‘ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ବାଂଲାଦେଶ ଫେରିବେ ନାହିଁ ହସିନା’: ପାକିସ୍ତାନ ପହଞ୍ଚିବା ପରେ ବାଂଲାଦେଶୀ ବାଚସ୍ପତିଙ୍କ ବଡ଼ ଦାବି
ଢାକା,୨୮।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣକୁ ନେଇ ରାଜନୈତିକ ବିବାଦ ତୀବ୍ର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ, ବାଂଲାଦେଶ ସଂସଦର ବାଚସ୍ପତି ହାଫିଜ ଉଦ୍ଦିନ ଅହମ୍ମଦ କହିଛନ୍ତି ଯେ, ଯଦି ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପ୍ରତ୍ୟର୍ପଣ କରିବାକୁ ମନା…

