଙ୍କୁ ପ୍ରାର୍ଥୀ କରିପାରେ କଂଗ୍ରେସ
ଭୁବନେଶ୍ୱର, ୧୧।୩:(ସୁନିତ୍ ମିଶ୍ର) ୨୦୨୪ ନିର୍ବାଚନ ତାରିଖ କୌଣସି ସମୟରେ ଘୋଷଣା ହୋଇଯାଇପାରେ। ଏହା ପୂର୍ବରୁ ସବୁ ଦଳ ବର୍ତ୍ତମାନ ଉଭୟ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିବାରେ ବ୍ୟସ୍ତ ହୋଇଗଲେଣି। ବିଜେଡି-ଭାଜପା ମେଣ୍ଟ ହେବାକୁ…
ପେଟରେ ଅଧା, ପାଟିରେ ଅଧା
ଭୁବନେଶ୍ୱର, ୧୧।୩:(ସୁନିତ୍ ମିଶ୍ର) ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଉଛନ୍ତି। ସେଠାରୁ ଫେରିବା ପରେ ରାଜ୍ୟର ସବୁ ଲୋକ ସଭା ଓ ବିଧାନସଭା ଆସନରେ ଭାଜପା ଏକାକୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଥିବା କହୁଛନ୍ତି। କିନ୍ତୁ କେଉଁଠାରେ ମଧ୍ୟ…
ପୁଣି ଉଠିଲା ମେଣ୍ଟ ଧୂଆଁ, ଅମିତ ଶାହାଙ୍କ ସହ ନବୀନ କଥା ହୋଇଥିବା ଚର୍ଚ୍ଚା!
ଭୁବନେଶ୍ୱର,୧୦।୩: ଉଭୟ ଶିବିରରେ ଅସମ୍ଭବ ନୀରବତା ପରେ ପୁଣି ଥରେ ବିଜୁ ଜନତା ଦଳ(ବିଜେଡି) ଏବଂ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ମେଣ୍ଟ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଥମେ ଭାଜପା ସଭାପତି ମନମୋହନ ସାମଲ ଏହି ଖବରକୁ ଖାରଜ କରିବା ପରେ…
ରାଜସ୍ଥାନ କଂଗ୍ରେସକୁ ଝଟ୍କା, ଦଳ ଛାଡ଼ି ଭାଜପାରେ ସାମିଲ ହେଲେ ୩୨ ତୁଙ୍ଗ ନେତା
ଜୟପୁର,୧୦ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ରବିବାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟତର ଥିବା କଂଗ୍ରେସ ନେତା ଲାଲଚାନ୍ଦ କଟାରିଆଙ୍କ ସମେତ ଦଳର ୩୨ ତୁଙ୍ଗ…
ଏନ୍ଡିଏରେ ମିଶିଲା ଟିଡିପି
ନୂଆଦିଲ୍ଲୀ,୯ା୩: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ନିଜର ପୁରୁଣା ସହଯୋଗୀଙ୍କୁ ଏନ୍ଡିଏରେ ଯୋଡ଼ିବାକୁ ଚେଷ୍ଟା ଆରମ୍ଭ କରିଛି। ନୀତୀଶ କୁମାରଙ୍କ ଜେଡିୟୁ ପରେ ଭାଜପା ଓଡ଼ିଶାରେ ବିଜେଡି ସହ ଆଲୋଚନା କରୁଛି। ଏକ ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶର ତେଲୁଗୁ…
ସମ୍ଭାବ୍ୟ ମେଣ୍ଟକୁ ନେଇ ଚର୍ଚ୍ଚା: ଶିବକୁମାର କିମ୍ବା ରେଭନ୍ଥ ଭଳି ନେତା ଥିଲେ
ଭୁବନେଶ୍ୱର,୮।୩: ଆସନ୍ତା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ। କିନ୍ତୁ ଓଡ଼ିଶାରେ ରାଜନୀତି ରୋଚକ ସ୍ତରରେ । ଚାରିଆଡ଼େ ଆଲୋଚନା ହେଉଛି ଏଠାରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହୋଇପାରେ। ସେଥିପାଇଁ ଉଭୟ ଦଳର ଆଶାୟୀ ଆଶଙ୍କାରେ। ଦୀର୍ଘବର୍ଷ ହେବ…
Archives


