ବିଦାୟ ନେବେ ରୋଜର ବିନ୍ନି, ରାଜୀବ ଶୁକ୍ଳା ନୂଆ BCCI ସଭାପତି
ମୁମ୍ବାଇ,୨।୬: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ। ବିସିସିଆଇର ସଭାପତି ରୋଜର ବିନ୍ନି ତାଙ୍କ ପଦବୀରୁ ବିଦାୟ ନେବେ, ଏବଂ ରାଜୀବ ଶୁକ୍ଳାଙ୍କୁ ମଧ୍ୟବର୍ତ୍ତୀକାଳୀନ ସଭାପତି ଭାବେ ନିଯୁକ୍ତ ହୋଇପାରନ୍ତି। ସୂଚନା ଅନୁସାରେ, ରୋଜର...