Tag Archives: bjp

ମୋଦିଙ୍କୁ ଟାର୍ଗେଟ୍‌ କଲେ ସୋନିଆ, କହିଲେ ହାରିଛି ଭାଜପା

ନୂଆଦିଲ୍ଲୀ, ୨୯।୦୬: କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧି ଏକ ଆର୍ଟିକିଲ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି । ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି କମ୍‌ ଆସନ ହାତେଇବାକୁ ନେଇ ମୋଦି ହାରିଥିବା ସେ କହିଛନ୍ତି ।…

ମନୋଜ ଆହୁଜାଙ୍କୁ ବଡ଼ ଦାୟିତ଼୍ବ ଦେଲେ ଭାଜପା ସରକାର

ଭୁବନେଶ଼୍ବର, ୨୮।୦୬: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ମନୋଜ ଆହୁଜାଙ୍କୁ ବଡ଼ ଦାୟିତ଼୍ବ ଦେଇଛନ୍ତି ରାଜ୍ୟ ସରକାର । ସେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଥାଉକି, ରାଜ୍ୟର ମୁଖ୍ୟ…

ରାଜ୍ୟସଭାରେ ଖସିପଡ଼ିଲେ କଂଗ୍ରେସର ମହିଳା ଏମ୍‌ପି, ତାପରେ…

ନୂଆଦିଲ୍ଲୀ, ୨୬।୦୬: ନିଟ୍‌ ମୁଦ୍ଦାକୁ ନେଇ ସାରା ଦେଶରେ ବିରୋଧ କରାଯାଉଥିବା ବେଳେ ବିପକ୍ଷ ଦଳ ମଧ୍ୟ ସରକାରଙ୍କୁ ଛାଡ଼ି ନାହାନ୍ତି । ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଏହାରି ମଧ୍ୟରେ କଂଗ୍ରେସ…

କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? ରେସ୍‌ରେ ଅଛନ୍ତି…

ଭୁବନେଶ଼୍ବର, ୨୬।୦୬: ରାଜ୍ୟରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ବରିଷ୍ଠ ଆଇଏଏସ୍‌ ଅଧିକାରୀ ପ୍ରଦୀପ ଜେନା ଦକ୍ଷତାର ସହ କାର୍ଯ୍ୟଭାର ତୁଲାଇ ପ୍ରଶଂସା ସାଉଁଟିଛନ୍ତି । ହେଲେ ତାଙ୍କ ପରେ କିଏ ମୁଖ୍ୟ…

ଲକ୍ଷାଧିକ ଦରମା ସହ ମିଳିଥାଏ ଅନେକ ସୁବିଧା, ଜାଣନ୍ତୁ ନିର୍ବାଚିତ ଏମ୍‌ପିମାନଙ୍କ ଦରମା କେତେ? କ’ଣ ସେମାନେ ଦିଅନ୍ତି ଟିକସ…

୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ସଦସ୍ୟମାନେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଏମ୍‌ପିମାନଙ୍କୁ ଶପଥ ପାଠ କରାଇଛନ୍ତି। ତେବେ ଜୁନ ୨୪ରୁ ଆରମ୍ଭ ହୋଇଥିବା ସଂସଦ…

କେ. ସୁରେଶ କିଏ? କାହିଁକି ବାଚସ୍ପତି ପ୍ରାର୍ଥୀ ପାଇଁ ଚୟନ କଲା ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ, ୨୫।୬: ୧୮ତମ ଲୋକସଭାର ବାଚସ୍ପତି ପଦ ପାଇଁ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ମତଭେଦ ହୋଇଛି । ଯାହାଫଳରେ ଏନ୍‌ଡିଏ ସମର୍ଥନରେ ଓମ୍‌ ବିର୍ଲା ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ କେ. ସୁରେଶ…

ରାହୁଲ କହିଲେ ଆମକୁ ଦିଅ ଉପ-ବାଚସ୍ପତି, ହେଲେ ଛିଣ୍ଡିଲାନି ଅଙ୍କ

ନୂଆଦିଲ୍ଲୀ, ୨୫।୬: ଲୋକସଭା ବାଚସ୍ପତି ଚୟନକୁ ନେଇ ରଜନୈତିକ ମହଲରେ ଥିବା ସସପେନ୍ସ ଏବଂ ଡ୍ରାମା ମଧ୍ୟରେ ଏନଡିଏ ପକ୍ଷରୁ ଓମ ର୍ବିଲା ଲୋକସଭାର ନୂତନ ବାଚସ୍ପତି ହେବେ। ସେ ଏନେଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କିନ୍ତୁ ବିରୋଧୀ ଦଳ…

ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ଓମ୍‌ ବିର୍ଲା, ସମର୍ଥନ ଦେଲେନି ବିରୋଧୀ

ନୂଆଦିଲ୍ଲୀ, ୨୫।୬: ୧୮ ତମ ଲୋକ ସଭା ଅଧିବେଶନ କାଲିଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ବାଚସ୍ପତି ପଦ ପାଇଁ ନାମଙ୍କନ ଦାଖଲ କରିଛନ୍ତି ଏନ୍‌ଡିଏ ପ୍ରାର୍ଥୀ ଓମ୍‌ ବିର୍ଲା । ଶାସକ ଦଳ ବିରୋଧୀଙ୍କ ସହ ତାଙ୍କ ନାମକୁ ନେଇ…

ଦୃଢ଼ ବିରୋଧୀ ଭୂମିକା ନେବ ବିଜେଡି

ଭୁବନେଶ୍ୱର,୨୫।୬(ଅନିଲ ଦାସ): ଦୀର୍ଘ ୨୪ ବର୍ଷ ପରେ ବିଜେଡି ଓଡ଼ିଶାରେ କ୍ଷମତାଚ୍ୟୁତ ହୋଇଛି। ଏକ ଦୃଢ଼ ବିରୋଧୀ ଦଳ ଭାବେ ବିଜେଡି ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଛି। ଉଭୟ ଭାଜପା ଓ କଂଗ୍ରେସ ସହ ସମଦୂରତା ଆପଣେଇଥିବା କଥା କହି…

ଚାଷୀଙ୍କୁ ଦଲାଲ ମୁକ୍ତ କରାଯିବ: ମୁଖ୍ୟମନ୍ତ୍ରୀ

ଚମ୍ପୁଆ/ଝୁମ୍ପୁରା,୨୫।୬ (ମହେଶ୍ୱର ଦାସ/ଶଶିଭୂଷଣ ସାହୁ): ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିଜ ଜିଲା କେନ୍ଦୁଝରକୁ ମୋହନ ଚରଣ ମାଝୀ ୨ ଦିନିଆ ଗସ୍ତରେ ଆସିଛନ୍ତି। ସୋମବାର ଦ୍ୱିତୀୟ ଦିନରେ ନିଜ ଜନ୍ମମାଟି ରାଇକଳାକୁ ଯାଇଛନ୍ତି। ଏହି ଅବସରରେ ଝୁମ୍ପୁରା…

ବିଜେଡି ସରକାର ସମୟରେ ମୋତେ ହତ୍ୟା ଉଦ୍ୟମ ହୋଇଥିଲା: ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୫।୬(ପି.ଟି.): ବିଜେଡି ସରକାର ସମୟରେ ମୋ ଉପରେ ବୋମା ପକାଇ ହତ୍ୟା ଉଦ୍ୟମ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ କରିଛନ୍ତି। କେନ୍ଦୁଝରର ଝୁମ୍ପୁରାଠାରେ ସୋମବାର ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବାବେଳେ ସେ ଏହା କହିଛନ୍ତି। ତେବେ…

ବିଜେଡି ଇତିହାସରେ ପ୍ରଥମ, ଲୋକ ସଭାରେ ନାହାନ୍ତି କେହି

ଭୁବନେଶ଼୍ବର, ୨୪।୬: ଲୋକ ସଭାର ୧୮ତମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ନବନିର୍ବାଚିତ ଏମ୍‌ପି ମାନେ ଶପଥ ଗ୍ରହଣ କରୁଛନ୍ତି । ହେଲେ ବିଜୁ ଜନତା ଦଳର ଇତିହାସରେ ପ୍ରଥମ କରି ଏକ ଘଟଣା ଘଟିଛି । ଲୋକ ସଭା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri